
ଏହିବର୍ଷ ଉଇକି ସହିତ ଜଡ଼ିତ ମହିଳା ମାନଙ୍କ ବାବଦରେ ୨୦୧୯ ପ୍ରୋଜେକ୍ଟ '''ଉଇକି ଲଭ ଓମ୍ୟାନ''' ରେ ୧୦ ଫେବୃଆରୀ - ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଉଇକିପିଡ଼ିଆ ଗଣସମ୍ପାଦନା ଆରମ୍ଭ ହେଉଛି । ଏଥିରେ ଭାଗନେବା ପାଇଁ ଆପଣମାନଙ୍କୁ ମୋ ତରଫରୁ ଅନୁରୋଧ । ଗଣସମ୍ପାଦନା ଶେଷରେ ଉପଯୁକ୍ତ ଉଇକିଆଳିଙ୍କ ପାଇଁ ପୁରସ୍କାର ପ୍ରାପ୍ତିର ସୁଯଗ ରହିଛି । ଧନ୍ୟବାଦ --Aliva Sahoo (ମୋ ଆଲୋଚନା) ୦୭:୨୩, ୧୧ ଫେବୃଆରୀ ୨୦୧୯ (IST)