"ମାଟିର ମଣିଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟିକେ ଇଂରାଜୀ ଠିକଣା
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Matira Manisha}}
{{Infobox film
{{Infobox film
| name = ମାଟିର ମଣିଷ
| name = ମାଟିର ମଣିଷ
୧୨ କ ଧାଡ଼ି: ୧୩ କ ଧାଡ଼ି:
| based on = <!-- {{based on|title of the original work|writer of the original work}} -->

| narrator =
| narrator =
| starring = [[ସୁଜାତା ଆନନ୍ଦ]], [[ଧୀର ବିଶ୍ବାଳ]], [[ଭାନୁମତୀ ଦେବୀ]], [[ପ୍ରଶାନ୍ତ ନନ୍ଦ]], [[ଶରତ ପୂଜାରୀ]], [[ଦୁଃଖୀରାମ ସ୍ବାଇଁ]]
| starring = [[ସୁଜାତା ଆନନ୍ଦ]], [[ଧୀର ବିଶ୍ଵାଳ]], [[ଭାନୁମତୀ ଦେବୀ]], [[ପ୍ରଶାନ୍ତ ନନ୍ଦ]], [[ଶରତ ପୂଜାରୀ]]
| music = [[ଭୁବନେଶ୍ବର ମିଶ୍ର]]
| music = [[ଭୁବନେଶ୍ଵର ମିଶ୍ର]]
| cinematography = [[ଶୈଳଜା ଚାଟାର୍ଜୀ]]
| cinematography = [[ଶୈଳଜା ଚାଟାର୍ଜୀ]]
| editing =
| editing =
୨୩ କ ଧାଡ଼ି: ୨୪ କ ଧାଡ଼ି:
| language = [[ଓଡ଼ିଆ ଭାଷା|ଓଡ଼ିଆ]]
| language = [[ଓଡ଼ିଆ ଭାଷା|ଓଡ଼ିଆ]]
| budget =
| budget =

| gross =
| gross =
}}
}}

[[ମୃଣାଳ ସେନ]]ଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଛାୟାବାଣୀ ପ୍ରତିଷ୍ଠାନର [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର '''ମାଟିର ମଣିଷ''', ''୧୯୬୬'' ମସିହାରେମୁକ୍ତିଲାଭ କରିଥିଲା ।

[[ମୃଣାଳ ସେନ]]ଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଛାୟାବାଣୀ ପ୍ରତିଷ୍ଠାନର [[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର '''ମାଟିର ମଣିଷ''' <ref>{{imdb title|0060679}}</ref> - ''୧୯୬୬'' ମସିହାରେମୁକ୍ତିଲାଭ କରିଥିଲା ।

==ସଂକ୍ଷିପ୍ତ କାହାଣୀ==
==ସଂକ୍ଷିପ୍ତ କାହାଣୀ==
ଶ୍ୟାମ ପ୍ରଧାନଙ୍କର ଦୁଇ ପୁଅ ବରଜୁ ପ୍ରଧାନ (ଶରତ ପୂଜାରୀ) ଓ ଛକଡ଼ି ପ୍ରଧାନ (ପ୍ରଶାନ୍ତ ନନ୍ଦ) । ବରଜୁ ବିବାହିତ, ୩ଟି ସନ୍ତାନର ପିତା, ଦାୟିତ୍ୱବାନ, କିନ୍ତୁ ଛକଡ଼ି ଫୁଲାଫାଙ୍କିଆ । ଛକଡ଼ିକୁ ବାଟକୁ ଆଣିବା ପାଇଁ ଶ୍ୟାମ ପ୍ରଧାନ, ନେତ୍ରମଣି (ସୁଜାତା ଆନନ୍ଦ) ସହିତ ବିବାହ କରେଇ ଦିଅନ୍ତି । କିନ୍ତୁ ଦୁଇ ଜାଆଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦୁଇ ଭାଇଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କରେ । ସାହୁକାର ହରି ମିଶ୍ର (ଦୁଃଖୀରାମ ସ୍ୱାଇଁ) ମଧ୍ୟ ଛକଡ଼ିକୁ ଭାଇଠାରୁ ଅଲଗା ହେବା ପାଇଁ ଉସୁକାଏ, ଯା ଫଳରେ ସେ ଅଧିକ ଲାଭବାନ ହୋଇ ପାରିବ । ବରଜୁ ଛକଡ଼ିକୁ ବୁଝେଇବାକୁ ଯାଇ ଗୋଟେ ଚାପୁଡ଼ା ମାରେ । ଛକଡ଼ି ଏ କଥାକୁ ଆଧାର କରି, ହରି ମିଶ୍ରର ସାହାଯ୍ୟ ନେଇ ପୁଲିସ୍ ଡାକେ ଓ ଭିନ୍ନେ ହେବା ପାଇଁ ଦାବି କରେ । ବରଜୁ, ଛକଡ଼ିକୁ ସବୁ ସମ୍ପତିର ମାଲିକାନା ଦେଇ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଗାଁଆ ଛାଡ଼ି ଚାଲି ଯିବାର ଦୃଢ଼ ନିଷ୍ପତି ନିଏ । ଶେଷରେ ଛକଡ଼ି ଓ ନେତ୍ରମଣି ନିଜର ଭୁଲ୍ ବୁଝି ପାରନ୍ତି ଓ ବରଜୁକୁ ଫେରାଇ ଆଣନ୍ତି ।

