ବ୍ୟବହାରକାରୀଙ୍କ ଆଲୋଚନା:রাঘব বোয়াল
ନୂଆ ଯୋଡ଼ନ୍ତୁଆଦରର রাঘব বোয়াল, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!
ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।
- ଆଉ କିଛି ଦରକାରୀ ଲିଙ୍କ
|
Psubhashish (ମୋ ଆଲୋଚନା) ୧୪:୩୯, ୭ ଜୁନ ୨୦୨୫ (IST)
ଆପଣଙ୍କ ତିଆରି ପ୍ରସଙ୍ଗ
[ସମ୍ପାଦନା]ଆପଣ ନିକଟରେ ତିଆରିଥିବା ତିନୋଟି ପ୍ରସଙ୍ଗ ଓଡ଼ିଆ ଉଇକିପିଡ଼ିଆର ସମ୍ପୂର୍ଣ୍ଣ ମେସିନ ଅନୁବାଦରେ ମାନବୀୟ ସମ୍ପାଦନାରହିତ ପ୍ରସଙ୍ଗ ତିଆରି ବିରୋଧରେ ଓ ମୁଁ ସେହି ନିୟମକୁ ବଳବତ୍ତର ରଖି ସେ ପ୍ରସଙ୍ଗସବୁ ସମ୍ପୂର୍ଣ୍ଣ ଭାବେ ଲିଭାଉଛି । ଆପଣ ଜଣେ ଓଡ଼ିଆଭାଷୀ ହୋଇନଥିଲେ ଆଉ ପ୍ରସଙ୍ଗ ଗଢ଼ାରୁ ବିରତ ହେବେ ଓ ଏ ମେସେଜଟି ଏକ ଚେତାବନୀ । ଆଗକୁ ଆଉ କୌଣସି ପ୍ରସଙ୍ଗ ନିୟମାବଳୀ ଉଲ୍ଲଂଘନ କଲେ ଆପଣଙ୍କ ଆକାଉଣ୍ଟ ସାମୟିକ ବା ଚିରକାଳ ଅଟକାଯିବ । Psubhashish (ମୋ ଆଲୋଚନା) ୧୪:୪୪, ୭ ଜୁନ ୨୦୨୫ (IST)