ବେକାପ୍ଲେରମିନ
Clinical data | |
---|---|
Trade names | Regranex |
AHFS/Drugs.com | monograph |
MedlinePlus | a699049 |
Pregnancy category |
|
Routes of administration | Topical |
Legal status | |
Legal status |
|
(verify) |
ବେକାପ୍ଲେରମିନ, ବେପାର ନାମ ରେଗ୍ରାନେକ୍ସ, ଏକ ଔଷଧ ଯାହା ବିକ୍ରି ହେଉଛି, ନ୍ୟୁରୋପାଥି କାରଣରୁ ହେଉଥିବା ମଧୁମେହ ପାଦ ଘାଆ ପାଇଁ ବ୍ୟବହୃତ ହୁଏ ।[୧] ଏହା କେବଳ ସେହି କ୍ଷେତ୍ରରେ ବ୍ୟବହୃତ ହୁଏ ଯେଉଁଥିରେ ପର୍ଯ୍ୟାପ୍ତ ରକ୍ତ ଯୋଗାଣ ଥାଏ । [୧] ଏହା ଚର୍ମରେ ପ୍ରୟୋଗ କରାଯାଏ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଏକ ଲାଲ୍ ରାସ ହୋଇପାଏ । [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କର୍କଟ ହୋଇପାରେ। [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୨] ଏହା ଏକ ପ୍ଲାଲେଟ୍-ଉତ୍ପାଦିତ ଅଭିବୃଦ୍ଧି କାରକ । [୧]
୧୯୯୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ବେକାପ୍ଲେରମିନ ଅନୁମୋଦିତ ହୋଇଥିଲା । [୧] ୧୯୯୯ରେ ୟୁରୋପରେ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା। [୩] ୨୦୦୯ରେ ୟୁରୋପରେ ମାଢ଼ି ତନ୍ତୁ କ୍ଷୟ ପାଇଁ ଏହାର ବ୍ୟବହାର ଅନୁମୋଦନ ମନା କରାଯାଇଥିଲା । [୪] ଯୁକ୍ତରାଷ୍ଟ୍ରରେ ୨୦୨୨ରେ ୧୫ ଗ୍ରାମ ଟ୍ୟୁବ୍ ପାଇଁ ଏହାର ମୂଲ୍ୟ ୧୨୦୦ ଡଲାର୍ ଥିଲ । [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "DailyMed - REGRANEX- becaplermin gel". dailymed.nlm.nih.gov. Archived from the original on 24 March 2021. Retrieved 8 January 2022.
- ↑ "Becaplermin Monograph for Professionals". Drugs.com (in ଇଂରାଜୀ). Retrieved 8 January 2022.
- ↑ "Regranex". Archived from the original on 11 January 2022. Retrieved 8 January 2022.
- ↑ "Gemesis". Archived from the original on 5 April 2021. Retrieved 8 January 2022.
- ↑ "Becaplermin Prices, Coupons & Savings Tips - GoodRx". GoodRx. Retrieved 8 January 2022.