ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ
ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ ଅନୁସାରେ ଯୁବାବସ୍ଥାରେ ଦିନକୁ ୫ ଗ୍ରା ଲୁଣ ଖାଇବା ଉଚିତ ଯେଉଁଥିରେ ୨,୦୦୦ ମିଗ୍ରାରୁ କମ ସୋଡ଼ିଅମ ଥାଏ ।[୧] ଯୁକ୍ତରାଷ୍ଟ୍ରର ନିର୍ଦ୍ଦେଶ ଅନୁସାରେ ଉଚ୍ଚ ରକ୍ତଚାପ ଥିବା ଲୋକ, ଆଫ୍ରିକୀୟ ଆମେରିକା ଲୋକ, ମଧ୍ୟ ବୟସ୍କ ଲୋକ ଓ ବୟସ୍କ ଲୋକ ଦୈନିକ ୧,୫୦୦ ମିଗ୍ରାରୁ କମ ସୋଡିଅମ ଖାଇବା ଆବଶ୍ୟକ ଓ ଦୈନିକ ୪,୭୦୦ mg ପୋଟାସିଅମ ସହିତ ଫଳ ଓ ପାରିବା ଖାଇବା ଆବଶ୍ୟକ ।[୨][୩]
ଯେତେବେଳେ ବିକାଶଶୀଳ ଦେଶରେ ଦୈନିକ ୨,୩୦୦ ମିଗ୍ରା ସୋଡିଅମ ଖାଇବାକୁ ଅନୁମୋଦନ କରାଯାଏ,[୪] ଏକ ସମୀକ୍ଷାରୁ ଜଣାଯାଏ ଦୈନିକ ୩ ଗ୍ରାମ ଲୁଣରେ ଥିବା ୧୨୦୦ ମିଗ୍ରାରୁ କମ ହେଲେ ସବୁ ବୟସରେ ସିଷ୍ଟୋଲିକ ରକ୍ତଚାପ କମିଯାଏ ।[୫] ଅନ୍ୟ ଏକ ସମୀକ୍ଷାରୁ ଜଣାଯାଏ ସୋଡିଅମ ପରିମାଣ ଦୈନିକ ୨୩୦୦ ମିଗ୍ରାରୁ କମ ହେଲେ ଉପକାରୀ ବା କ୍ଷତିକାରକ ହୋଇପାରେ ।[୬]
ପ୍ରମାଣରୁ ଜଣାଯାଏ ଲୁଣ ଓ ହୃଦରକ୍ତନାଳୀ ରୋଗ ମଧ୍ୟରେ ଏକ ଜଟିଳ ସମ୍ପର୍କ ରହିଛି । ଖାଦ୍ୟରେ ବେଶି ବା କମ ଲୁଣ ଥିଲେ ଅଧିକ ରୋଗ ସମ୍ଭାବନା ରହେ ।[୭] ପରୀକ୍ଷାରୁ କଣାଯାଏ, ଉଚ୍ଚ ରକ୍ତଚାପ ଥିବା ଲୋକ ଅଧିକ ଲୁଣ ଖାଇଲେ ମୃତ୍ୟୁ ସମ୍ଭାବନା ଅଧିକ ରହେ । ସୀମିତ ଲୁଣ ଖାଇବା ଯୋଗୁ ହେଉଥିବା ମୃତ୍ଯୁ ରକ୍ତଚାପ ଉପରେ ନିର୍ଭର କରେ ନାହିଁ । ପ୍ରମାଣରୁ ଜଣାଯାଏ ଉଚ୍ଚ ରକ୍ତଚାପ ରୋଗୀ ୪ ରୁ ୫ ଗ୍ରାମ ଲୁଣ ଖାଇଲେ ସୋଡିଅମ ପରିମାଣ ସୀମିତ ରହେ । [୭]
ପୃଥିବୀରେ ଦୁଇଟି ଉଲ୍ଲେଖନୀୟ ଖାଦ୍ୟ ସଙ୍କଟ ମଧ୍ୟରୁ ଅଧିକ ସୋଡିଅମ ଥିବା ଖାଦ୍ୟ ହେଉଛି ଗୋଟିଏ ।[୮]
ଅଣ-ଖାଦ୍ୟ ବ୍ୟବହାର
[ସମ୍ପାଦନା]- ↑ "WHO issues new guidance on dietary salt and potassium". World Health Organization. 31 ଜାନୁଆରୀ 2013. Archived from the original on 20 ଜୁଲାଇ 2016. Retrieved 17 ଅକ୍ଟୋବର 2013.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;CDCନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Dietary Guidelines for Americans (PDF). U.S. Department of Agriculture & U.S. Department of Health and Human Services. 2010. p. 24. Archived (PDF) from the original on 1 ସେପ୍ଟେମ୍ବର 2016. Retrieved 29 ଅପ୍ରେଲ 2015.
African Americans, individuals with hypertension, diabetes, or chronic kidney disease and individuals ages 51 and older, comprise about half of the U.S. population ages 2 and older. While nearly everyone benefits from reducing their sodium intake, the blood pressure of these individuals tends to be even more responsive to the blood pressure-raising effects of sodium than others; therefore, they should reduce their intake to 1,500 mg per day.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;CDC2ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;He2013ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Committee on the Consequences of Sodium Reduction in Populations; Food Nutrition, Board; Board on Population Health Public Health Practice; Institute Of, Medicine; Strom, B. L.; Yaktine, A. L.; Oria, M. (2013). 5 Findings and Conclusions | Sodium Intake in Populations: Assessment of Evidence (in ଇଂରାଜୀ). The National Academies Press. doi:10.17226/18311. ISBN 978-0-309-28295-6. PMID 24851297. Archived from the original on 16 ମଇ 2017.
- 1 2 Mente, Andrew; O'Donnell, Martin; Rangarajan, Sumathy; Dagenais, Gilles; Lear, Scott; et al. (2016). "Associations of urinary sodium excretion with cardiovascular events in individuals with and without hypertension: A pooled analysis of data from four studies". The Lancet. 388 (10043): 465–475. doi:10.1016/S0140-6736(16)30467-6. hdl:10379/16625. PMID 27216139. S2CID 44581906. Archived from the original on 9 January 2022. Retrieved 3 October 2020.
- ↑ Lim, Stephen S.; Vos, Theo; Flaxman, Abraham D.; Danaei, Goodarz; Shibuya, Kenji; Adair-Rohani, Heather; Amann, Markus; Anderson, H. Ross; Andrews, Kathryn G. (15 December 2012). "A comparative risk assessment of burden of disease and injury attributable to 67 risk factors and risk factor clusters in 21 regions, 1990-2010: a systematic analysis for the Global Burden of Disease Study 2010". The Lancet. 380 (9859): 2224–2260. doi:10.1016/S0140-6736(12)61766-8. PMC 4156511. PMID 23245609.