Jump to content

ବ୍ୟବହାରକାରୀଙ୍କ ଆଲୋଚନା:Himansu sekhar khandual

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ

ନବକଳେବର ଗଣସମ୍ପାଦନାରେ ଭାଗ ନେବା ପାଇଁ ଆମନ୍ତ୍ରଣ

[ସମ୍ପାଦନା]

ନବକଳେବର ଏଇ ମାତ୍ର ସରିଛି ଆଉ ସବୁରି ମନରୁ ସେ ଅଗୁରୁ-ଚୁଆର ମହକ ଏ ଯାଏ ଅଛି । ଆମେ ସେ ମହକକୁ ଆଉ ସଭିଙ୍କ ପାଖେ ପହଞ୍ଚାଇବା ପାଇଁ ଏକ ମାସକାଳୀନ ଗଣସମ୍ପାଦନା ଆରମ୍ଭ କରିଛୁ । ଆପଣ ଏଥିରେ ଭାଗ ନେଇପାରିବେ, ଜଗନ୍ନାଥ ଚଳଣି ସମ୍ବନ୍ଧରେ ଅନେକ ପ୍ରସଙ୍ଗରେ ଭାଗ ନେଇ ଲେଖିପାରିବେ ଓ ସମ୍ପାଦନା କରିପାରିବେ ।
[[ଉଇକିପିଡ଼ିଆ:ନବକଳେବର ଗଣସମ୍ପାଦନା ୨୦୧୫|ଭାଗ ନିଅନ୍ତୁ!]] [[ଉଇକିପିଡ଼ିଆ:ନବକଳେବର ଗଣସମ୍ପାଦନା ୨୦୧୫/ପ୍ରସଙ୍ଗ|ପ୍ରସଙ୍ଗ ତାଲିକା]] [[ଉଇକିପିଡ଼ିଆ:ଚାଟସଭା|କିପରି ଲେଖିବେ ଶିଖିବାକୁ ଚାହାନ୍ତି?]] --ସୁଭାସିସ ପାଣିଗାହି (ଆଳାପ) ୧୫:୪୭, ୩୧ ଅଗଷ୍ଟ ୨୦୧୫ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ

[ସମ୍ପାଦନା]

--Aditya Mahar (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)