ବ୍ୟବହାରକାରୀଙ୍କ ଆଲୋଚନା:Chittaranjan jena

Page contents not supported in other languages.
ଉଇକିପିଡ଼ିଆ‌ରୁ

ନମସ୍କାର, Chittaranjan jena, ଉଇକିପିଡ଼ିଆକୁ ସ୍ଵାଗତ!

ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:
ଉଇକିପିଡ଼ିଆର ପାଞ୍ଚଟି ଖମ୍ବ, କିପରି ବ୍ୟବହାର କରିବେ, ପ୍ରଶ୍ନ ପଚାରିବେ
ମୁଁ ଆଶା କରୁଛି ଆପଣଙ୍କୁ ଏଠାରେ ଭଲ ଲାଗିବ ଏବଂ ଆପଣଙ୍କ ଅବଦାନ ଜାରି ରହିବ !

ଯଦି ଆପଣ କିଛି ପଚାରିବାକୁ ଚାହୁଛନ୍ତି, ମୋ ଆଲୋଚନା ପୃଷ୍ଠା ବା ଆଲୋଚନା ସଭାରେ ପଚାରିପାରିବେ । ଧନ୍ୟବାଦ! -- ଅηsuмaη Talk ୧୭:୨୭, ୮ ଏପ୍ରିଲ ୨୦୧୨ (UTC)

କବିତା ଆପଣଙ୍କ ଦ୍ଵାରା[ସମ୍ପାଦନା]

A SONG OF THE HEART

ହୃଦୟର ଏଇ ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ

ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ଵନୀ କହେ ତୁମେ ତୁମେ ତୁମେ (୨)

ତୁମେ ମୋ ମନର ସୀମାରେଖା ଡେଇଁ ସହଜେ ପାରିଛ ଯାଇ...

ହେଲେ ମୋ ପାଦଟି ତୁମ ସୀମାରେଖା ଟପି ଯାଇ ପାରିନାହିଁ (୨)

... ଜାଣେନା କାହିଁକି ମୋ ନଈରବତାକୁ ବିରହ ତୁମରି ନୀତି ଛୁଏଁ

ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ଵନୀ କହେ ତୁମେ ତୁମେ ତୁମେ ॥

ଥିଲା ସେ କେମିତି ଭାବ ପ୍ରବଣତା ହସୁଛି ମୁଁ ମନେ ମନେ

ତୋଳିବାକୁ ଏକ କୁହୁଡିର ଘର ବାହାରିଥିଲି ମୁଁ ଦିନେ (୨)

ସେ କୁହୁଡି ଘର ଗଲା ଭାଙ୍ଗି ପ୍ରୀତିର ପ୍ରକୀର ଥିଲା ତମେ (୨)

ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ଵନୀ କହେ ତୁମେ ତୁମେ ତୁମେ...

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--Jnanaranjan sahu (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)