== ଅଭିନୟରେ==
== ଅଭିନୟରେ==
[[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର ‘ମାଟିର ମଣିଷ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

[[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର ‘ମାଟିର ମଣିଷ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
* [[ପ୍ରଶାନ୍ତ ନନ୍ଦ]]
* [[ପ୍ରଶାନ୍ତ ନନ୍ଦ]]
* [[ଶରତ ପୂଜାରୀ]]
* [[ଶରତ ପୂଜାରୀ]]
* [[ଧୀର ବିଶ୍ବାଳ]]
* [[ଧୀର ବିଶ୍ଵାଳ]]
* [[ଦୁଃଖୀରାମ ସ୍ବାଇଁ]]
* [[ଦୁଃଖୀରାମ ସ୍ଵାଇଁ]]
* [[ଭୀମ ସିଂ]]
* [[ଭୀମ ସିଂ]]
* [[କାର୍ତ୍ତିକ ଘୋଷ]]
* [[କାର୍ତ୍ତିକ ଘୋଷ]]
୪୮ କ ଧାଡ଼ି: ୪୬ କ ଧାଡ଼ି:
* [[ମିତା]]
* [[ମିତା]]

==ଆଧାର==
==ଦ୍ରଷ୍ଟବ୍ୟ==
{{reflist}}
{{ଆଧାର}}
==ଅଧିକ ତଥ୍ୟ==

* {{imdb title|0060679}}

{{ଓଡ଼ିଆ ସିନେମା}}
{{ଓଡ଼ିଆ ସିନେମା}}

[[ବିଭାଗ:ଓଡ଼ିଆ ସିନେମା]]
[[ଶ୍ରେଣୀ:ଓଡ଼ିଆ ସିନେମା]]
[[ବିଭାଗ:ଓଡ଼ିଆ ସିନେମା ଜଗତ]]
[[ଶ୍ରେଣୀ:ଓଡ଼ିଆ ସିନେମା ଜଗତ]]
[[ବିଭାଗ:ଭାରତୀୟ ସିନେମା]]
[[ଶ୍ରେଣୀ:ଭାରତୀୟ ସିନେମା]]
[[ବିଭାଗ:୧୯୬୬ ଓଡ଼ିଆ ସିନେମା]]
[[ଶ୍ରେଣୀ:୧୯୬୬ର ଓଡ଼ିଆ ସିନେମା]]
[[ବିଭାଗ:ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ସିନେମା]]
[[ଶ୍ରେଣୀ:ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ସିନେମା]]

[[en:Matira Manisha]]
[[en:Matira Manisha]]

