"ବିଶ୍ୱନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ଟିକେ
ଅଧିକା ଲିଙ୍କ ହଟାଗଲା
ଟିକେ (ବନାନ)
ଟିକେ (ଅଧିକା ଲିଙ୍କ ହଟାଗଲା)
{{prettyurlଛୋଟ|Biswanath Das}}
{{stub}}
{{Infobox Officeholder
|name = ବିଶ୍ଵନାଥ ଦାସ
}}
 
'''ବିଶ୍ଵନାଥ ଦାସ''' ( ୮ ମଈ ୧୮୮୯ - ୨ ଜୁନ ୧୯୮୪) ଏକା ଧାରାରେ ଜଣେ [[ଭାରତୀୟ]] ରାଜନେତା, ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ବିଲାତ ଶାସନ (୧୯୩୭ - ୧୯୩୯) କାଳରେ [[ଓଡ଼ିଶା]] ପ୍ରଦେଶର ପ୍ରଧାନମନ୍ତ୍ରୀ ଥିଲେ । ସେ ମଧ୍ୟ [[ଉତ୍ତର ପ୍ରଦେଶ|ଉତ୍ତର ପ୍ରଦେଶର]] [[ରାଜ୍ୟପାଳ]] (୧୯୬୨-୧୯୬୭) ଥିଲେ ଏବଂ ଶେଷରେ [[ଓଡ଼ିଶା]] ପ୍ରଦେଶର [[ମୁଖ୍ୟମନ୍ତ୍ରୀ]] (୧୯୭୧-୧୯୭୨) ଥିଲେ ।<ref>http://orissa.gov.in/e-magazine/orissaannualreference/ORA-2005/pdf/bio-data_of_chief_minister.pdf</ref>
 
==ପ୍ରାରମ୍ଭିକ ଜୀବନ==
ବିଶ୍ଵନାଥ ଦାସ ୮ ମଈ ୧୮୮୯ ମସିହାରେ, ମଧୁସୁଦନ ଦାସଙ୍କ ଔରସରୁ [[ଓଡିଶା]]ରଓଡ଼ିଶାର [[ଗଞ୍ଜାମ ଜିଲ୍ଲା]] ରେ ଜନ୍ମ ଗ୍ରହଣ କରିଥିଲେ । ସେ [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା ମହାବିଦ୍ୟାଳୟ]]ରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେଲା ପରେ [[କଲିକତା ବିଶ୍ଵବିଦ୍ୟାଳୟ]]ରୁ ଆଇନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । [[ମାଡ୍ରାସ]] ଠାରେ ଆଇନ ବ୍ୟବସାୟ କରୁଥିବା ସମୟରେ ସେ ୧୯୨୧ ମସିହାରେ [[ଭାରତୀୟ ଜାତୀୟ କଂଗ୍ରେସ]]ରେ ଯୋଗଦେଲେ । ସେହିବର୍ଷ ସେ ମଧ୍ୟ [[ଗଞ୍ଜାମ ଜିଲ୍ଲା]] ରଜିଲ୍ଲାର [[ଛତ୍ରପୁର]] ତାଲୁକା ପରିଷଦର ସଭାପତି ପଦକୁ ନିର୍ବାଚିତ ହୋଇଥିଲେ ।
[[ଓଡ଼ିଶା]]ରଓଡ଼ିଶାର ସେବା କ୍ଷେତ୍ରରେ ମହତ୍ଵପୂର୍ଣ୍ଣ ଅବଦାନ ଥିବା [[ଲୋକ ସେବକ ମଣ୍ଡଳ]] ର ଆଜୀବନ ସଦସ୍ୟ ମଧ୍ୟ ଥିଲେ।
 
==ରାଜନୀତି==
ବିଶ୍ଵନାଥ ଦାସ [[ମାଡ୍ରାସ]] କାଉନ୍ସିଲକୁ ତିନିଥର (୧୯୨୦ -୧୯୨୯) ନିର୍ବାଚିତ ହୋଇଥିଲେ । ପରେ ସେ ସ୍ବାଧିନତା ସଙ୍ଗ୍ରାମରେ ଭାଗ ନେବାପାଇଁ କାଉନ୍ସିଲରୁ ଇସ୍ତଫା ଦେଇଥିଲେ ଓ ବାରମ୍ବାର ଜେଲ ଯାଇଥିଲେ । ସ୍ଵତନ୍ତ୍ର [[ଓଡ଼ିଶା]] ପ୍ରଦେଶ ଗଠନରେ ତାଙ୍କର ପ୍ରଚେଷ୍ଟା ପ୍ରଣିଧାନ ଯୋଗ୍ୟ । ୧୯୩୬ ମସିହାରେ ସ୍ଵତନ୍ତ୍ର [[ଓଡ଼ିଶା]] ପ୍ରଦେଶ ଗଠନ ହେଲାପରେ ସେ ୧୯୩୭ ମସିହାରେ [[ଓଡ଼ିଶା]]ରଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ସେ ଦ୍ଵିତୀୟ ବିଶ୍ଵଯୁଦ୍ଧ ହେବାରୁ ୧୯୪୨ ମସିହାରେ ଇସ୍ତଫା ଦେଇଥିଲେ । ସେ ୧୯୪୭ ରୁ ୧୯୫୨ ପର୍ଯ୍ୟନ୍ତ [[ଭାରତୀୟ ସମ୍ବିଧାନ]] ସଭାର ସଦସ୍ୟ ଥିଲେ । ସେ ଅନେକ ଥର [[ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି]]ର ସଭାପତି ଥିଲେ । ପରେ ୧୯୭୧-୧୯୭୨ ରେ ସେ [[ଓଡ଼ିଶା]]ରଓଡ଼ିଶାର [[ମୁଖ୍ୟମନ୍ତ୍ରୀ]] ହୋଇଥିଲେ ।
 
==ଶେଷ ଜୀବନ==
[[ଶ୍ରେଣୀ:୧୯୮୪ ମୃତ୍ୟୁ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[en:Biswanath Das]]
୨୪,୫୧୫

ଗୋଟି ସମ୍ପାଦନା

ଦିଗବାରେଣି ମେନୁ