ବ୍ୟବହାରକାରୀଙ୍କ ଆଲୋଚନା:Arup samal

Page contents not supported in other languages.
ଉଇକିପିଡ଼ିଆ‌ରୁ

ଆପଣ ଉଇକିପିଡ଼ିଆରେ ଲେଖିବାକୁ କିଛି ସହଯୋଗ ଲୋଡୁଛନ୍ତି କି?[ସମ୍ପାଦନା]

କ୍ଲିକ କରି ପ୍ରଶ୍ନଟିଏ ପଚାରନ୍ତୁ
ଆଦରର Arup samal!,

ଆପଣ ଉଇକିପିଡ଼ିଆରେ ଲେଖିବା ବାବଦରେ ଏକ କର୍ମଶାଳାରେ ଯୋଗ ଦେଇଥିଲେ ।

♦ ଯଦି ଆପଣଙ୍କୁ କୌଣସି ପ୍ରକାରର ସହଯୋଗ ଲୋଡ଼ା ତେବେ ଦୟାକରି ଏହି ଲିଙ୍କକୁ ଯାଆନ୍ତୁ: ଚାଟସଭା
ଯଦି ଆପଣ କି ପ୍ରକାରର ପ୍ରସଙ୍ଗ ଲେଖିବେ ତାହା ଜାଣିପାରୁନାହାନ୍ତି ତେବେ ଏଠାରେ ଆପଣଙ୍କ ପାଇଁ ପାଞ୍ଚୋଟି ନମୁନା ରହିଲା: କୋଣାର୍କ, ନନ୍ଦନକାନନ, ଭୁବନେଶ୍ଵର, କମ୍ପ୍ୟୁଟରମଧୁସୂଦନ ଦାସ
♦ ଉପରେ ଥିବା ଲିଙ୍କରେ କ୍ଲିକ କରି ପ୍ରସଙ୍ଗଟି ପଢ଼ନ୍ତୁ, ସେଥିରେ କିଛି ଭୁଲ ଥିଲେ ବାଛନ୍ତୁ, ଏହାକୁ ବଦଳାନ୍ତୁରେ କ୍ଲିକ କରନ୍ତୁ, ତହିଁରେ କିଛି ଉପଯୋଗୀ ତଥ୍ୟ ଯୋଡ଼ନ୍ତୁ ଓ ଏକ ପ୍ରମାଣଯୋଗ୍ୟ ମୂଳ ଆଧାର ଯହିଁରୁ ଆପଣ ସେହି ତଥ୍ୟ ନେଇଛନ୍ତି ତାହାର ବିବରଣୀ ଦିଅନ୍ତୁ ।
♦ ଆପଣ କରିଥିବା ବଦଳର ଏକ ଛୋଟ ସାରକଥା ଦିଅନ୍ତୁ ଓ ସାଇତିବେ ରେ କ୍ଲିକ କରି ଲେଖାଟି ସାଇତନ୍ତୁ ।
ଲେଖି ଚାଲନ୍ତୁ!

-- ସୁଭ (ଆଲୋଚନା)