Jump to content

ଉଇକିପିଡ଼ିଆ:ଆଲୋଚନା ସଭା/Flow ଉପରେ ବିଷୟ

Feminism and Folklore 2021 ଗଣ-ସମ୍ପାଦନା ପାଇଁ ଆଲୋଚନା

1
Ssgapu22 (ଆଲୋଚନାଅବଦାନ)

ପୂର୍ବ ବର୍ଷମାନଙ୍କରେ ଯେମିତି ଫେବୃଆରୀ ଆଉ ମାର୍ଚ୍ଚ ମାସରେ ମହିଳା ମାସ ଗଣ-ସମ୍ପାଦନା ଆୟୋଜନ କରାଯାଉଥିଲା, ସେମିତି ଏଥର ମଧ୍ୟ ଟିକ ଭିନ୍ନ ଧରଣର ଗଣ-ସମ୍ପାଦନା କରାଯାଉଛି । ଆମେମାନେ ମଧ୍ୟ ଏଥିରେ ଭାଗ ନେବା । କାଲି ଭିତରେ ସମସ୍ତେ ଟିକେ ଏହି ମେଟା ପୃଷ୍ଠାରେ ନଜର ବୁଲେଇ ଏହି ଗଣ-ସମ୍ପାଦନାର ଓଡ଼ିଆ ନାମ "ନାରୀବାଦ ଓ ଲୋକନୃତ୍ୟ ୨୦୨୧ ଗଣ-ସମ୍ପାଦନା" ରଖିବା କି ଆଉ କିଛି ନାମ ରଖିବା, ସେ ଉପରେ ମତାମତ ରଖିବାକୁ ଅନୁରୋଧ ।

ମେଟା ଲିଙ୍କ୍: https://meta.wikimedia.org/wiki/Feminism_and_Folklore_2021