Topic on ଉଇକିପିଡ଼ିଆ:ଆଲୋଚନା ସଭା

ଉଇକିମିଟ୍ ୨୦୨୧ ଉପରେ ଆଲୋଚନା କରିବାକୁ ଅନ୍‌ଲାଇନ୍ ମିଟ୍ ପାଇଁ ଏକ ପ୍ରସ୍ତାବ

1
Ssgapu22 (ଆଲୋଚନାଅବଦାନ)

ଗତକାଲି CIS-A2Kରୁ ନିତେଶ୍ ଗିଲ୍ ଫୋନ୍ କରିଥିଲେ କି ଆସନ୍ତା ବର୍ଷ ଫେବୃଆରୀ ୧୯ରୁ ୨୧ ପର୍ଯ୍ୟନ୍ତ ହେବାକୁ ଥିବା ଉଇକିମିଡ଼ିଆ ଉଇକିମିଟ୍ ଇଣ୍ଡିଆ ୨୦୨୧ ଉପରେ ଆମ ଇଉଜର ଗ୍ରୁପ୍ ସହ ଆଲୋଚନାଟିଏ କରିବା ପାଇଁ । ଯଦି ସମସ୍ତେ ସହମତି ପ୍ରକାଶ କରିବା, ତେବେ ଆସନ୍ତା ରବିବାର ଦିନ ଗୁଗୁଲ୍ ମିଟ୍‌ରେ ଗୋଟିଏ ଛୋଟ ଆଲୋଚନା କରନ୍ତେ, ଯେଉଁଥିରେ CISରୁ ଟିଟୋ ଦତ୍ତ ଯୋଗଦେଇ ଏହି ମିଟ୍ ବିଷୟରେ ସବିଶେଷ ସୂଚନା ଦେଇପାରନ୍ତି ।

"ଉଇକିମିଟ୍ ୨୦୨୧ ଉପରେ ଆଲୋଚନା କରିବାକୁ ଅନ୍‌ଲାଇନ୍ ମିଟ୍ ପାଇଁ ଏକ ପ୍ରସ୍ତାବ"ଙ୍କୁ ଉତ୍ତର