ଉଇକିପାଠାଗାରରେ ଅବଦାନ କରୁଥିବା ଉଇକିଆଳିମାନଙ୍କୁ ପ୍ରକଳ୍ପ ବିଷୟରେ ଅଧିକ ଜାଣିବା ପାଇଁ, ଅବଦାନ କରିବାକୁ ସହାୟତା କରିବାରେ ଟୁଲ ଓ ଅନ୍ୟ ଗ୍ୟାଜେଟ ବିଷୟରେ ତାଲିମ ଦେବା ପାଇଁ ଗୋଟେ କର୍ମଶାଳାର ଯୋଜନା କରୁଛି । କପିରାଇଟ, ଡିଜିଟାଇଜେସନ୍, ପୋସ୍ଟ ସ୍କାନିଂ ପ୍ରୋସେସ ଓ ଅନ୍ୟ ବିଷୟରେ ଆଲୋଚନା କରିବାରେ ଏହି କାର୍ମଶାଳାଟି ସହାୟତା କରିବ । ଏଥିରେ ସିଆଇଏସରୁ ଜୟନ୍ତ ନାଥ ଟ୍ରେନର ଭାବେ ଯୋଗ ଦେବେ, ମୃତ୍ୟୁଞ୍ଜୟ ଭାଇ ଯଦି ଲେଖକ ମାନଙ୍କଠୁ କିପରି ବହି ଆସୁଛି ଓ otrs ବିଷୟରେ ଟ୍ରେନିଂ ଦେବେ ଓ ଅନ୍ୟ ସକ୍ରିୟ ଉଇକିଆଳିମାନେ ମଧ୍ୟ କିଛି କିଛି ବିଷୟରେ ଭାଗ ନେଇପାରିବେ । ମୁଁ ଏହି କାର୍ମଶାଳାଟି ପୁରୀରେ ମେ ୩ୟ- ୪ଥ ସପ୍ତାହରେ ପ୍ରସ୍ତାବ ରଖୁଛି ।
Topic on ଉଇକିପିଡ଼ିଆ:ଆଲୋଚନା ସଭା
Jump to navigation
Jump to search
Reply to "ଉଇକିପାଠାଗାର କର୍ମଶାଳା ବିଷୟରେ ଆଲୋଚନା।"
ବହୁତ ଭଲ ହେବ । ମୋର ପୁରା ସହମତ ।
ବହୁତ ଭଲ ହେବ । ମଇ ମାସ କଲେ ଆହୁରିି ଭଲ ହେବ ।
କଥା କିଛି ଆଗକୁ ବଢିଲା ?