Topic on ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ

୨୦୧୪ ଓ ୧୦୧୯ ସାଧାରଣ ନିବ'ାଚନର ନବରଙ୍ଗପୁର ବିଧାନସଭା ପ୍ରାଥ'ୀଙ୍କ ନାମ ଦୁନ'ୀତୀ ରନ୍ଧାରୀ ଦଶ'ାଇଛନ୍ତି।ଏହା ବଦଳେର ସଠିକ ନାମ େହଲା ମନେହାର ରନ୍ଧାରୀ। ଦୟାକରି ସଂେଶାଧନ କରନ୍ତୁ।

2
2409:4062:200D:9446:F0DA:CBC9:5D46:F4E3 (ଆଲୋଚନାଅବଦାନ)

୨୦୧୪ ଓ ୨୦୧୯ ସାଧାରଣ ନିବ'ାଚନେର ବିଧାନସଭା ପ୍ରାଥ'ୀଙ୍କ ନାମ ମନେହାର ରନ୍ଧାରୀଙ୍କ ବଦଳେର ଦୁନ'ୀତୀ ରନ୍ଧାରୀ େବାଲି ଉେଲ୍ଲଖ ରହିଛି। ଏହାକୁ ସଂେଶାଧନ କରାଯିବା ଉଚିତ।

Soumendrak (ଆଲୋଚନାଅବଦାନ)

ଯଦିଓ ଏହା ଇଂରାଜୀ ଉଇକିପିଡ଼ିଆରେ ଭୁଲ ଲେଖାହେଇଥିଲା ଓ ଆପଣ ଏଠାରେ ଓଡ଼ିଆ ଉଇକିପିଡ଼ିଆରେ ମନ୍ତବ୍ୟ ଦେଇଥିଲେ ତଥାପି ଆପଣଙ୍କର ମତାମତ ପାଇଁ ଧନ୍ୟବାଦ । ଇଂରାଜୀ ଉଇକିପିଡ଼ିଆରେ ଆବଶ୍ୟକୀୟ ପରିବର୍ତ୍ତନ କରାଗଲା । https://en.wikipedia.org/wiki/Nabarangpur_(Odisha_Vidhan_Sabha_constituency)