Jump to content

ବ୍ୟବହାରକାରୀଙ୍କ ଆଲୋଚନା:Khatuarudranarayan

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ

ଆଦରର Khatuarudranarayan, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।


ଆଉ କିଛି ଦରକାରୀ ଲିଙ୍କ

ଧନ୍ୟବାଦ! – ~~~~

ଆଜି କାହିଁ ନିରବ

               ନିର୍ଜୀବ ଭଳି ଦିଗବଳୟକୁ ଚାହିଁରହିଛି

ମନରେ ଅସୁମାରି ପ୍ରଶ୍ନ

                   ସମାଧାନର ଉପାୟ ଖୋଜି ଚାଲିଛି II
 

ଆଜି କାହିଁ ନିରବ

               ସମୟ ସ୍ରୋତରେ ଭାସି ମୁଁ ଚାଲିଛି

ଅଟକିବାର ବୃଥା ପ୍ରଚେଷ୍ଟା

               ରକ୍ତାତ କରୁଛି ,ଆଗକୁ ଠେଲିବି ନେଉଛି II

ଆଜି କାହିଁ ନିରବ

             ସତେ ଯେମିତି କାହାକୁ ହଜେଇ ଦେଇଛି 

ଛାତିରେ ଛାତିଏ କୋହ

             ଅଶ୍ରୁଟିଏ ହୋଇ ଆଖିକୁ ଭିଜେଇ ଦେଇଛି II

ଆଜି କାହିଁ ନିରବ

             ଭିଡ ଭିତରୁ କିଏ ଯେମିତି ମୁଣ୍ଡ ଟେକୁଛି

ସାଥିଟିଏ ଖୋଜୁଛି

             ସାଥୀକୁ ନପାଇ ଭିଡ ଭିତରେ ଲୁଚିଯାଇଛି II

ଆଜି କାହିଁ ନିରବ

             ଅତୀତର ଦିନସବୁ ଆଖି ଆଗରେ ନାଚିଉଠୁଛି

ତମେ ସିନା ନାହଁ

             ସେହି ପିଲାଦିନ ସ୍ମୃତିଟିଏ ହୋଇ ରହିଛି II

Khatuarudranarayanଙ୍କ ସହ ଏକ ଆଲୋଚନା ଆରମ୍ଭ କରନ୍ତୁ

ନୂଆ ଆଲୋଚନାଟିଏ ଆରମ୍ଭ କରନ୍ତୁ