ବୃହଦ୍ରଥ

ଉଇକିପିଡ଼ିଆ ରୁ
Jump to navigation Jump to search
ବୃହଦ୍ରଥ
Founder of Brihadratha dynasty
Successor Jarasandha
Issue
Jarasandha
ବାପା Vasu
ମାଆ Girika


ବୃହଦ୍ରଥ (Sanskrit: बृहद्रथ; IAST: Bṛhadratha), ମହାରଥ ଭାବରେ ମଧ୍ୟ ପରିଚିତ , ବରହଦରଥ ରାଜ ବଂଶର ପ୍ରତିଷ୍ଠାତା । ଏହି ରାଜବଂଶ ମଗଧ ରାଜ୍ୟର ସର୍ବପୁରାତନ ଶାସକ ବଂଶ । କୁରୁ ବଂଶର ଛେଦୀ[୧]ର ରାଜା ବାସୁଙ୍କ  ଙ୍କ ପାଞ୍ଚ ପୁତ୍ର ମଧ୍ୟରୁ ସେ ଅନ୍ୟତମ ଥିଲେ ।ଋଗ୍ଗ ବେଦରେ ମଧ୍ୟ ବୃହଦ୍ରଥଙ୍କ ନାମ ଉଲ୍ଲେଖ ରହିଛି ।  (I.36.18, X.49.6).[୨]

ବୃହଦ୍ରଥଙ୍କ ଉତ୍ତରାଧିକାରୀ [ସମ୍ପାଦନା]

ପୁରାଣ ଅନୁସାରେ ତାଙ୍କ ଭଗିନୀ ଆମନା ତାଙ୍କ ଉତ୍ତରାଧିକାରିଣୀ ହେଇଥିଲେ । ଏହି ବଂଶରେ କୁଶାଗ୍ର , ବୃଷଭ , ପୁଷବାବନ୍ତ , ସତ୍ୟାହିତ ସୁଧର୍ମାଣ , ଧନୁଷ , ସର୍ଭ , ସମ୍ଭବ ଓ ତାଙ୍କର ପୁତ୍ର ଜରାସନ୍ଧ ଉତ୍ତରାଧିକାରୀ ଭାବରେ ଶାସନ କଳା ପରେ ର୍ଟଙ୍କ ପୁତ୍ର ସହଦେବ ମହାଭାରତରେ ଚର୍ଚିତ ଚରିତ୍ର ଭାବରେ ଥିଲେ । [୧]

ପୁନଶ୍ଚ ଦେଖଣା[ସମ୍ପାଦନା]

  • Legendary kings of Magadha
  • Pradyota dynasty

ନୋଟ ସବୁ [ସମ୍ପାଦନା]

  1. ୧.୦ ୧.୧ Misra, V.S. (2007).
  2. Raychaudhuri, H.C. (1972).