ବୀଣା ଭରଦ୍ୱାଜ
ଦେଖଣା
ବୀଣା ଭରଦ୍ୱାଜ | |
|---|---|
बिना भारद्वाज | |
| ବିଧାୟିକା: ୧୪ଶ ଉତ୍ତର ପ୍ରଦେଶ ବିଧାନ ସଭା | |
| କାର୍ଯ୍ୟକାଳ ଫେବୃଆରୀ ୨୦୦୨ – ମଇ ୨୦୦୭ | |
| ନେତା | ମୁଲାୟମ ସିଂହ ଯାଦବ |
| ବ୍ୟକ୍ତିଗତ ସବିଶେଷ | |
| ରାଜନୀତିକ ଦଳ | ସମାଜବାଦୀ ପାର୍ଟି (୨୦୧୭ ପର୍ଯ୍ୟନ୍ତ), ଭାରତୀୟ ଜନତା ପାର୍ଟି (୨୦୧୭ – ଏବେଯାଏଁ) |
ବୀଣା ଭରଦ୍ୱାଜ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୨୦୨ ଉତ୍ତର ପ୍ରଦେଶ ବିଧାନ ସଭା ନିର୍ବାଚନରେ, ବିଳାସପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଉତ୍ତର ପ୍ରଦେଶ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ସମାଜବାଦୀ ପାର୍ଟିର କର୍ମକର୍ତ୍ତା ଭାବରେ ରାଜନୀତିରେ ସକ୍ରିୟ ଥିଲେ ଏବଂ ୨୦୧୭ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୧][୨][୩][୪]
ଆଧାର
[ସମ୍ପାଦନା]- ↑ "Bilaspur Assembly Constituency Election Result - Legislative Assembly Constituency". resultuniversity.com. Retrieved 2023-06-04.
- ↑ "🗳️ Beena Bhardwaj, Bilaspur Assembly Elections 2002 LIVE Results | Election Dates, Exit Polls, Leading Candidates & Parties | Latest News, Articles & Statistics | LatestLY.com". LatestLY (in ଇଂରାଜୀ). Archived from the original on 2023-06-04. Retrieved 2023-06-04.
- ↑ "Bilaspur Election Result 2022 LIVE: Bilaspur MLA Election Result & Vote Share - Oneindia". www.oneindia.com (in ଇଂରାଜୀ). Retrieved 2023-06-04.
- ↑ "Uttar Pradesh Assembly Election Results in 2002". www.elections.in. Retrieved 2023-06-04.