୧୭:୨୧, ୧୭ ଅକ୍ଟୋବର ୨୦୧୨ ଅନୁସାରେ କରାଯାଇଥିବା ବଦଳ

ମାଟିର ମଣିଷ
ନିର୍ଦ୍ଦେଶକମୃଣାଳ ସେନ
ପ୍ରଯୋଜକବାବୁଲାଲ ଦୋଶୀ
ଚିତ୍ରନାଟ୍ୟଗୋପାଳ ଛୋଟରାୟ
କାହାଣୀପଦ୍ମଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀ
କଳାକାରସୁଜାତା ଆନନ୍ଦ, ଧୀର ବିଶ୍ଵାଳ, ଭାନୁମତୀ ଦେବୀ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ
ସଙ୍ଗୀତଭୁବନେଶ୍ଵର ମିଶ୍ର
ଚିତ୍ରଗ୍ରହଣଶୈଳଜା ଚାଟାର୍ଜୀ
ମୁକ୍ତିଲାଭ ତାରିଖ
୧୯୬୬
କଥାଚିତ୍ରର ସମୟ
୧୧୩ ମିନଟ
ଦେଶ ଭାରତ
ଭାଷାଓଡ଼ିଆ

ମୃଣାଳ ସେନଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଛାୟାବାଣୀ ପ୍ରତିଷ୍ଠାନର ଓଡ଼ିଆ କଥାଚିତ୍ର ମାଟିର ମଣିଷ, ୧୯୬୬ ମସିହାରେମୁକ୍ତିଲାଭ କରିଥିଲା ।

ସଂକ୍ଷିପ୍ତ କାହାଣୀ

ଶ୍ୟାମ ପ୍ରଧାନଙ୍କର ଦୁଇ ପୁଅ ବରଜୁ ପ୍ରଧାନ (ଶରତ ପୂଜାରୀ) ଓ ଛକଡ଼ି ପ୍ରଧାନ (ପ୍ରଶାନ୍ତ ନନ୍ଦ) । ବରଜୁ ବିବାହିତ, ୩ଟି ସନ୍ତାନର ପିତା, ଦାୟିତ୍ୱବାନ, କିନ୍ତୁ ଛକଡ଼ି ଫୁଲାଫାଙ୍କିଆ । ଛକଡ଼ିକୁ ବାଟକୁ ଆଣିବା ପାଇଁ ଶ୍ୟାମ ପ୍ରଧାନ, ନେତ୍ରମଣି (ସୁଜାତା ଆନନ୍ଦ) ସହିତ ବିବାହ କରେଇ ଦିଅନ୍ତି । କିନ୍ତୁ ଦୁଇ ଜାଆଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦୁଇ ଭାଇଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କରେ । ସାହୁକାର ହରି ମିଶ୍ର (ଦୁଃଖୀରାମ ସ୍ୱାଇଁ) ମଧ୍ୟ ଛକଡ଼ିକୁ ଭାଇଠାରୁ ଅଲଗା ହେବା ପାଇଁ ଉସୁକାଏ, ଯା ଫଳରେ ସେ ଅଧିକ ଲାଭବାନ ହୋଇ ପାରିବ । ବରଜୁ ଛକଡ଼ିକୁ ବୁଝେଇବାକୁ ଯାଇ ଗୋଟେ ଚାପୁଡ଼ା ମାରେ । ଛକଡ଼ି ଏ କଥାକୁ ଆଧାର କରି, ହରି ମିଶ୍ରର ସାହାଯ୍ୟ ନେଇ ପୁଲିସ୍ ଡାକେ ଓ ଭିନ୍ନେ ହେବା ପାଇଁ ଦାବି କରେ । ବରଜୁ, ଛକଡ଼ିକୁ ସବୁ ସମ୍ପତିର ମାଲିକାନା ଦେଇ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଗାଁଆ ଛାଡ଼ି ଚାଲି ଯିବାର ଦୃଢ଼ ନିଷ୍ପତି ନିଏ । ଶେଷରେ ଛକଡ଼ି ଓ ନେତ୍ରମଣି ନିଜର ଭୁଲ୍ ବୁଝି ପାରନ୍ତି ଓ ବରଜୁକୁ ଫେରାଇ ଆଣନ୍ତି ।

ଅଭିନୟରେ

ଓଡ଼ିଆ କଥାଚିତ୍ର ‘ମାଟିର ମଣିଷ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର

ଅଧିକ ତଥ୍ୟ