"ସିକନ୍ଦର ଆଲାମ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Hellohappy (ଆଲୋଚନା | ଅବଦାନ) ଆଧାର |
Hellohappy (ଆଲୋଚନା | ଅବଦାନ) ଟିକେNo edit summary |
||
୩୦ କ ଧାଡ଼ି: | ୩୦ କ ଧାଡ଼ି: | ||
'''ସିକନ୍ଦର ଆଲାମ''', [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ଚଳଚିତ୍ର ଜଗତ]]ର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟକ । <ref>http://books.google.co.in/books?id=1RBuAAAAMAAJ&q=sikandar+alam&dq=sikandar+alam&source=bl&ots=5-_opsvJII&sig=ThgCGfWmGYFdgSKWOqUd70mU3Ho&hl=en&sa=X&ei=WeAYUN7LHcitrAeUi4F4&ved=0CF8Q6AEwCA</ref> <ref>http://books.google.co.in/books?id=AckHAQAAIAAJ&q=sikandar+alam&dq=sikandar+alam&source=bl&ots=HGZ7NGl7T-&sig=gMuBMS1bWQQCfWKdL3uO6q8B0fA&hl=en&sa=X&ei=WeAYUN7LHcitrAeUi4F4&ved=0CD8Q6AEwAg</ref>ତାଙ୍କର [[ଜଗନ୍ନାଥ]] |
'''ସିକନ୍ଦର ଆଲାମ''', [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ଚଳଚିତ୍ର ଜଗତ]]ର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟକ । <ref>http://books.google.co.in/books?id=1RBuAAAAMAAJ&q=sikandar+alam&dq=sikandar+alam&source=bl&ots=5-_opsvJII&sig=ThgCGfWmGYFdgSKWOqUd70mU3Ho&hl=en&sa=X&ei=WeAYUN7LHcitrAeUi4F4&ved=0CF8Q6AEwCA</ref> <ref>http://books.google.co.in/books?id=AckHAQAAIAAJ&q=sikandar+alam&dq=sikandar+alam&source=bl&ots=HGZ7NGl7T-&sig=gMuBMS1bWQQCfWKdL3uO6q8B0fA&hl=en&sa=X&ei=WeAYUN7LHcitrAeUi4F4&ved=0CD8Q6AEwAg</ref>ତାଙ୍କର [[ଜଗନ୍ନାଥ]] ଭଜନ ଓ ଜଣାଣ ପାଇଁ, ସେ [[ଓଡିଶା]]ର ଘରେ ଘରେ ପରିଚିତ ।<ref>http://books.google.co.in/books?id=FVfhAAAAMAAJ&q=sikandar+alam&dq=sikandar+alam&source=bl&ots=LOqc4d6owA&sig=XAkIgLTfmfOF0MnJ2Cb3wLtAFqE&hl=en&sa=X&ei=PuEYUISyNsymrAfInoCADw&ved=0CEMQ6AEwBDgK</ref> ତାଙ୍କୁ ଆଧୁନିକ [[ଓଡିଶା]]ର [[ସାଲବେଗ]] ହିସାବରେ ଅଭିହିତ କରାଯାଏ । |
||
==ବାଲ୍ଯ ଜୀବନ ଓ ଶିକ୍ଷା== |
==ବାଲ୍ଯ ଜୀବନ ଓ ଶିକ୍ଷା== |
||
୩୬ କ ଧାଡ଼ି: | ୩୬ କ ଧାଡ଼ି: | ||
==କର୍ମଜୀବନ== |
==କର୍ମଜୀବନ== |
||
