"ସନ୍ତୋଷ ଟ୍ରଫି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ବଦଳ ସାରକଥା ଲୁଚାଇଦିଅନ୍ତୁ
Aditya Mahar (ଆଲୋଚନା | ଅବଦାନ) No edit summary |
Aditya Mahar (ଆଲୋଚନା | ଅବଦାନ) No edit summary |
||
==ଲକ୍ଷ୍ୟ==
୧୯୯୬ ପର୍ଯ୍ୟନ୍ତ ସନ୍ତୋଷ ଟ୍ରଫି [[ଭାରତ]]ର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଭାବେ ବିବେଚିତ ହେଇଆସୁଥିଲା ।ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନକୁ ଭିତ୍ତିକରି ଜାତୀୟ ଦଳ ସହ ଅନ୍ୟାନ୍ୟ ଦଳ ଚୟନ କରାଯାଉଥିଲା।କିନ୍ତୁ ୧୯୯୬ରେ [[ନ୍ୟାଶନାଲ ଫୁଟବଲ ଲିଗ]] ଆରମ୍ଭ ହେବା ପରେ ସନ୍ତୋଷ ଟ୍ରଫିର ଗୁରୁତ୍ବ
==ଗଠନ==
ସନ୍ତୋଷ ଟ୍ରଫିର ଫର୍ମାଟ ବାରମ୍ବାର ପରିବର୍ତ୍ତନ ହେଇଛି। ଏବେ ଗ୍ରହଣ କରାଯାଇଥିବା ଫର୍ମାଟରେ ଅଂଶଗ୍ରହଣକାରୀ ଦଳ ଗୁଡିକୁଅଧିକ ମ୍ୟାଚ ଖେଳିବାକୁ ସୁଯୋଗ ମିଳୁଛି।ସେମି ଫାଇନାଲ ମ୍ୟାଚ ନକ୍ ଆଉଟ୍ ଭିତ୍ତିରେ ଖେଳାଯିବ।ନିର୍ଦ୍ଧାରିତ ସମୟରେ ମ୍ୟାଚ ମୀମାଂସା ହୋଇନପାରିଲେ ଅତିରିକ୍ତ ସମୟ ଖେଳାଯିବ।ଏଥିରେ ଗୋଲ୍ଡେନ ଗୋଲ ହେଲେ ମ୍ୟାଚର ଫଳାଫଳ ନିର୍ଣ୍ଣିତ ହେଇପାରିବ।କିନ୍ତୁ ଏଥିରେ ଖେଳ ସମାନ ସ୍ତରରେ ରହିଲେ ପେନାଲ୍ଟି ଶୁଟ୍ ଆଉଟର ପଦ୍ଧତି ଅନୁସୃତ ହେବାର ନିୟମ ରହିଛି।ବର୍ତ୍ତମାନ ୧୭ ଏବଂ ୧୯ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି।ଗୋଟିଏ ହେଲା ଏଲିଟ୍ ଓ ଅନ୍ୟଟି ହେଲା ପ୍ଲେଟ ଡିଭିଜନ।
|