Jump to content

ବୋଉ ବୁଟୁ ଭୂତ

ଉଇକିପିଡ଼ିଆ‌ରୁ
ବୋଉ ବୁଟୁ ଭୂତ
ନିର୍ଦ୍ଦେଶକଜଗଦୀଶ ମିଶ୍ର
ପ୍ରଯୋଜକତୃପ୍ତି ଶତପଥୀ
ସଂଳାପପ୍ରଣବ ପ୍ରସନ୍ନ ରଥ
ଚିତ୍ରନାଟ୍ୟମହମ୍ମଦ ଇମ୍ରାନ
କାହାଣୀମହମ୍ମଦ ଇମ୍ରାନ
କଳାକାରବାବୁଶାନ୍
ଅର୍ଚ୍ଚିତା ସାହୁ
ଅପରାଜିତା ମହାନ୍ତି
ସଙ୍ଗୀତଗୌରବ ଆନନ୍ଦ
ଚିତ୍ରଗ୍ରହଣରୁନ୍ଦ୍ରକାନ୍ତ ସିଂହ
ସମ୍ପାଦକରଶ୍ମୀ ରଞ୍ଜନ ଦାଶ
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୨୫
ଦେଶ ଭାରତ
ଭାଷାଓଡ଼ିଆ

ବୋଉ ବୁଟୁ ଭୂତ ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ତୃପ୍ତି ଶତପଥୀ, ନିର୍ମାଣ କରାଯାଇଥିଲା । ବାବୁଶାନ ଫିଲ୍ମସ୍ ଅଧୀନରେ ନିର୍ମିତ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ମହମ୍ମଦ ଇମ୍ରାନ ଏବଂ ପ୍ରଣବ ପ୍ରସନ୍ନ ରଥ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[] ଜଗଦୀଶ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନଅର୍ଚ୍ଚିତା ସାହୁଅପରାଜିତା ମହାନ୍ତି ଏହି କଥାଚିତ୍ରଟିର ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ ।[] ମଙ୍ଗୁ କୁମାର ସାହୁ, ଜଗନ୍ନାଥ ସେଠ, ଚୌଧୁରୀ ଜୟପ୍ରକାଶ ଦାସ, କୃଷ୍ଣା କର, ରବି ମିଶ୍ର, ଅନୁଗୁଳିଆ ବଣ୍ଟି, ଉଦିତ ଗୁରୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]
ବୋଉ ବୁଟୁ ଭୂତ
କଥାଚିତ୍ର ଗୀତ by
ଗୌରବ ଆନନ୍ଦ
ଶୈଳୀକଥାଚିତ୍ର ଗୀତ
ଭାଷାଓଡ଼ିଆ
ନାମସିଦ୍ଧାର୍ଥ ମ୍ୟୁଜିକ୍

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୌରବ ଆନନ୍ଦ ।[]

କ୍ରମଗୀତକବିଗାୟକସମୟ
1."ଓଦା ଲାଗେ"ବାପୁ ଗୋସ୍ୱାମୀବାବୁଶାନ୍, ଶୁଭଶ୍ରୀ ଜେନା 
2."ଡୁଙ୍ଗୁ ଥିଲି"ନିର୍ମଳ ନାୟକକୁଳଦୀପ ପଟ୍ଟନାୟକ, ଅନ୍ତରା ଚକ୍ରବର୍ତ୍ତୀ, ଅନୁଗୁଳିଆ ବଣ୍ଟି 
3."ଲାଲ୍ ଟୁକ୍ ଟୁକ୍"ନିର୍ମଳ ନାୟକଅପରାଜିତା ମହାନ୍ତି 
4."ଡିଆଁ ଜର" ଗୌରବ ଆନନ୍ଦ 

ମୁକ୍ତିଲାଭ ଓ ବ୍ୟବସାୟ

[ସମ୍ପାଦନା]

ଏହି କଥାଚିତ୍ରଟି ୧୨ ଜୁନ ୨୦୨୫ରେ ରଜ ସମୟରେ ଓଡ଼ିଶାରେ ୬୧ଟି ଥିଏଟରରେ ମୁକ୍ତିଲାଭ କରିଥିଲା ।[] ରାତି ୧୨ଟା ବେଳେ ଏହି କଥାଚିତ୍ରଟିର ପ୍ରିମିୟର୍ ହୋଇଥିଲା ।[] ୬ ଦିନରେ ୭ କୋଟି ଆୟ କରି, ଏହି କଥାଚିତ୍ରଟି ସର୍ବାଧିକ ଆୟ କରିଥିବା ଓଡ଼ିଆ କଥାଚିତ୍ର ହୋଇଥିଲା ।[]

  1. ୧.୦ ୧.୧ "'Bou Buttu Bhuta'- A Horror Thriller Starring Babushaan, Aparajita and Archita | Mycitylinks". www.mycitylinks.in (in ଇଂରାଜୀ). Retrieved 2025-06-17.
  2. "Movies To Release In Theatres This Week: Ballerina, Materialists, How To Train Your Dragon, Ikk Kudi And More". Republic World (in ଆମେରିକୀୟ ଇଂରାଜୀ). 2025-06-08. Retrieved 2025-06-17.
  3. "Babushaan, Sabyasachi & Sailendra Gear Up to Rule Raja 2025 | Mycitylinks". www.mycitylinks.in (in ଇଂରାଜୀ). Retrieved 2025-06-17.
  4. NEWS, OMMCOM (2025-06-01). "Babushaan Mohanty Performs Tonsure Ceremony, Completes Late Father Uttam Mohanty's Rituals In Puri | Odisha". Odisha News, Odisha Breaking News, Odisha Latest News || Ommcom News (in ଆମେରିକୀୟ ଇଂରାଜୀ). Retrieved 2025-06-17.
  5. Himanshu (2025-06-17). "Bou Buttu Bhuta Film Review: Aparajita, Babusan, Archita, and Jagannath deliver outstanding performances". KalingaTV (in ଆମେରିକୀୟ ଇଂରାଜୀ). Retrieved 2025-06-17.
  6. Rout, Yajati (2025-06-12). "Babushaan's Bou Buttu Bhuta Released with First-Ever Midnight Screening". Pragativadi I Latest Odisha News in English I Breaking News (in ଆମେରିକୀୟ ଇଂରାଜୀ). Retrieved 2025-06-17.
  7. "Bou Buttu Bhuta India Box Office: Odia horror-thriller starring Babushaan Mohanty emerges a blockbuster with weekdays collections double of opening day". PINKVILLA (in ଇଂରାଜୀ). 2025-06-17. Retrieved 2025-06-17.

ବାହାର ଲିଙ୍କ୍

[ସମ୍ପାଦନା]