ବିଶ୍ଵ କିଡନୀ ଦିବସ

ଉଇକିପିଡ଼ିଆ ରୁ
Jump to navigation Jump to search

ବିଶ୍ଵ କିଡନୀ ଦିବସ, ସୁସ୍ଥ ଶରୀର ପାଇଁ ସୁସ୍ଥ ଓ ନିରୋଗ କିଡନିର ଗୁରୁତ୍ଵ କେତେ ତାହା ଉପରେ ସଚେତନେତା ସୃଷ୍ଟି ଲାଗି ୨୦୦୬ରୁ ପ୍ରତିବର୍ଷ ମାର୍ଚ୍ଚ ୧୪ ତାରିଖରେ ଏହି ଦିବସ ପାଳନ କରାଯାଉଛି । ବର୍ତ୍ତମାନ ଠିକ ସମୟରେ ରୋଗ ଚିହ୍ନଟ ହୋଇନପାରି ଅନେକ ଲୋକଙ୍କର କିଡନି ଖରାପ ହୋଇଯାଉଛି । ତେଣୁ କିଡନି ଦିବସ ଅବସରରେ ତୀବ୍ର ବୃଦ୍ଧି ପାଉଥିବା ଏହି ସମସ୍ୟାର ପ୍ରତିରୋଧ କରିବା, କିଡନିକୁ ସୁରକ୍ଷିତ ରଖିବା ଏବଂ ସଚେତନେତା ବୃଦ୍ଧି କରିବା ଉପରେ ଗୁରୁତ୍ଵ ଆରୋପ କରାଯାଉଛି ।ଆଜି ମଧ୍ୟ ଅନେକ ଲୋକ ନିଜର କିଡନି ସମସ୍ୟା ସଂମ୍ପର୍କରେ ଅଗୋଚର ଅଛନ୍ତି । ନିୟମିତ ଡାଇଲିସିସ ବା କିଡନି ପ୍ରତିରୋପଣ ହେଉଛି,ତେଣୁ ଗୁରୁତର କିଡନି ରୋଗ ଓ ଚିକିତ୍ସା ସମ୍ପର୍କରେ ଆଲୋଚନା, ଲୋକଙ୍କୁ ସଚେତନ କରାଇବା ଲାଗି ବିଶ୍ଵ ବ୍ୟାପୀ ପ୍ରଚେଷ୍ଟା ଚାଲିଛି ।[୧][୨]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]