ବ୍ୟବହାରକାରୀଙ୍କ ଆଲୋଚନା:Chachajaan
ନୂଆ ଯୋଡ଼ନ୍ତୁଦେଖଣା
Latest comment: ୧ ବର୍ଷ ପୂର୍ବେ by Psubhashish in topic ଆପଣଙ୍କ ତିଆରି ପ୍ରସଙ୍ଗ
ଆଦରର Chachajaan, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!
ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।
- ଆଉ କିଛି ଦରକାରୀ ଲିଙ୍କ
|
ଆପଣଙ୍କ ତିଆରି ପ୍ରସଙ୍ଗ
[ସମ୍ପାଦନା]@Chachajaan ଆପଣ ତିଆରି କରିଥିବା கடான்ର ନାମ ତାମିଲରେ ଥିବାରୁ ଓ ଲେଖାଟି ସମ୍ପୂର୍ଣ୍ଣ ମେସିନ ଅନୁବାଦରେ ତିଆରି ହେତୁ ଲିଭାଇ ଦିଆଗଲା । ଆପଣଙ୍କୁ ଏଭଳି ଅନୀତିକର ସମ୍ପାଦନା ନକରିବାକୁ ଏହା ପ୍ରଥମ ଚେତାବନୀ! ଭବିଷ୍ୟତରେ ସମାନ ଧରଣର ସମ୍ପାଦନା ପାଇଁ ଆପଣଙ୍କ ଖାତା ସାମୟିକ/ସମ୍ପୂର୍ଣ୍ଣ ଅଟକାଯାଇପାରେ । ଦୟାକରି ଉଇକିପିଡ଼ିଆ:ନିୟମାବଳୀ ଅନୁସାରେ ଆଗକୁ ସମ୍ପାଦନା କରିବାକୁ ଅନୁରୋଧ । Psubhashish (ମୋ ଆଲୋଚନା) ୦୩:୦୧, ୧୬ ଫେବୃଆରୀ ୨୦୨୫ (IST)