Jump to content

ବୋହୂ ୪୨୦

ଉଇକିପିଡ଼ିଆ‌ରୁ
ବୋହୂ ୪୨୦
ନିର୍ଦ୍ଦେଶକରାଜେଶ ମହାନ୍ତି
ପ୍ରଯୋଜକଅର୍ଦ୍ଧେନ୍ଦୁ ଶେଖର ସାହୁ
କାହାଣୀପ୍ରିୟବ୍ରତ ପଣ୍ଡା
କଳାକାରନିକିତା ମିଶ୍ର
ଜ୍ୟୋତି ପ୍ରକାଶ ପଣ୍ଡା
ସଙ୍ଗୀତଶାନ୍ତନୁ ନାୟକ
Production
company
ଆଦିଲକ୍ଷ୍ମୀ ଏଣ୍ଟର୍‌ଟେନ୍‌ମେଣ୍ଟ
ବିତରକଜୀ ସାର୍ଥକ
ମୁକ୍ତିଲାଭ ତାରିଖ
୩୦ ନଭେମ୍ବର ୨୦୨୫
ଦେଶ ଭାରତ
ଭାଷାଓଡ଼ିଆ

ବୋହୂ ୪୨୦ ୨୦୨୫ ମସିହାରେ ଟେଲିଭିଜନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅର୍ଦ୍ଧେନ୍ଦୁ ଶେଖର ସାହୁ । ପ୍ରିୟବ୍ରତ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାଜେଶ ମହାନ୍ତି । ସଙ୍ଗୀତକାର ଶାନ୍ତନୁ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନିକିତା ମିଶ୍ର ଓ ଜ୍ୟୋତି ପ୍ରକାଶ ପଣ୍ଡା । ୩୦ ନଭେମ୍ବର ୨୦୨୫ରେ ଏହି କଥାଚିତ୍ରଟି ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[]

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ନାୟକ । ଗୀତିକାର ପୁଷ୍ପକ ପରିଡ଼ା, ଉମାକାନ୍ତ ନାୟକ, ସତ୍ୟ ରଞ୍ଜନ ବଳ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଚିରାଗଦୀପ ପଣ୍ଡା, ଅଭିଜିତ ପାଢ଼ୀ, ଗୀତିଶ୍ରୀ ପାଢ଼ୀ, ସନ୍ତୋଷ କୁମାର ନାୟକ, ପ୍ରିୟମ୍ବଦା ସାହୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[]

କ୍ରମଗୀତକବିଗାୟକସମୟ
1."ବୋହୂ ୪୨୦"ପୁଷ୍ପକ ପରିଡ଼ାଚିରାଗଦୀପ ପଣ୍ଡା 
2."ପଡ଼ିଗଲି ପ୍ରେମରେ"ଉମାକାନ୍ତ ନାୟକଅଭିଜିତ ପାଢ଼ୀ, ଗୀତିଶ୍ରୀ ଜେନା 
3."ତୋ ବିନା"ସତ୍ୟ ରଞ୍ଜନ ବଳସନ୍ତୋଷ କୁମାର ନାୟକ, ପ୍ରିୟମ୍ବଦା ସାହୁ 
  1. Bohu 420 (Original Motion Picture Soundtrack) - All Songs - Download or Listen Free - JioSaavn (in ଆମେରିକୀୟ ଇଂରାଜୀ), 2025-11-28, retrieved 2026-06-02
  2. jena, Surya Kanta (2025-11-29). "Bohu 420: ନିକିତା ଏବେ 'ବୋହୂ ୪୨୦'". Sambad. Retrieved 2026-06-02.
  3. Barick, Debibandita (2025-11-28). "ଜୀ-ସାର୍ଥକର 'ବୋହୂ ୪୨୦'ର ଅଡିଓ ରିଲିଜ୍; ଏଇ ରବିବାର ୱାର୍ଲଡ଼ ଟିଭି ପ୍ରିମିୟର - Hindustan Tales Odisha" (in ଆମେରିକୀୟ ଇଂରାଜୀ). Retrieved 2026-06-02.
  4. Bohu 420 (Original Motion Picture Soundtrack) Songs Download: Play & Listen Bohu 420 (Original Motion Picture Soundtrack) Odia MP3 Song by Chiragdeep Panda @Gaana (in ଇଂରାଜୀ), retrieved 2026-06-02

ବାହାର ଆଧାର

[ସମ୍ପାଦନା]