'''ସିକନ୍ଦର ଆଲାମ''', ମାତ୍ର ୧୮ ବର୍ଷ ବୟସରୁ [[ଆକାଶବାଣୀ]] [[କଟକ]]ରେ ଗୀତ ଗାୟିବା ଆରମ୍ଭ କରିଥିଲେ । ଭଜନ , ଜଣାଣ, ଗଜଲ, ଆଧୁନିକ ପ୍ରର୍ଭୁତି,ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ ।<ref>http://profile.odiamusic.com/sikandaralam/</ref> ୧୯୬୨ମସିହାରେ ନିର୍ମିତ ଚଳଚ୍ଚିତ୍ର [[ଲକ୍ଷ୍ମୀ]]ରେ ସଂଗୀତ ସୁଧାକର[[ବାଳକୃଷ୍ଣ ଦାସ]]ଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିସେ ପ୍ରଥମ ଥର ପାଇଁ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ଚଳଚିତ୍ର ଜଗତ]]କୁ ପ୍ରବେଶ କରିଥିଲେ।<ref>http://cinemasagar.com/blog/75-milestomes-in-odia-film/</ref> |
|||
==ପରିବାର== |
==ପରିବାର== |
||
'''ସିକନ୍ଦର ଆଲାମ'''ଙ୍କର ପତ୍ନୀ ନାଇମା ଆଲାମ ମଧ୍ଯ ଜଣେ ସୁଗାୟିକା ତଥା [[ଆକାଶବାଣୀ]] ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ଯରୁ ବଡ [[ସୋଫିଆ ଆଲାମ]] ଜଣେ ଅଭିନେତ୍ରୀ ଓ ସାନ [[ନାଜିଆ ଆଲାମ]] ଜଣେ ସୁନାମଧନ୍ଯା କଣ୍ଠଶିଳ୍ପୀ ।<ref>http://www.thehindu.com/arts/music/article540158.ece</ref> |
'''ସିକନ୍ଦର ଆଲାମ'''ଙ୍କର ପତ୍ନୀ ନାଇମା ଆଲାମ ମଧ୍ଯ ଜଣେ ସୁଗାୟିକା ତଥା [[ଆକାଶବାଣୀ]] ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ଯରୁ ବଡ [[ସୋଫିଆ ଆଲାମ]] ଜଣେ ଅଭିନେତ୍ରୀ ଓ ସାନ [[ନାଜିଆ ଆଲାମ]] ଜଣେ ସୁନାମଧନ୍ଯା କଣ୍ଠଶିଳ୍ପୀ ।<ref>http://www.thehindu.com/arts/music/article540158.ece</ref> |
୧୪:୧୬, ୧ ଅଗଷ୍ଟ ୨୦୧୨ ଅନୁସାରେ କରାଯାଇଥିବା ବଦଳ
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ସିକନ୍ଦର ଆଲାମ | |
---|---|
Born | ମହମ୍ମଦ ସିକନ୍ଦର ଆଲାମ ୨୭ ଜୁଲାଇ ୧୯୩୯ |
Died | ୮ ଅଗଷ୍ଟ ୨୦୧୦ | (ବୟସ ୭୧)
Resting place | ଭୁବନେଶ୍ୱର |
Nationality | ଭାରତୀୟ |
Other names | ଆଧୁନିକ ଓଡିଶାର ସାଲବେଗ |
Education | ସଂଗୀତ ବିଶାରଦ |
Alma mater | କ୍ଷ୍ରୀଷ୍ଟ କଲେଜିଏଟ ସ୍କୁଲ, ଗନ୍ଧର୍ବ ମହାବିଦ୍ୟାଳୟ |
Known for | ଓଡ଼ିଆ ଗାୟକ ଓ ସଙ୍ଗୀତକାର |
Spouse | ନାଇମା ଆଲାମ |
ସିକନ୍ଦର ଆଲାମ, ଓଡ଼ିଆ ଚଳଚିତ୍ର ଜଗତର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟକ । [୧] [୨]ତାଙ୍କର ଜଗନ୍ନାଥ ଭଜନ ଓ ଜଣାଣ ପାଇଁ, ସେ ଓଡିଶାର ଘରେ ଘରେ ପରିଚିତ ।[୩] ତାଙ୍କୁ ଆଧୁନିକ ଓଡିଶାର ସାଲବେଗ ହିସାବରେ ଅଭିହିତ କରାଯାଏ ।
ବାଲ୍ଯ ଜୀବନ ଓ ଶିକ୍ଷା
