Topic on ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ

Jump to navigation Jump to search

ପଦ୍ମ୍ ଚରଣ ନାୟକ ଓ ମଦ ବିରୋଧି ଅନ୍ଦୋଳନ

2
Jnanaranjan sahuଙ୍କ ଲିଖିତ ସାରାଂଶ

ସମାଧିତ

Dhanadam (ଆଲୋଚନାଅବଦାନ)

ମଦ ବିରୋଧି ଅନ୍ଦୋଳନ ଓ ପଦ୍ମ ବାବୁ ଙ୍କ୍ ଉପରେ ଲେଖତଟିଏ ଲେଖିଲେ କେମିତି ହେବ?


ଧନଦା

Psubhashish (ଆଲୋଚନାଅବଦାନ)

ଧନଦାବାବୁ ନମସ୍କାର, ବହୁଦିନ ପରେ ଆପଣଙ୍କ ପ୍ରଶ୍ନ ଦେଖି ଭଲଲାଗିଲା । ପଦ୍ମଚରଣ ନାୟକଙ୍କ ଉପରେ ନିଶ୍ଚୟ ପ୍ରସଙ୍ଗଟିଏ ତିଆରି କରାଯାଇପାରିବ । ଆପଣ ନିଜେ ଆରମ୍ଭ କରିପାରିବେ । ମଦ ବିରୋଧୀ ଆନ୍ଦୋଳନ ଉପରେ ମଧ୍ୟ ହୋଇପାରିବ ତେବେ ନାଁଟିକୁ ଆଉଟିକେ ନିର୍ଦ୍ଦିଷ୍ଟ କରି କେଉଁ ସମୟର ଆନ୍ଦୋଳନ ବାବଦରେ ଲେଖିବେ ଜଣାଇଲେ ଭଲ । ତେବେ ଆପଣ ଉଭୟ ପ୍ରସଙ୍ଗ ଆରମ୍ଭ କରନ୍ତୁ । ମୋ ମତରେ ଆପଣ "ଉଇକିପିଡ଼ିଆ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୧୯/ପ୍ରସଙ୍ଗ ତାଲିକା"ରେ ଏ ପ୍ରସଙ୍ଗ ନାମ ଦୁଇଟି ଯୋଡ଼ି ତିଆରି କରିପାରିବେ ।