Jump to content

ବିଶ୍ୱନାଥ ମଲ୍ଲିକ (ସାହିତ୍ୟିକ)

ଉଇକିପିଡ଼ିଆ‌ରୁ
ବିଶ୍ୱନାଥ ମଲ୍ଲିକ
ଜନ୍ମ ଓ ଜନ୍ମସ୍ଥାନବାଲିବର, ଇଚ୍ଛାପୁର, ଭଦ୍ରକ
ମୃତ୍ୟୁ (1952-12-26) ୨୬ ଡିସେମ୍ବର ୧୯୫୨ (ବୟସ ୭୩)
ବୃତ୍ତିପ୍ରାବନ୍ଧିକ
ଗବେଷକ
ଐତିହାସିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପିତାମାତାଦାମୋଦର ମଲ୍ଲିକ, ବାଦିମୀ ମଲ୍ଲିକ

ବିଶ୍ୱନାଥ ମଲ୍ଲିକ (ଜନ୍ମ: ୨୬ ଡିସେମ୍ବର ୧୯୫୨) ଜଣେ ଓଡ଼ିଆ ଗବେଷକ, ପ୍ରାବନ୍ଧିକ ଓ ଐତିହାସିକ । ସେ ଏକାଧାରରେ ଜଣେ ଗବେଷକ, ଐତିହାସିକ, ରାଜନୀତି ବିଶାରଦ ଓ ଅନୁବାଦକ ।

ଜୀବନୀ

[ସମ୍ପାଦନା]

ବିଶ୍ୱନାଥ ୧୯୫୨ ମସିହାର ଡିସେମ୍ବର ୨୬ ତାରିଖରେ ଗଞ୍ଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଇଂରାଜୀ, ରାଜନୀତି ବିଜ୍ଞାନ ଓ ଇତିହାସରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିବା ସହିତ ଇତିହାସରେ ପିଏଚ୍ ଡି ଡିଗ୍ରୀ ଲାଭ କରିଥିଲେ । ଓଡ଼ିଶାର ଇତିହାସ, ପ୍ରତ୍ନତ ତ୍ତ୍ବ ସଂପର୍କରେ ଶତାଧିକ ଗବେଷଣାତ୍ମକ ପ୍ରବନ୍ଧ ରଚନା କରିବା ସହିତ ମୌଳିକ ଓଡ଼ିଆ କବିତା, ନାଟକ, ଅନୁଭୂତିମୂଳକ ପ୍ରବନ୍ଧ ଓ ଅନୁବାଦରେ ମଧ୍ଯ ଲେଖନୀ ଚାଳନା କରିଛନ୍ତି ।

ରଚନାବଳୀ

[ସମ୍ପାଦନା]
  • ଦୂର ଧୁଆଁଧାର ପାରେ (କବିତା)
  • ଓଡ଼ିଶାର କତିପୟ ଅସ୍ବାଭାବିକ ମନ୍ଦିର
  • ସଉରା

ଇଂରାଜୀ

[ସମ୍ପାଦନା]
  • Love & Fire (Poems)
  • Aparajita (Poems)
  • Eye of Nights (Poems)
  • Roma and Roul (An Epical Poem)
  • The Cuckoo's Nest (Drama)
  • Explosion (Drama)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ସାହିତ୍ୟ ଗୌରବ ସମ୍ମାନ ୨୦୦୨
  • ସମ୍ବାଦ ପରଂପରା ସମ୍ମାନ ୨୦୦୪
  • ସଂସ୍କୃତି ସମ୍ମାନ
  • କବି ଶେଖର ଚିନ୍ତାମଣି ମହାନ୍ତି ସମ୍ମାନ
  • କାଳିଆ ପାଣିଗ୍ରାହୀ ସ୍ମୃତି ସମ୍ମାନ