Jump to content

ବୀନିତା

ଉଇକିପିଡ଼ିଆ‌ରୁ
ବୀନିତା
ଜନ୍ମ
ଶାନ୍ତିୟା

ଅନ୍ୟ ନାମଥାକ୍କଲି
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୩-୨୦୦୯

ବିନୀତା ଜଣେ ପୂର୍ବତନ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ତାମିଲମାଲାୟାଲମ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ସେ କେତେକ କନ୍ନଡ଼, ତେଲୁଗୁହିନ୍ଦୀ କଥାଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ସେ ତାମିଲ କଥାଚିତ୍ର ଚିନ୍ନା ଜାମିନ (୧୯୯୩) ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

୨୦୦୩ ମସିହାରେ, ତାଙ୍କ ବେଶ୍ୟାବୃତ୍ତି ସନ୍ଦେହରେ ଗିରଫ କରାଯାଇଥିଲା କିନ୍ତୁ ପରେ ବିନା ଅଭିଯୋଗରେ ତାଙ୍କୁ ୨୦୦୪ ମସିହାରେ ଦୋଷମୁକ୍ତ କରାଯାଇଥିଲା ଏବଂ ସେ କହିଥିଲେ ଯେ ଏହି ବିଚାର ତାଙ୍କୁ ମାନସିକ ଯନ୍ତ୍ରଣା ଦେଇ ଗତି କରିଛି ଏବଂ ସେ ଆହୁରି ମଧ୍ୟ କହିଥିଲେ ଯେ ସମାଜରେ ତାଙ୍କ ନାମକୁ ଖରାପ କରିବା ପାଇଁ ପୋଲିସ ତାଙ୍କ ବିରୋଧରେ ଏକ ମିଥ୍ୟା ମାମଲା ରୁଜୁ କରିଥିଲା ।[] ଦୀର୍ଘ ୮ ବର୍ଷ ଧରି ଅଭିନୟ ଜଗତରୁ ବିରତି ନେବା ପରେ, ୨୦୦୮ ମସିହାରେ ସେ ଏଙ୍ଗା ରାସି ନାଲ୍ଲା ରାସିରେ ସହାୟକ ଭୂମିକାରେ ଅଭିନୟ କରିବାକୁ ଫେରିଥିଲେ ।[] ସେ ଅଧିକାଂଶ ପ୍ରମୁଖ ଭାରତୀୟ ଭାଷାରେ ୭୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି ।[] ତାଙ୍କ ସାନ ଭାଇ ତୁଲ୍ଲୁମ କାଲମ୍ (୨୦୦୫) ନାମକ ଏକ କଥାଚିତ୍ରରେ କାମ କରିଛନ୍ତି ।[]

ଉଲ୍ଲେଖନୀୟ କଥାଚିତ୍ରର ତାଲିକା

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୧୯୯୩ଚିନ୍ନା ଜମୀନଜ୍ୟୋତିତାମିଲ
କଟ୍ଟାବୋମ୍ମାନପ୍ରିୟା
୧୯୯୪ଚିନ୍ନା ମାଡାମଗ୍ରାୟତ୍ରୀ
ଅଲ୍ଲୁଡୁ ପୂରୁ ଆମ୍ମାଇ ଜୋରୁ ତେଲୁଗୁ
ନୀଲାନୀଲା/ରମ୍ୟାତାମିଲ
ପାଥବୀ ପ୍ରମାଣମ୍କ୍ରିଷ୍ଣାବେଣୀ
ଉଲାବାଲି
ଉଜିୟାଁକନକ
ଭିଏତନାମ କଲୋନୀଗାୟତ୍ରୀ
୧୯୯୫ବେଲୁଚମିରାସତି
ରାଜା ମୁତିରାଇଅବିରାମି
କର୍ଣ୍ଣାଅଞ୍ଜଳୀ
ପେରିୟା କୁଡୁମ୍‌ବମ୍ଭାରତୀୟ
ମିଷ୍ଟର ମାଡ୍ରାସ୍ଦେବୀ
୧୯୯୬ ରାଜପୁତ୍ରନ୍ମୋତିମାଲାୟଲମ
ଧନିବାଣୀକନ୍ନଡ଼
ଇଣ୍ଟଲୋ ଇଲ୍ଲାଲୁ ବାଣ୍ଟିଣ୍ଟଲୋ ପ୍ରିୟୁରାଲୁମନିଷାତେଲୁଗୁ
ଲେଡିଜ୍ ଡକ୍ଟର୍ଜାନକୀ
ମାନବ ୨୦୨୨ପ୍ରିୟାକନ୍ନଡ଼
୧୯୯୭ସମ୍ରାଟଚନ୍ଦ୍ରମୁଖିତାମିଲ
ଶପଥଶଲୁହିନ୍ଦୀ
୧୯୯୮ ମାୟାଜାଲମ୍ସୂର୍ଯ୍ୟ ଶଙ୍କରମାଲାୟଲମ
ଉସ୍ତାଦୋଁ କେ ଉସ୍ତାଦସପ୍ନାହିନ୍ଦୀ
ବାରେ ବାଃ ମୋଗୁଡ଼ାଶୈଲଜାତେଲୁଗୁ
୧୯୯୯ଶେରାଶିବାନୀହିନ୍ଦୀ
ଦୁର୍ଗାଦା ହୁଲିକନ୍ନଡ଼
୨୦୦୦ ରାପିଡ୍ ଆକ୍ସନ୍ ଫୋର୍ସବସନ୍ତା କୁମାରୀମାଲାୟଲମ
୨୦୦୩କାଲିୟାଦାମ୍ବୀନିତା
୨୦୦୫ଥୁଲ୍ଲୁମ କାଲମପୋରକୋଡିତାମିଲ
୨୦୦୬ଦେଶିୟା ପାରାବାଇପ୍ରିୟା
୨୦୦୯ଏଙ୍ଗା ରାସି ନାଲ୍ଲା ରାସିଚନ୍ଦ୍ରମୁଖି
  1. "Actress Vinitha released". www.sify.com. Archived from the original on 5 October 2012. Retrieved 9 August 2022.
  2. "Tamil Cinema News | Tamil Movie Reviews | Tamil Movie Trailers - IndiaGlitz Tamil". Archived from the original on 25 May 2008.
  3. "Tamilwire.net -".[permanent dead link]
  4. "Behindwoods : Vinitha's brother debut!". Archived from the original on 23 February 2008. Retrieved 18 August 2022.

ବାହାର ଲିଙ୍କ୍

[ସମ୍ପାଦନା]