ବୀନତି ଇଦନାନୀ
ଦେଖଣା
ବୀନତି ଇଦନାନୀ | |
|---|---|
| ଜନ୍ମ | ୨୯ ନଭେମ୍ବର ୧୯୯୧ |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ଏବେଯାଏଁ |
| ପ୍ରସିଦ୍ଧି | ଜାନେ କ୍ୟା ହୋଗା ରାମା ରେ |
ବୀନତି ଇଦନାନୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ସେ ବଡ଼େ ଅଚ୍ଛେ ଲଗ୍ତେ ହେଁ,[୧] ଦିଲ୍ ଦୋସ୍ତି ଡ୍ୟାନ୍ସ,[୨] ଏବଂ ଏକ୍ ଥା ଚନ୍ଦେର ଏକ୍ ଥି ସୁଧା ଆଦି ଧାରାବାହିକରେ ଅଭିନୟ କରିବା ପାଇଁ ଜଣାଶୁଣା । ମାର୍ଚ୍ଚ ୨୦୧୬ରେ, ସେ ଜାନେ କ୍ୟା ହୋଗା ରାମା ରେ ଧାରାବାହିକରେ କାମ କରିଥିଲେ ।[୧]
ଅଭିନୟ ଜୀବନ
[ସମ୍ପାଦନା]କଥାଚିତ୍ର
[ସମ୍ପାଦନା]- ଉୱା
- ମେଁ ତେରା ହିରୋ
ଟେଲିଭିଜନ
[ସମ୍ପାଦନା]- ବଡ଼େ ଅଚ୍ଛେ ଲଗ୍ତେ ହେଁ
- ଏକ୍ ହଜାରୋଁ ମେଁ ମେରି ବେହନା ହୈ
- ଦିଲ୍ ଦୋସ୍ତି ଡ୍ୟାନ୍ସ
- ଏକ୍ ଥା ଚନ୍ଦେର ଏକ୍ ଥି ସୁଧା
- ଅର୍ଜୁନ
- ପ୍ୟାର୍ ତୁମନେ କ୍ୟା କିୟା
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Vinti was very nervous initially". Deccan Chronicle. 12 November 2015. Retrieved 2 March 2016.
- ↑ "Alisha, Shakti and Vinti to head to Ukraine". The Times of India. 24 March 2013. Retrieved 2 March 2016.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବୀନତି ଇଦନାନୀ