"ସିକନ୍ଦର ଆଲାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଆଧାର
୩୦ କ ଧାଡ଼ି: ୩୦ କ ଧାଡ଼ି:




'''ସିକନ୍ଦର ଆଲାମ''', [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ଚଳଚିତ୍ର ଜଗତ]]ର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟକ । ତାଙ୍କର [[ଜଗନ୍ନାଥ]] ଜଣାଣ ଓ ଭଜନ ପାଇଁ, ସେ [[ଓଡିଶା]]ର ଘରେ ଘରେ ପରିଚିତ । ତାଙ୍କୁ ଆଧୁନିକ [[ଓଡିଶା]]ର [[ସାଲବେଗ]] ହିସାବରେ ଅଭିହିତ କରାଯାଏ ।
'''ସିକନ୍ଦର ଆଲାମ''', [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ଚଳଚିତ୍ର ଜଗତ]]ର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟକ । <ref>http://books.google.co.in/books?id=1RBuAAAAMAAJ&q=sikandar+alam&dq=sikandar+alam&source=bl&ots=5-_opsvJII&sig=ThgCGfWmGYFdgSKWOqUd70mU3Ho&hl=en&sa=X&ei=WeAYUN7LHcitrAeUi4F4&ved=0CF8Q6AEwCA</ref> <ref>http://books.google.co.in/books?id=AckHAQAAIAAJ&q=sikandar+alam&dq=sikandar+alam&source=bl&ots=HGZ7NGl7T-&sig=gMuBMS1bWQQCfWKdL3uO6q8B0fA&hl=en&sa=X&ei=WeAYUN7LHcitrAeUi4F4&ved=0CD8Q6AEwAg</ref>ତାଙ୍କର [[ଜଗନ୍ନାଥ]] ଜଣାଣ ଓ ଭଜନ ପାଇଁ, ସେ [[ଓଡିଶା]]ର ଘରେ ଘରେ ପରିଚିତ ।<ref>http://books.google.co.in/books?id=FVfhAAAAMAAJ&q=sikandar+alam&dq=sikandar+alam&source=bl&ots=LOqc4d6owA&sig=XAkIgLTfmfOF0MnJ2Cb3wLtAFqE&hl=en&sa=X&ei=PuEYUISyNsymrAfInoCADw&ved=0CEMQ6AEwBDgK</ref> ତାଙ୍କୁ ଆଧୁନିକ [[ଓଡିଶା]]ର [[ସାଲବେଗ]] ହିସାବରେ ଅଭିହିତ କରାଯାଏ ।


==ବାଲ୍ଯ ଜୀବନ ଓ ଶିକ୍ଷା==
==ବାଲ୍ଯ ଜୀବନ ଓ ଶିକ୍ଷା==
୩୮ କ ଧାଡ଼ି: ୩୮ କ ଧାଡ଼ି:


==ପରିବାର==
==ପରିବାର==
'''ସିକନ୍ଦର ଆଲାମ'''ଙ୍କର ପତ୍ନୀ ନାଇମା ଆଲାମ ମଧ୍ଯ ଜଣେ ସୁଗାୟିକା ତଥା [[ଆକାଶବାଣୀ]] ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ଯରୁ ବଡ [[ସୋଫିଆ ଆଲାମ]] ଜଣେ ଅଭିନେତ୍ରୀ ଓ ସାନ [[ନାଜିଆ ଆଲାମ]] ଜଣେ ସୁନାମଧନ୍ଯା କଣ୍ଠଶିଳ୍ପୀ ।
'''ସିକନ୍ଦର ଆଲାମ'''ଙ୍କର ପତ୍ନୀ ନାଇମା ଆଲାମ ମଧ୍ଯ ଜଣେ ସୁଗାୟିକା ତଥା [[ଆକାଶବାଣୀ]] ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ଯରୁ ବଡ [[ସୋଫିଆ ଆଲାମ]] ଜଣେ ଅଭିନେତ୍ରୀ ଓ ସାନ [[ନାଜିଆ ଆଲାମ]] ଜଣେ ସୁନାମଧନ୍ଯା କଣ୍ଠଶିଳ୍ପୀ ।<ref>http://www.thehindu.com/arts/music/article540158.ece</ref>


