Topic on ଉଇକିପିଡ଼ିଆ:ଆଲୋଚନା ସଭା

Psubhashish (ଆଲୋଚନାଅବଦାନ)

ଉଇକିପିଡ଼ିଆ ଆଲୋଚନା:ଭିଜୁଆଲ ଏଡ଼ିଟରରେ ମୁଁ "ର, ଙ୍କର, ମାନଙ୍କ" ଆଦି ଲଗେଇଲେ ପ୍ରସଙ୍ଗଟିଏ ଆଗରୁ ଥିଲେ ମଧ୍ୟ ଦେଖଉନି । ଏଇଟା ଯୋଡ଼ିବା ପାଇଁ ମୁଁ ଫାବ୍ରିକେଟରରେ ଅନୁରୋଧ କରିବାକୁ ଯାଉଛି । ସମସ୍ତଙ୍କୁ ଅନୁରୋଧ ଟିକେ ନିଜ ମତ/ସପୋର୍ଟ ଏ ଲିଙ୍କରେ ଜଣେଇବେ ।

Chinmayee Mishra (ଆଲୋଚନାଅବଦାନ)
  •  ସମର୍ଥନ
"ଭିଜୁଆଲ ଏଡିଟର"ଙ୍କୁ ଉତ୍ତର