ବ୍ୟବହାରକାରୀଙ୍କ ଆଲୋଚନା:JyotiprakashP
ନୂଆ ଯୋଡ଼ନ୍ତୁProd blp/dated ଛାଞ୍ଚ ବ୍ୟବହାର
[ସମ୍ପାଦନା]ପ୍ରିୟ ଉଇକିଆଳି ବନ୍ଧୁ
ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ। ଆପଣ ସୁଶାନ୍ତ ମଣି ପ୍ରସଙ୍ଗରେ {{Prod blp/dated}}i ଛାଞ୍ଚ ବ୍ୟବହାର କରିଥିଲେ ତାହା ଉଇକିପିଡ଼ିଆ ନିୟମ ଦୃଷ୍ଟିରୁ ଗ୍ରହଣଯୋଗ୍ୟ କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଆମ ଓଡ଼ିଆ ଉଇକିପିଡ଼ିଆ ପାଇଁ ଗୋଟିଏ ଗୋଟିଏ ପ୍ରସଙ୍ଗ ଓ ନୂଆ ସଭ୍ୟ ମୁଲ୍ୟବାନ । ବର୍ତ୍ତମାନ ସ୍ଥିତିରେ ଓଡ଼ିଆ ଉଇକିପିଡ଼ିଆର ଉନ୍ନତି ପାଇଁ ଏ ଛାଞ୍ଚ ବ୍ୟବହାର ନ କରି ଆପଣ ମଧ୍ୟ ଏପରି ପ୍ରସଙ୍ଗ ମାନଙ୍କରେ ଅଧିକ ତଥ୍ୟ ଓ ସଠିକ ଆଧାର ଦେଇ ପ୍ରସଙ୍ଗକୁ ଉନ୍ନତମାନର କରିପାରିବେ । ଓଡ଼ିଆ ଉଇକିପିଡ଼ିଆ ବାବଦରେ କିଛି ସହଯୋଗ ଦରକାର ହେଲେ, ଚାଟସଭାରେ କିମ୍ବା ଫେସବୁକ ଗୋଠରେ କୁ ଯାଇ ପ୍ରଶ୍ନଟିଏ ପଚାରି ପାରିବେ । ଆଶାକରେ ଆପଣ ଏମିତି ଯୋଗଦାନ ଦେଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରିବାରେ ସହଯୋଗ କରିବେ । ଧନ୍ୟବାଦ :) --ଆଦିତ୍ୟ ମହାର (ମୋ ଆଲୋଚନା) ୧୮:୩୦, ୧୦ ମାର୍ଚ୍ଚ ୨୦୧୪ (UTC)
Ok. Aau jane b emiti Chhancha "Himanshu Fatesinh" re deithile tanku ta tame msg deiparilani ??? Niyama samasya nka pain samana. Dhanyavad.
ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ
[ସମ୍ପାଦନା]
|
--Aditya Mahar (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)