==ସମ୍ମାନ ଓ ପୁରସ୍କାର==
==ସମ୍ମାନ ଓ ପୁରସ୍କାର==

୧୩:୨୮, ୧ ଅଗଷ୍ଟ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ସିକନ୍ଦର ଆଲାମ
Born
ମହମ୍ମଦ ସିକନ୍ଦର ଆଲାମ

(1939-07-27)୨୭ ଜୁଲାଇ ୧୯୩୯
ବୈଆଳିଶି ମୌଜା, କଟକ, ଓଡ଼ିଶା
Died୮ ଅଗଷ୍ଟ ୨୦୧୦(2010-08-08) (ବୟସ ୭୧)
Resting placeଭୁବନେଶ୍ୱର
Nationality ଭାରତୀୟ
Other namesଆଧୁନିକ ଓଡିଶାର ସାଲବେଗ
Educationସଂଗୀତ ବିଶାରଦ
Alma materକ୍ଷ୍ରୀଷ୍ଟ କଲେଜିଏଟ ସ୍କୁଲ, ଗନ୍ଧର୍ବ ମହାବିଦ୍ୟାଳୟ
Known forଓଡ଼ିଆ ଗାୟକ ଓ ସଙ୍ଗୀତକାର
Spouseନାଇମା ଆଲାମ


ସିକନ୍ଦର ଆଲାମ, ଓଡ଼ିଆ ଚଳଚିତ୍ର ଜଗତର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟକ । [୧] [୨]ତାଙ୍କର ଜଗନ୍ନାଥ ଜଣାଣ ଓ ଭଜନ ପାଇଁ, ସେ ଓଡିଶାର ଘରେ ଘରେ ପରିଚିତ ।[୩] ତାଙ୍କୁ ଆଧୁନିକ ଓଡିଶାର ସାଲବେଗ ହିସାବରେ ଅଭିହିତ କରାଯାଏ ।

ବାଲ୍ଯ ଜୀବନ ଓ ଶିକ୍ଷା

ସିକନ୍ଦର ଆଲାମ, ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, କଟକ ଜିଲ୍ଲା ବୈଆଳିଶି ମୌଜା ବ୍ଳକର ରାଉତରାପୁର ଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁ ରେ ହିଁ କଟିଥିଲା । ପରବର୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ କଟକକୁ ଚାଲିଆସିଥିଲେ । କଟକକ୍ଷ୍ରୀଷ୍ଟ କଲେଜିଏଟ ସ୍କୁଲରୁ ମାଟ୍ରିକ ଓ ଷ୍ଟିଵାଟ କଲେଜରୁ ବିଜ୍ଞାନରେ ଇନ୍ଟରମିଡିଏଟ ପାସ କରିଥିଲେ । ତା ପରେ ସେ ପ୍ରସିଧ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ବର ସହ ସଂଗୀତ ବିଶାରଦ ହାସଲ କରିଥିଲେ । [୪]

କର୍ମଜୀବନ

ପରିବାର

ସିକନ୍ଦର ଆଲାମଙ୍କର ପତ୍ନୀ ନାଇମା ଆଲାମ ମଧ୍ଯ ଜଣେ ସୁଗାୟିକା ତଥା ଆକାଶବାଣୀ ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ଯରୁ ବଡ ସୋଫିଆ ଆଲାମ ଜଣେ ଅଭିନେତ୍ରୀ ଓ ସାନ ନାଜିଆ ଆଲାମ ଜଣେ ସୁନାମଧନ୍ଯା କଣ୍ଠଶିଳ୍ପୀ ।[୫]

ସମ୍ମାନ ଓ ପୁରସ୍କାର

ଆଧାର


ବାହାର ଆଧାର