ସିକନ୍ଦର ଆଲାମ, ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, କଟକ ଜିଲ୍ଲା ବୈଆଳିଶି ମୌଜା ବ୍ଳକର ରାଉତରାପୁର ଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁ ରେ ହିଁ କଟିଥିଲା । ପରବର୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ କଟକକୁ ଚାଲିଆସିଥିଲେ । କଟକ ର କ୍ଷ୍ରୀଷ୍ଟ କଲେଜିଏଟ ସ୍କୁଲରୁ ମାଟ୍ରିକ ଓ ଷ୍ଟିଵାଟ କଲେଜରୁ ବିଜ୍ଞାନରେ ଇନ୍ଟରମିଡିଏଟ ପାସ କରିଥିଲେ । ତା ପରେ ସେ ପ୍ରସିଧ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ବର ସହ ସଂଗୀତ ବିଶାରଦ ହାସଲ କରିଥିଲେ । [୪]
କର୍ମଜୀବନ
ସିକନ୍ଦର ଆଲାମ, ମାତ୍ର ୧୮ ବର୍ଷ ବୟସରୁ ଆକାଶବାଣୀ କଟକରେ ଗୀତ ଗାୟିବା ଆରମ୍ଭ କରିଥିଲେ । ଭଜନ , ଜଣାଣ, ଗଜଲ, ଆଧୁନିକ ପ୍ରର୍ଭୁତି,ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ ।[୫] ୧୯୬୨ମସିହାରେ ନିର୍ମିତ ଚଳଚ୍ଚିତ୍ର ଲକ୍ଷ୍ମୀରେ ସଂଗୀତ ସୁଧାକରବାଳକୃଷ୍ଣ ଦାସଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିସେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚିତ୍ର ଜଗତକୁ ପ୍ରବେଶ କରିଥିଲେ।[୬]
ପରିବାର
ସିକନ୍ଦର ଆଲାମଙ୍କର ପତ୍ନୀ ନାଇମା ଆଲାମ ମଧ୍ଯ ଜଣେ ସୁଗାୟିକା ତଥା ଆକାଶବାଣୀ ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ଯରୁ ବଡ ସୋଫିଆ ଆଲାମ ଜଣେ ଅଭିନେତ୍ରୀ ଓ ସାନ ନାଜିଆ ଆଲାମ ଜଣେ ସୁନାମଧନ୍ଯା କଣ୍ଠଶିଳ୍ପୀ ।[୭]
ସମ୍ମାନ ଓ ପୁରସ୍କାର
ଆଧାର
- ↑ http://books.google.co.in/books?id=1RBuAAAAMAAJ&q=sikandar+alam&dq=sikandar+alam&source=bl&ots=5-_opsvJII&sig=ThgCGfWmGYFdgSKWOqUd70mU3Ho&hl=en&sa=X&ei=WeAYUN7LHcitrAeUi4F4&ved=0CF8Q6AEwCA
- ↑ http://books.google.co.in/books?id=AckHAQAAIAAJ&q=sikandar+alam&dq=sikandar+alam&source=bl&ots=HGZ7NGl7T-&sig=gMuBMS1bWQQCfWKdL3uO6q8B0fA&hl=en&sa=X&ei=WeAYUN7LHcitrAeUi4F4&ved=0CD8Q6AEwAg
- ↑ http://books.google.co.in/books?id=FVfhAAAAMAAJ&q=sikandar+alam&dq=sikandar+alam&source=bl&ots=LOqc4d6owA&sig=XAkIgLTfmfOF0MnJ2Cb3wLtAFqE&hl=en&sa=X&ei=PuEYUISyNsymrAfInoCADw&ved=0CEMQ6AEwBDgK
- ↑ http://www.orissadiary.com/CurrentNews.asp?id=20439
- ↑ http://profile.odiamusic.com/sikandaralam/
- ↑ http://cinemasagar.com/blog/75-milestomes-in-odia-film/
- ↑ http://www.thehindu.com/arts/music/article540158.ece