Topic on ଉଇକିପିଡ଼ିଆ:ଆଲୋଚନା ସଭା

Aliva Sahoo (ଆଲୋଚନାଅବଦାନ)

ମୁଁ ଆସନ୍ତା ବର୍ଷରେ '''Women from India for the world''' ନାମରେ ଉଇକି ପ୍ରୋଜେକ୍ଟ ତିଆରି କରିବା ଲାଗି ଇଚ୍ଛୁକ । ଏଥିପାଇଁ ମୋତେ ଏ ବାବଦରେ କିଛି ସାହାଯ୍ୟ ଦରକାର । ଏହାର ସମସ୍ତ ପ୍ରକ୍ରିୟା ମୋତେ ବୁଝାଇବାକୁ ଅନୁରୋଧ । --Aliva Sahoo (ମୋ ଆଲୋଚନା) ୧୮:୫୫, ୨୪ ସେପ୍ଟେମ୍ବର ୨୦୧୯ (IST)

"ଉଇକି ପ୍ରୋଜେକ୍ଟ"ଙ୍କୁ ଉତ୍ତର