Jump to content

ବ୍ୟବହାରକାରୀଙ୍କ ଆଲୋଚନା:Barbardhacii

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ

ଆଦରର Barbardhacii, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।


ଆଉ କିଛି ଦରକାରୀ ଲିଙ୍କ
ଧନ୍ୟବାଦ! – ~~~~

Psubhashish (ମୋ ଆଲୋଚନା) ୨୩:୩୫, ୧୧ ଜୁନ ୨୦୨୫ (IST)Reply

ଆଣ୍ଡ୍ରୁ ଟେଟ୍ ପ୍ରସଙ୍ଗ ବାବଦରେ

[ସମ୍ପାଦନା]

@Barbardhacii ଆପଣ ତିଆରି କରିଥିବା ଆଣ୍ଡ୍ରୁ ଟେଟ୍ ପ୍ରସଙ୍ଗଟି ଲିଭାଇଦିଆଯାଇଛି । କାରଣ: ପ୍ରସଙ୍ଗଟି ସମ୍ପୂର୍ଣ୍ଣ ଭାବେ ଜଣ ଓଡ଼ିଆ ଜାଣିନଥିବା ଉଇକିଆଳିଙ୍କ ଦେଇ ମେସିନ ଅନୁବାଦରେ ତିଆରି ଯାହା ଓଡ଼ିଆ ଉଇକିପିଡ଼ିଆର ନିୟମାବଳୀର ଉଲ୍ଲଂଘନ । ଦୟାକରି ଏଭଳି ସମ୍ପାଦନାରୁ ବିରତ ରହିବେ । ଏ ଚେତାବନୀ ପରେ ଉଲ୍ଲଂଘନ କଲେ ଆପଣଙ୍କ ଆକାଉଣ୍ଟ ସମ୍ପୂର୍ଣ୍ଣ ବା ଆଂଶିକ ଭାବେ ଅଟକାଯାଇପାରେ । Psubhashish (ମୋ ଆଲୋଚନା) ୨୩:୩୭, ୧୧ ଜୁନ ୨୦୨୫ (IST)Reply