Jump to content

ଉଇକିପିଡ଼ିଆ:ଆଲୋଚନା ସଭା/Flow ଉପରେ ବିଷୟ

ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୩ରେ ଯୋଗ ଦେବାକୁ ଅନୁରୋଧ

1
Ssgapu22 (ଆଲୋଚନାଅବଦାନ)

ପୂର୍ବ ବର୍ଷମାନଙ୍କ ଭଳି ଏବର୍ଷ ମଧ୍ୟ ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୩ ଆୟୋଜନ କରାଯାଉଛି । ସଭିଙ୍କୁ ଯୋଗ ଦେବାକୁ ଅନୁରୋଧ ।


ବି.ଦ୍ର.: ଦର୍ଶାଯାଇଥିବା ପୁରସ୍କାର ରାଶୀଗୁଡ଼ିକ ଓଡ଼ିଆ ଉଇକିପିଡ଼ିଆର ସର୍ବାଧିକ ପ୍ରସଙ୍ଗ ଲେଖିଥବା ବ୍ୟକ୍ତିଙ୍କୁ ଦିଆଯିବ ନାହିଁ, ଏହା ଉଇକିପିଡ଼ିଆ ସମୁଦାୟର ସବୁ ଭାଷା ମଧ୍ୟରୁ ବଛାଯିବ ।