"ସିକନ୍ଦର ଆଲାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେNo edit summary
୧୯ କ ଧାଡ଼ି: ୧୯ କ ଧାଡ଼ି:
|alma_mater = କ୍ଷ୍ରୀଷ୍ଟ କଲେଜିଏଟ ସ୍କୁଲ, ଗନ୍ଧର୍ବ ମହାବିଦ୍ୟାଳୟ
|alma_mater = କ୍ଷ୍ରୀଷ୍ଟ କଲେଜିଏଟ ସ୍କୁଲ, ଗନ୍ଧର୍ବ ମହାବିଦ୍ୟାଳୟ
|religion = [[ହିନ୍ଦୁ ଧର୍ମ]]
|religion = [[ହିନ୍ଦୁ ଧର୍ମ]]
|spouse = ନାୟିମା ଆଲାମ
|spouse = ନାଇମା ଆଲାମ
|children =
|children =
|parents =
|parents =
୩୨ କ ଧାଡ଼ି: ୩୨ କ ଧାଡ଼ି:
'''ସିକନ୍ଦର ଆଲାମ''', [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ଚଳଚିତ୍ର ଜଗତ]]ର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟକ । ତାଙ୍କର [[ଜଗନ୍ନାଥ]] ଜଣାଣ ଓ ଭଜନ ପାଇଁ, ସେ [[ଓଡିଶା]]ର ଘରେ ଘରେ ପରିଚିତ । ତାଙ୍କୁ ଆଧୁନିକ [[ଓଡିଶା]]ର [[ସାଲବେଗ]] ହିସାବରେ ଅଭିହିତ କରାଯାଏ ।

==ପ୍ରାରମ୍ଭିକ ଜୀବନ==
==ବାଲ୍ଯ ଜୀବନ ଓ ଶିକ୍ଷା==
'''ସିକନ୍ଦର ଆଲାମ''', ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, [[କଟକ]] ଜିଲ୍ଲା ବୈଆଳିଶି ମୌଜା ବ୍ଳକର ରାଉତରାପୁର ଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁ ରେ ହିଁ କଟିଥିଲା । ପରବର୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ [[କଟକ]]କୁ ଚାଲିଆସିଥିଲେ । [[କଟକ]] ର [[କ୍ଷ୍ରୀଷ୍ଟ କଲେଜିଏଟ ସ୍କୁଲ]]ରୁ ମାଟ୍ରିକ ଓ [[ଷ୍ଟିଵାଟ କଲେଜ]]ରୁ ବିଜ୍ଞାନରେ ଇନ୍ଟରମିଡିଏଟ ପାସ କରିଥିଲେ । ତା ପରେ ସେ ପ୍ରସିଧ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ବର ସହ ସଂଗୀତ ବିଶାରଦ ହାସଲ କରିଥିଲେ । <ref>http://www.orissadiary.com/CurrentNews.asp?id=20439</ref>

==କର୍ମଜୀବନ==
==କର୍ମଜୀବନ==

==ପରିବାର==
'''ସିକନ୍ଦର ଆଲାମ'''ଙ୍କର ପତ୍ନୀ ନାଇମା ଆଲାମ ମଧ୍ଯ ଜଣେ ସୁଗାୟିକା ତଥା [[ଆକାଶବାଣୀ]] ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ଯରୁ ବଡ [[ସୋଫିଆ ଆଲାମ]] ଜଣେ ଅଭିନେତ୍ରୀ ଓ ସାନ [[ନାଜିଆ ଆଲାମ]] ଜଣେ ସୁନାମଧନ୍ଯା କଣ୍ଠଶିଳ୍ପୀ ।

==ସମ୍ମାନ ଓ ପୁରସ୍କାର==
==ସମ୍ମାନ ଓ ପୁରସ୍କାର==

୧୩:୧୬, ୧ ଅଗଷ୍ଟ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ସିକନ୍ଦର ଆଲାମ
ଜନ୍ମ
ମହମ୍ମଦ ସିକନ୍ଦର ଆଲାମ

(1939-07-27)୨୭ ଜୁଲାଇ ୧୯୩୯
ବୈଆଳିଶି ମୌଜା, କଟକ, ଓଡ଼ିଶା
ମୃତ୍ୟୁ୮ ଅଗଷ୍ଟ ୨୦୧୦(2010-08-08) (ବୟସ ୭୧)
ଭୁବନେଶ୍ୱର
ଜାତୀୟତା ଭାରତୀୟ
ଅନ୍ୟ ନାମଆଧୁନିକ ଓଡିଶାର ସାଲବେଗ
ଶିକ୍ଷାସଂଗୀତ ବିଶାରଦ
ଶିକ୍ଷାନୁଷ୍ଠାନକ୍ଷ୍ରୀଷ୍ଟ କଲେଜିଏଟ ସ୍କୁଲ, ଗନ୍ଧର୍ବ ମହାବିଦ୍ୟାଳୟ
ପ୍ରସିଦ୍ଧିଓଡ଼ିଆ ଗାୟକ ଓ ସଙ୍ଗୀତକାର
ବୈବାହିକ-ସାଥୀନାଇମା ଆଲାମ

ସିକନ୍ଦର ଆଲାମ, ଓଡ଼ିଆ ଚଳଚିତ୍ର ଜଗତର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟକ । ତାଙ୍କର ଜଗନ୍ନାଥ ଜଣାଣ ଓ ଭଜନ ପାଇଁ, ସେ ଓଡିଶାର ଘରେ ଘରେ ପରିଚିତ । ତାଙ୍କୁ ଆଧୁନିକ ଓଡିଶାର ସାଲବେଗ ହିସାବରେ ଅଭିହିତ କରାଯାଏ ।

ବାଲ୍ଯ ଜୀବନ ଓ ଶିକ୍ଷା

ସିକନ୍ଦର ଆଲାମ, ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, କଟକ ଜିଲ୍ଲା ବୈଆଳିଶି ମୌଜା ବ୍ଳକର ରାଉତରାପୁର ଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁ ରେ ହିଁ କଟିଥିଲା । ପରବର୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ କଟକକୁ ଚାଲିଆସିଥିଲେ । କଟକକ୍ଷ୍ରୀଷ୍ଟ କଲେଜିଏଟ ସ୍କୁଲରୁ ମାଟ୍ରିକ ଓ ଷ୍ଟିଵାଟ କଲେଜରୁ ବିଜ୍ଞାନରେ ଇନ୍ଟରମିଡିଏଟ ପାସ କରିଥିଲେ । ତା ପରେ ସେ ପ୍ରସିଧ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ବର ସହ ସଂଗୀତ ବିଶାରଦ ହାସଲ କରିଥିଲେ । [୧]

କର୍ମଜୀବନ

ପରିବାର

ସିକନ୍ଦର ଆଲାମଙ୍କର ପତ୍ନୀ ନାଇମା ଆଲାମ ମଧ୍ଯ ଜଣେ ସୁଗାୟିକା ତଥା ଆକାଶବାଣୀ ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ଯରୁ ବଡ ସୋଫିଆ ଆଲାମ ଜଣେ ଅଭିନେତ୍ରୀ ଓ ସାନ ନାଜିଆ ଆଲାମ ଜଣେ ସୁନାମଧନ୍ଯା କଣ୍ଠଶିଳ୍ପୀ ।

ସମ୍ମାନ ଓ ପୁରସ୍କାର

ଆଧାର

ବାହାର ଆଧାର