Jump to content

ବେକ୍ସାଗ୍ଲିଫ୍ଲୋଜିନ

ଉଇକିପିଡ଼ିଆ‌ରୁ
ବେକ୍ସାଗ୍ଲିଫ୍ଲୋଜିନ
Clinical data
Trade namesBrenzavvy, Bexacat
AHFS/Drugs.commonograph
data
Routes of
administration
By mouth
Legal status
Legal status
Identifiers
  • (2S,3R,4R,5S,6R)-2-[4-Chloro-3-[[4-(2-cyclopropyloxyethoxy)phenyl]methyl]phenyl]-6-(hydroxymethyl)oxane-3,4,5-triol
Chemical and physical data
FormulaC24H29ClO7
Molar mass୪୬୪.୯୪ g·mol−1
3D model (JSmol)
  • C1CC1OCCOC2=CC=C(C=C2)CC3=C(C=CC(=C3)[C@H]4[C@@H]([C@H]([C@@H]([C@H](O4)CO)O)O)O)Cl
  • InChI=1S/C24H29ClO7/c25-19-8-3-15(24-23(29)22(28)21(27)20(13-26)32-24)12-16(19)11-14-1-4-17(5-2-14)30-9-10-31-18-6-7-18/h1-5,8,12,18,20-24,26-29H,6-7,9-11,13H2/t20-,21-,22+,23-,24+/m1/s1
  • Key:BTCRKOKVYTVOLU-SJSRKZJXSA-N

ବେକ୍ସାଗ୍ଲିଫ୍ଲୋଜିନ, (ଇଂରାଜୀ ଭାଷାରେ Bexagliflozin), ଅନ୍ୟମାନଙ୍କ ମଧ୍ୟରେ ବ୍ରେନଜାଭଭି ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମଧୁମେହ ଟାଇପ-୨ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଉପ‌ଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ ସହିତ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯୋନୀପଥ ଖମୀର ସଂକ୍ରମଣ, ମୂତ୍ରନଳୀ ସଂକ୍ରମଣ ଏବଂ ପରିସ୍ରା ବୃଦ୍ଧି ହୁଏ ।[] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଡାଏବେଟିକ କିଟୋଏସିଡୋସିସ, ଅଙ୍ଗପ୍ରତ୍ୟଙ୍ଗ ଛେଦନ, କମ୍ ରକ୍ତ ଶର୍କରା, ଫୋର୍ନିନୟର ଗ୍ୟାଙ୍ଗ୍ରିନ୍ ଏବଂ ବୃକ୍‌କ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାର ଶେଷ ଭାଗରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[] ଏହା ଏକ ସୋଡିଅମ୍-ଗ୍ଲୁକୋଜ୍ କୋଟ୍ରାନ୍ସପୋର୍ଟର୍ ୨ (SGLT2) ପ୍ରତିବନ୍ଧକ | []

୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ବେକ୍ସାଗ୍ଲିଫ୍ଲୋଜିନ ଅନୁମୋଦିତ ହୋଇଥିଲା ।[] ୨୦୨୩ ମସିହାରୁ ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ସ୍ପଷ୍ଟ ହୋଇନଥିଲା ।[]

  1. "Bexacat- bexagliflozin tablets tablet". DailyMed. 16 January 2023. Archived from the original on 21 January 2023. Retrieved 21 January 2023.
  2. "FDA Approves First Oral Treatment for Cats with Diabetes Mellitus". U.S. Food and Drug Administration (FDA). 8 December 2022. Archived from the original on 11 December 2022. Retrieved 11 December 2022.  This article incorporates text from this source, which is in the public domain.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "Archive copy" (PDF). Archived (PDF) from the original on 2023-03-06. Retrieved 2023-03-07.{{cite web}}: CS1 maint: archived copy as title (link)
  4. "FDA Approves New Drug for Type 2 Diabetes". Formulary Watch (in ଇଂରାଜୀ). Archived from the original on 7 February 2023. Retrieved 1 May 2023.