Jump to content

ବୀଣା ଆନନ୍ଦ

ଉଇକିପିଡ଼ିଆ‌ରୁ
ବୀଣା ଆନନ୍ଦ
ବିଧାୟିକା: ଦିଲ୍ଲୀ ବିଧାନ ସଭା
କାର୍ଯ୍ୟକାଳ
୮ ଡିସେମ୍ବର ୨୦୧୩  ୧୦ ଫେବୃଆରୀ ୨୦୧୫
ପୂର୍ବ ଅଧିକାରୀରାଜେଶ ଲିଲୋଥିଆ
ପର ଅଧିକାରୀହଜାରି ଲାଲ ଚୌହାନ
ବ୍ୟକ୍ତିଗତ ସବିଶେଷ
ଜାତୀୟତାIndia ଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି (୧୦ ଜୁଲାଇ ୨୦୨୪–ଏବେଯାଏଁ)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଆମ ଆଦମୀ ପାର୍ଟି (୨୦୧୩–୨୦୨୪)
ଜୀବନ ସାଥୀରାଜ କୁମାର ଆନନ୍ଦ

ବୀଣା ଆନନ୍ଦ ଜଣେ ଭାରତୀୟ ରାଜନୀତିଜ୍ଞ । ୨୦୧୩ ମସିହାରେ, ସେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ଏବଂ ୨୦୨୪ ମସିହାରେ, ସେ ଆମ ଆଦମୀ ପାର୍ଟି ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[] ଡିସେମ୍ବର ୨୦୧୩ରେ ସେ ପଟେଲ ଦିଲ୍ଲୀର ପଟେଲ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଦିଲ୍ଲୀ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[] ସେ ଭାରତୀୟ ରାଜନେତା ରାଜ କୁମାର ଆନନ୍ଦଙ୍କୁ ବିବାହ କରିଛନ୍ତି ।[][]

  1. "Raj Kumar Anand quits BSP to join BJP; reality exposed, claims AAP". The Times of India. 11 July 2024. Archived from the original on 12 March 2025. Retrieved 12 March 2025.
  2. "AAP finished second in 20 seats, NOTA got more votes than Shazia's loss margin". The Indian Express. 10 December 2013. Retrieved 20 March 2014.
  3. "Dalit activist Raj Kumar Anand rejoins AAP". outlookindia.com/. Retrieved 2020-07-05.
  4. "With just five women candidates, AAP is no exception". Hindustan Times (in ଆମେରିକୀୟ ଇଂରାଜୀ). 26 September 2013. Archived from the original on 12 March 2025. Retrieved 12 March 2025.