"ଇଣ୍ଟରନେଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Robot: Cosmetic changes
ଟିକେ Robot: Adding pam:Aptas
୧୩୬ କ ଧାଡ଼ି: ୧୩୬ କ ଧାଡ଼ି:
[[os:Интернет]]
[[os:Интернет]]
[[pag:Internet]]
[[pag:Internet]]
[[pam:Aptas]]
[[pap:Internet]]
[[pap:Internet]]
[[pl:Internet]]
[[pl:Internet]]

୧୯:୩୭, ୨ ସେପ୍ଟେମ୍ବର ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଇଣ୍ଟରନେଟ‎
ଇଣ୍ଟରନେଟ‎

ଇଣ୍ଟରନେଟ (Internet) ହେଉଛି ଏକ ଆନ୍ତର୍ଜାତିକ ମେଳଣ ଯେଉଁଠି ନିଜନିଜ ଭିତରେ ଅନେକ କମ୍ପ୍ୟୁଟର ଯୋଡି ହୋଇ ରହିଥାନ୍ତି, ଯାହାକି କମ୍ପ୍ୟୁଟର ବ୍ୟବହାର କରୁଥିବା ଓ ଅଲଗା ଅଲଗା ଜାଗାରେ ଥିବା ଲୋକମାନଙ୍କୁ ଜ୍ଞାନ, ଭାବ ଆଦିର ଦେବା ନେବା କରିବାରେ ସାହାଯ୍ୟ କରେ ।

ପ୍ରଥମେ ଇଣ୍ଟରନେଟର ବ୍ୟବହାର ଏକ ବୈଜ୍ଞାନିକ କର୍ମଶାଳାରେ ପରସ୍ପର ସହ ସଂପର୍କ ରଖିବା ପାଇଁ କରାଯାଇଥିଲା । ହେଲେ ପରେ ପରେ ଏହାକୁ ବିଶ୍ଵବ୍ୟାପୀ ଇଣ୍ଟରନେଟରେ ପରିଣତ କରି ଦିଆଗଲା ।

ବର୍ତ୍ତମାନ ଇଣ୍ଟରନେଟ ମାଧ୍ୟମରେ ଇମେଲ ପାଇବା/ପଠାଇବା, ଚାଟିଙ୍ଗ କରିବା, ଆଦି କାମ ସହଜରେ ହୋଇ ପାରୁଥିବା ବେଳେ ସୂଚନା ଆଦାନ ପ୍ରଦାନ ମଧ୍ୟ ହୋଇ ପାରୁଛି । ଇଣ୍ଟରନେଟ ପରିବର୍ତ୍ତନଶୀଳ, ତେଣୁ ଦିନକୁ ଦିନ ଏଥିରେ ନୁଆ ନୁଆ ଜ୍ଞାନ କୌଶଳର ବ୍ୟବହାର ହେଉଛି । ଏବେ ଆମେ ନିଜ ଘରେ ବସି ଇଣ୍ଟରନେଟ ମାଧ୍ୟମରେ ବିଶ୍ଵରେ ଘଟୁଥିବା ଅଗଣିତ ଘଟଣା ବିଷୟରେ ଜାଣିପାରୁଛେ ଏବଂ ଦେଖିପାରୁଛେ ।

ଜ୍ଞାନକୌଶଳ

ଇଣ୍ଟରନେଟ ରେ କିଛି ମୁଖ୍ୟ କମ୍ପ୍ୟୁଟର ରହିଥାଏ, ଯାହାକୁ ସର୍ଭର କୁହାଯାଏ । ସର୍ଭର ଗୁଡିକ ପରସ୍ପର ମଧ୍ୟରେ ସଂଯୁକ୍ତ ହୋଇଥାନ୍ତି । ସର୍ଭର ବା ମୁଖ୍ୟ କମ୍ପ୍ୟୁଟର ରେ ଡାଟା ସବୁ ସାଇତି ରଖା ଯାଇଥାଏ । ପ୍ରତ୍ୟେକ ସର୍ଭର ର ସ୍ଵତନ୍ତ୍ର ନାମ ଏବଂ ଅଡ୍ରେସ ରହିଥାଏ । ଆମେ ଯେତେବେଳେ ଆମ କମ୍ପ୍ୟୁଟର ରେ ୱେବସାଇଟ ଖୋଳୁଛୁ, ସେ ପ୍ରଥମେ ନିଜର ସର୍ଭର ସହିତ ସମ୍ପର୍କ କରେ ଏବଂ ସର୍ଭର ରୁ ସମ୍ପୃକ୍ତ ପ୍ରୁଷ୍ଠା କୁ ଆମ କମ୍ପ୍ୟୁଟର ରେ ଦେଖେଇ ଥାଏ ।