ବିଶ୍ୱର ବ୍ୟସ୍ତତମ ବନ୍ଦର

ଉଇକିପିଡ଼ିଆ‌ରୁ

ବିଶ୍ୱର ବ୍ୟସ୍ତତମ ବନ୍ଦର  ସମୂହକୁ କାର୍ଗୋ ଟନେଜ ଓ କଣ୍ଟେନର ପରିବହନର ପରିମାଣକୁ ହିସାବକୁ ନେଇ ସୂଚକାଙ୍କ  ତାଲିକା ପ୍ରସ୍ତୁତ କରାଯାଇଥାଏ । 2000 ମସିହାଠାରୁ ଏହି ତାଲିକା ଅନୁସାରେ ଚୀନର ସାଙ୍ଘାଇ ବନ୍ଦର ସିଙ୍ଗାପୁର ବନ୍ଦରକୁ ଅତିକ୍ରମ କରିଯାଇଛି ଓ ବର୍ତ୍ତମାନ ହଙ୍ଗ କଙ୍ଗ ବନ୍ଦର ଉଭୟ ହିସାବରେ ବିଶ୍ୱର ବ୍ୟସ୍ତତମ ବନ୍ଦରର ମାନ୍ୟତା ହାସଲ କରିଛି । .[୧]

 ବ୍ୟସ୍ତତମ କାର୍ଗୋ ବନ୍ଦର[ସମ୍ପାଦନା]

ୟାଙ୍ଗସାନ ବନ୍ଦର , ସାଙ୍ଘାଇ 
କେପେଲ କଣ୍ଟେନର ଟର୍ମିନାଲ , ସିଙ୍ଗାପୁର 
ଶୁଏନ ୱାନ ବନ୍ଦର , ସିଙ୍ଗାପୁର 
  • ସାଙ୍ଘାଇ ବନ୍ଦର , ଚୀନ 
    • ବିଶ୍ୱର ବ୍ୟସ୍ତତମ ମାଲବାହୀ କଣ୍ଟେନର   ବନ୍ଦର 
      [୧]
  • ସିଙ୍ଗାପୁର ବନ୍ଦର , ସିଙ୍ଗାପୁର 
    • World's busiest transshipment port

 କାର୍ଗୋ ଟନେଜ ହିସାବରେ ନିଙ୍ଗ୍ୱୋ ଝୌଶନ ବନ୍ଦର ସାଙ୍ଘାଇକୁ ଥରେ ଟପି ଯାଇଥିବାର ହିସାବ ଝିନ୍ସେଙ୍ଗ ଆଞ୍ଚଳିକ ପରିବହନ କାର୍ତୁପକ୍ଷ୍ୟ ହିସାବ ଦେଇଥିଲେ । .[୨]ମାତ୍ର 2012 ମସିହାରେ ପୁନର୍ବାର ସାଙ୍ଘାଇ କାର୍ଗୋ ଟନେଜରେ ବିଶ୍ୱର ବ୍ୟସ୍ତତମ ବନ୍ଦରର ମାନ୍ୟତା ପାଇଥିଲା । .[୩]

ବ୍ୟସ୍ତତମ ଯାତ୍ରୀ ବନ୍ଦର[ସମ୍ପାଦନା]

  • ମିଆମୀ ବନ୍ଦର , ଆମେରିକା 
    • ବିଶ୍ୱର ବ୍ୟସ୍ତତମ ବନ୍ଦର .
  • ପିରେଉସ ବନ୍ଦର , ଗ୍ରୀସ 
    • ବିଶ୍ୱର ବ୍ୟସ୍ତତମ ଯାତ୍ରୀ ବନ୍ଦର .[୪]

ବୈଜ୍ଞାନିକ ପଦ୍ଧତିରେ ବିଶ୍ଳେଷଣ [ସମ୍ପାଦନା]

ଓଳଡେନବର୍ଗ ବିଶ୍ୱବିଦ୍ୟାଳୟର ବର୍ଣାର୍ଡ ବ୍ଳାସିଅସ ତାଙ୍କ ଦଳ ସହ  କରିଥିବା ବିଶ୍ଳେଷଣ କାର୍ଯ୍ୟକ୍ରମରେ ସେ 2009ରେ ଚଳାଚଳ କରିଥିବା 16,693ଟି କାର୍ଗୋ ଜାହାଜର ଉପରେ ତର୍ଜମା କରିଥିଲେ । ସେମାନେ ଅତ୍ୟାଧୁନିକ ତଥ୍ୟ ସଂଗ୍ରହ ଯନ୍ତ୍ରପାଟିର ସହାୟତା ନେଇ ଏହି ଅନୁସନ୍ଧାନ କରିଥିଲେ ।  

ଏହି ଆକଳନ ଅନୁସାରେ ପାନାମା କେନାଲ 2009 ମସିହାରେ ବ୍ୟସ୍ତତମ କେନାଲ ରହିଥିଲା । ତାହା ପଛକୁ ସୁଏଜ କେନାଲ ଓ ସାଙ୍ଘାଇ କେନାଲ ରହିଥିଲା । .[୫]

References[ସମ୍ପାଦନା]

  1. ୧.୦ ୧.୧ "Shanghai Surpasses Singapore as World's Busiest Port as Trade Volumes Jump". Bloomberg. January 7, 2011. Retrieved September 11, 2014. {{cite news}}: More than one of |accessdate= and |access-date= specified (help)
  2. {{cite web}}: Empty citation (help)
  3. http://aapa.files.cms-plus.com/Statistics/WORLD%20PORT%20RANKINGS%202012.pdf
  4. https://panethos.wordpress.com/2013/12/18/europes-busiest-passenger-seaports/
  5. Tia Ghose (2010-01-25). "A Year of Global Shipping Routes Mapped by GPS | Wired Science". Wired.com. Retrieved 2010-07-10. {{cite news}}: More than one of |accessdate= and |access-date= specified (help)