Topic on ବ୍ୟବହାରକାରୀଙ୍କ ଆଲୋଚନା:Psubhashish/Structured Discussions Archive 1

NarmathaNachiyar (ଆଲୋଚନାଅବଦାନ)

Please give permission for edit Sasikala page

NarmathaNachiyar (ଆଲୋଚନାଅବଦାନ)

Sasikala Page

Psubhashish (ଆଲୋଚନାଅବଦାନ)

ଉଇକିପିଡ଼ିଆରେ ଲେଖିବା ପାଇଁ କାହାରି ଅନୁମତି ଲୋଡ଼ାନାହିଁ କି ମୋର ଅନୁମତି ଦେବା ପାଇଁ ଯୋଗ୍ୟତା ନାହିଁ । ଶଶିକଳା ପୃଷ୍ଠାଟି ଅପବ୍ୟବହାର ରୋକିବା ପାଇଁ କୀଳାଯାଇଛି ଓ ପୃଷ୍ଠା ଇତିହାସରେ ସେକଥା ଉଲ୍ଲିଖିତ । ଆପଣ ଉଇକିପିଡ଼ିଆରେ ଗଠନାତ୍ମକ ସମ୍ପାଦନା ଜାରିରଖିଲେ ଆପେ ସେଥିରେ ସମ୍ପାଦନା କରିପାରିବେ । ଯଦି ଆପଣ Snthilakammarist ବା Snthilakammarist2 ତାହେଲେ ଦୟାକରି ସମ୍ପାଦନରୁ ବିରତ ରହନ୍ତୁ । ନହେଲେ ଆପଣଙ୍କ ସମସ୍ତ ଖାତା ଚିରକାଳ ପାଇଁ ଅଟକାଇବାକୁ ବାଧ୍ୟହେବୁ । ଉକ୍ତ ଦୁଇ ଖାତାକୁ ବାରମ୍ବାର ଚେତାବନୀ ଦେବା ସତ୍ତ୍ୱେ ସେ/ସେମାନେ ଉକ୍ତ ଉକ୍ତ ପୃଷ୍ଠାରେ ଅଦରକାରୀ ସମ୍ପାଦନା କରିବାରେ ରତ ରହିଲେ । ଆପଣ ଯଦି ଓଡ଼ିଆ ଭାଷା ପଢ଼ା-ଲେଖା ଜାଣିନାହାନ୍ତି ତାହେଲେ ମଧ୍ୟ ସାଧାରଣ ପ୍ରସଙ୍ଗ ଲେଖନ୍ତୁ ନାହିଁ ଓ ପ୍ରସଙ୍ଗର ଭାଷାକୁ ବଦଳାନ୍ତୁ ନାହିଁ । ଆପଣ ଯେଉଁ ଭାଷା କହନ୍ତି ବରଂ ସେ ଭାଷାର ଉଇକିପିଡ଼ିଆରେ ସମ୍ପାଦନା କରିବା ଭଲ ହେବ । ଓଡ଼ିଆ ଉଇକିପିଡ଼ିଆରେ ଉଇକିଆଳିଙ୍କ ସଂଖ୍ୟା ଖୁବ କମ । ଅଦରକାରୀ ତଥ୍ୟ ହଟାଇବା ପ୍ରାୟ ସମୟରେ ଆମମାନଙ୍କ ସାମର୍ଥ୍ୟ ବାହାରେ ।

NarmathaNachiyar (ଆଲୋଚନାଅବଦାନ)

I will want update that page sir please unlock sir

Psubhashish (ଆଲୋଚନାଅବଦାନ)

I apologize for not able to help any further despite attempting to explain multiple time including the above. I would NOT respond any longer here.

NarmathaNachiyar (ଆଲୋଚନାଅବଦାନ)

Ok sorry

NarmathaNachiyar (ଆଲୋଚନାଅବଦାନ)

Ok sorry

Chinnammarism (ଆଲୋଚନାଅବଦାନ)

ମୁଁ ସାସିକଲ ମ୍ୟାଡାମର ସମର୍ଥକ ହେବି | ସେ Ammk ରେ ରାଷ୍ଟ୍ରପତି ନୁହଁନ୍ତି | Ammk ରାଷ୍ଟ୍ରପତି ପଦଟି ଭ୍ୟାକାଣ୍ଟ ଅଟେ | ଯଦି ଆପଣ ଇଂରାଜୀ Ammk ଉଇକିପିଡ଼ିଆ ପୃଷ୍ଠା ଏବଂ Ammk.Links ଅଫିସିଆଲ୍ ୱେବସାଇଟ୍ କୁ ଦେଖନ୍ତି;https://en.m.wikipedia.org/wiki/Amma_Makkal_Munnettra_Kazagam and https://ammkitwing.in/#section2

Chinnammarism (ଆଲୋଚନାଅବଦାନ)

ଦୟାକରି ଅନୁମତି ଦିଅନ୍ତୁ ଦୟାକରି ଦୟାକରି ଦୟାକରି

"Please give permission"ଙ୍କୁ ଉତ୍ତର