ବ୍ୟବହାରକାରୀଙ୍କ ଆଲୋଚନା:ଦିବାକରପୁଟେଲ
ନୂଆ ଯୋଡ଼ନ୍ତୁଦେଖଣା
Latest comment: ୨ ମାସ ପୂର୍ବେ by Ssgapu22
ଆଦରର ଦିବାକରପୁଟେଲ, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!
ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।
- ଆଉ କିଛି ଦରକାରୀ ଲିଙ୍କ
|
- @Ssgapu22
- ନିଶ୍ଚିତ ଧନ୍ୟବାଦ ଆଜ୍ଞା ହେଲେ କେମିତି କଣ କରିବି ଜାଣି ପାରୁନି କିଛି ସନ୍ଦେଶ ଯେମିତି କି ଆପଣଙ୍କ କିଛି ମିଳିପାରିଲେ ମୁ ଖୁସି ହେବି Dibakarputel7 (ମୋ ଆଲୋଚନା) ୦୭:୦୮, ୪ ନଭେମ୍ବର ୨୦୨୫ (IST)
- ଉପରେ ଥିବା ଲିଙ୍କ୍ଗୁଡ଼ିକ ପଢ଼ନ୍ତୁ, ସେଇଥିରୁ ସବୁକିଛି ଜାଣିପାରିବେ । ଗପୁ (ମୋ ଆଲୋଚନା) ୧୦:୨୮, ୪ ନଭେମ୍ବର ୨୦୨୫ (IST)