ବେକାପ୍ଲେରମିନ

ଉଇକିପିଡ଼ିଆ‌ରୁ
ବେକାପ୍ଲେରମିନ
Clinical data
Trade namesRegranex
AHFS/Drugs.commonograph
MedlinePlusa699049
Pregnancy
category
  • US: C (Risk not ruled out)
Routes of
administration
Topical
Legal status
Legal status
  (verify)

ବେକାପ୍ଲେରମିନ, ବେପାର ନାମ ରେଗ୍ରାନେକ୍ସ, ଏକ ଔଷଧ ଯାହା ବିକ୍ରି ହେଉଛି, ନ୍ୟୁରୋପାଥି କାରଣରୁ ହେଉଥିବା ମଧୁମେହ ପାଦ ଘାଆ ପାଇଁ ବ୍ୟବହୃତ ହୁଏ ।[୧] ଏହା କେବଳ ସେହି କ୍ଷେତ୍ରରେ ବ୍ୟବହୃତ ହୁଏ ଯେଉଁଥିରେ ପର୍ଯ୍ୟାପ୍ତ ରକ୍ତ ଯୋଗାଣ ଥାଏ । [୧] ଏହା ଚର୍ମରେ ପ୍ରୟୋଗ କରାଯାଏ । [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଏକ ଲାଲ୍ ରାସ ହୋଇପାଏ । [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କର୍କଟ ହୋଇପାରେ। [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୨] ଏହା ଏକ ପ୍ଲାଲେଟ୍-ଉତ୍ପାଦିତ ଅଭିବୃଦ୍ଧି କାରକ । [୧]

୧୯୯୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ବେକାପ୍ଲେରମିନ ଅନୁମୋଦିତ ହୋଇଥିଲା । [୧] ୧୯୯୯ରେ ୟୁରୋପରେ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା। [୩] ୨୦୦୯ରେ ୟୁରୋପରେ ମାଢ଼ି ତନ୍ତୁ କ୍ଷୟ ପାଇଁ ଏହାର ବ୍ୟବ‌ହାର ଅନୁମୋଦନ ମନା କରାଯାଇଥିଲା । [୪] ଯୁକ୍ତରାଷ୍ଟ୍ରରେ ୨୦୨୨ରେ ୧୫ ଗ୍ରାମ ଟ୍ୟୁବ୍ ପାଇଁ ଏହାର ମୂଲ୍ୟ ୧୨୦୦ ଡଲାର୍ ଥିଲ । [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "DailyMed - REGRANEX- becaplermin gel". dailymed.nlm.nih.gov. Archived from the original on 24 March 2021. Retrieved 8 January 2022.
  2. "Becaplermin Monograph for Professionals". Drugs.com (in ଇଂରାଜୀ). Retrieved 8 January 2022.
  3. "Regranex". Archived from the original on 11 January 2022. Retrieved 8 January 2022.
  4. "Gemesis". Archived from the original on 5 April 2021. Retrieved 8 January 2022.
  5. "Becaplermin Prices, Coupons & Savings Tips - GoodRx". GoodRx. Retrieved 8 January 2022.