Topic on ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ

ଡେଭିଡ କୁମାର ସାହୁ (ଆଲୋଚନାଅବଦାନ)

ଏହି ଓଡିଆ ଉଇକିପିଡିଆରେ ଏକ ନୂଆ ପୃଷ୍ଠା ଅନୁମୋଦିତ ହେବା ପାଇଁ କେତେ ସମୟ ଲାଗେ  ?

Psubhashish (ଆଲୋଚନାଅବଦାନ)

ପ୍ରଥମତଃ ନୂଆ ପୃଷ୍ଠା ଅଲଗା ଅନୁମୋଦନ ହୁଏନାହିଁ ବରଂ ସଙ୍ଗେସଙ୍ଗେ ପ୍ରକାଶ ପାଏ । ତେବେ ଲେଖିବା ଆଗରୁ ଉଇକିପିଡ଼ିଆ:ନିୟମାବଳୀ ଭଲକରି ପଢ଼ି ଲେଖିବା ପାଇଁ ଅନୁରୋଧ । ଉଇକିପିଡ଼ିଆର ପ୍ରସଙ୍ଗ ଯେହେତୁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆ ମାନର ତେଣୁ ଲିଖନଶୈଳୀ ଅଲଗା । ପ୍ରଥମ ପ୍ରସଙ୍ଗଟି ଏକ ଭଲ ଭାବେ ଲେଖାଯାଇଥିବା ଇଂରାଜୀ ବା ଅନ୍ୟଭାଷାର ଉଇକିପିଡ଼ିଆ ପ୍ରସଙ୍ଗରୁ ଅନୁବାଦ ମଧ୍ୟ କରିପାରିବେ । ଆଉ ଲେଖିବା ଆଗରୁ ପ୍ରସଙ୍ଗଟିଏ ଉଇକିପିଡ଼ିଆରେ ଅଛି କି ନାହିଁ ଉପରେ ଥିବା ସର୍ଚ ବାରରେ ଖୋଜି ତା' ପରେ ଆରମ୍ଭ କରିବାକୁ ଅନୁରୋଧ ।

"ଅନୁମୋଦନ ସମୟ"ଙ୍କୁ ଉତ୍ତର