Jump to content

ବୁଡେସୋନାଇଡ/ସାଲମେଟେରୋଲ

ଉଇକିପିଡ଼ିଆ‌ରୁ
ବୁଡେସୋନାଇଡ/ସାଲମେଟେରୋଲ
Combination of
BudesonideInhaled corticosteroid (ICS)
SalmeterolLong-acting beta agonist (LABA)
Clinical data
Trade namesLabazenit
SynonymsBudesonide/salmeterol xinafoate
Routes of
administration
Inhaled[]

ବୁଡେସୋନାଇଡ/ସାଲମେଟେରୋଲ (ଇଂରାଜୀ ଭାଷାରେ Budesonide/salmeterol / B/S ), ଲାବାଜେନିଟ୍ ବିକ୍ରୟ ନାମ, ହେଉଛି ଏକ ମିଶ୍ରିତ ଔଷଧ ଯାହା ଆଜ୍‌ମାର ଦୀର୍ଘକାଳୀନ ଚିକିତ୍ସାରେ ବ୍ୟବହୃତ ହୁଏ । [] ଯେତେବେଳେ ରୋଗରେ କେବଳ ଷ୍ଟେରଏଡ୍ ଯଥେଷ୍ଟ ନହୁଏ ସେତେବେଳେ ଏହା ମୁଖ୍ୟତଃ ବ୍ୟବହାର କରାଯାଏ ।[] ଏହା ଔଷଧକୁ ପ୍ରଶ୍ୱାସରେ ଫୁସଫୁସକୁ ନେଇ ବ୍ୟବହୃତ ହୁଏ ।[]

ପାର୍ଶ୍ୱ ପ୍ରତିକ୍ରିୟାରେ ଗଳା ପ୍ରଦାହ, ମୁଣ୍ଡବିନ୍ଧା, ସ୍ୱର ପରିବର୍ତ୍ତନ ଏବଂ ଆଜ୍‌ମା ଖରାପ ଦିଗାକୁ ଯାଇପାରେ ।[] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା କ୍ୱଚିତ ହୁଏ ।[] ଏଥିରେ ବ୍ୟବ‌ହୃତ ବୁଡେସୋନାଇଡ ହେଉଛି ଏକ ପ୍ରଶ୍ୱାସରେ ନିଆଯାଉଥିବା କର୍ଟିକୋଷ୍ଟିରୋଏଡ୍ (ICS) ଏବଂ ସାଲମେଟରଲ ହେଉଛି ଏକ ଦୀର୍ଘ-କାର୍ଯ୍ୟକାରୀ ବିଟା ଆଗୋନିଷ୍ଟ (LABA) ରହିଛି ।[]

୨୦୧୩ ମସିହାରେ ୟୁରୋପରେ ଏହାର ଅନୁମୋଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା ।[] ୨୦୧୫ ସୁଦ୍ଧା ଏହାକୁ କୌଣସି ଦେଶରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ କରାଯାଇ ନଥିଲା [] ଏହା ବୁଡେସୋନାଇଡ୍/ଫର୍ମୋଟେରୋଲର ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକ ଔଷଧ ତାଲିକାରେ ଲିପିବଦ୍ଧ ଅଛି । []

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Popov, TA; De Niet, S; Vanderbist, F (February 2016). "Budesonide/salmeterol in fixed-dose combination for the treatment of asthma". Expert review of respiratory medicine. 10 (2): 113–25. doi:10.1586/17476348.2016.1133302. PMID 26677916.
  2. "Labazenit". European Medicines Agency (in ଇଂରାଜୀ). 17 September 2018. Archived from the original on 3 June 2023. Retrieved 23 August 2023.
  3. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.