"ବିଶ୍ୱନାଥ ଦାସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ ଲିଙ୍କ |
ବିଶ୍ବନାଥ ଦାସରୁ ମିଶାଇଲି |
||
୩୦ କ ଧାଡ଼ି: | ୩୦ କ ଧାଡ଼ି: | ||
}} |
}} |
||
⚫ | '''ବିଶ୍ଵନାଥ ଦାସ''' ( ୮, ମଈ, ୧୮୮୯ - ୨, ଜୁନ, ୧୯୮୪) ଏକା ଧାରାରେ ଜଣେ [[ଭାରତୀୟ]] ରାଜନେତା, ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ବିଲାତ ଶାସନ (୧୯୩୭ - ୧୯୩୯) କାଳରେ [[ଓଡିଶା]] ପ୍ରୋଭିନ୍ସର [[ପ୍ରଧାନ]] ମନ୍ତ୍ରି ଥିଲେ । ସେ ମଧ୍ୟ [[ଉତରପ୍ରଦେଶ]]ର [[ରାଜ୍ୟପାଳ]] (୧୯୬୨-୧୯୬୭) ଥିଲେ ଏବଂ ସେଷରେ [[ଓଡିଶା]] ପ୍ରଦେଶର [[ମୁଖ୍ୟମନ୍ତ୍ରି]] (୧୯୭୧-୧୯୭୨) ଥିଲେ ।<ref>http://orissa.gov.in/e-magazine/orissaannualreference/ORA-2005/pdf/bio-data_of_chief_minister.pdf</ref> ସେ ଇଂରେଜ ଅଧିନସ୍ଥ ଭାରତ ରେ ସ୍ଵତନ୍ତ୍ର [[ଓଡିଶା]] ର ପ୍ରଥମ ପ୍ରଧାନମନ୍ତ୍ରୀ(୧୯୩୭-୩୯) ,୧୯୬୨ ରୁ ୧୯୬୭ ଯାଏଁ [[ଉତ୍ତର ପ୍ରଦେଶ]]ର ରାଜ୍ୟପାଳ ଏବଂ ଶେଷ ରେ ଓଡିଶା ର ମୁଖ୍ୟମନ୍ତ୍ରୀ ୧୯୭୧ ରୁ ୧୯୭୨ ଯାଏଁ ହେଇଥିଲେ । |
||
==ପ୍ରାରମ୍ଭିକ ଜୀବନ== |
|||
ବିଶ୍ବନାଥ ଦାସ ୮ ମଈ ୧୮୮୯ ମସିହାରେ, ମଧୁସୁଦନ ଦାସଙ୍କ ଔରସରୁ [[ଓଡିଶା]]ର [[ଗଞ୍ଜାମ]] ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ [[ରେଭେନ୍ସା]] ମହାବିଦ୍ୟାଳୟରୁ ସ୍ନାତକରେ ଉତିର୍ନ ହେଲାପରେ [[କଲିକତା]] [[ବିଶ୍ବବିଦ୍ୟାଳୟ]]ରୁ ଆଇନ ରେ ସ୍ନାତକ ହେଲେ । [[ମାଡ୍ରାସ]] ଠାରେ ଆଇନ ବେବସାୟ କରୁଥିବା ସମୟରେ ସେ ୧୯୨୧ ମସିହାରେ [[ଭାରତୀୟ ଜାତୀୟ କଙ୍ଗ୍ରେସ]] ରେ ଯୋଗଦେଲେ । ସେହିବର୍ଷ ସେ ମଧ୍ୟ [[ଗଞ୍ଜାମ]] [[ଜିଲ୍ଲା]]ର [[ଛତ୍ରପୁର]] ତାଲୁକା ପରିଷଦକୁ ସଭାପତି ପଦକୁ ନିର୍ବାଚିତ ହୋଇଥିଲେ । |
|||
==ରାଜନୀତି== |
|||
ବିଶ୍ବନାଥ ଦାସ [[ମାଡ୍ରାସ]] କାଉନ୍ସିଲକୁ ତିନିଥର (୧୯୨୦ -୧୯୨୯) ନିର୍ବାଚିତ ହୋଇଥିଲେ । ପରେ ସେ ସ୍ବାଧିନତା ସଙ୍ଗ୍ରାମରେ ଭାଗ ନେବାପାଇଁ କାଉନ୍ସିଲରୁ ଇସ୍ତଫା ଦେଇଥିଲେ ଓ ବାରମ୍ବାର ଜେଲ ଯାଇଥିଲେ । ସ୍ବତନ୍ତ୍ର [[ଓଡିଶା]] ପ୍ରଦେଶ ଗଠନରେ ତାଙ୍କର ପ୍ରଚେଷ୍ଟା ପ୍ରଣିଧାନ ଯୋଗ୍ୟ । ୧୯୩୬ ମସିହାରେ ସ୍ବତନ୍ତ୍ର [[ଓଡିଶା]] ପ୍ରଦେଶ ଗଠନ ହେଲାପରେ ସେ ୧୯୩୭ ମଶିହାରେ [[ଓଡିଶା]]ର ପ୍ରଥମ [[ପ୍ରଧାନ ମନ୍ତ୍ରୀ]] ହୋଇଥିଲେ । ପରେ ସେ ଦ୍ବତୀୟ ବିସ୍ବଯୁଧ୍ୟ ହେବାରୁ ୧୯୪୨ ମସିହାରେ ଇସ୍ତଫା ଦେଇଥିଲେ । ସେ ୧୯୪୭ ରୁ ୧୯୫୨ ପର୍ଯ୍ୟନ୍ତ [[ଭାରତୀୟ]] ସମ୍ବିଧାନ ସଭାର ସଦସ୍ୟ ଥିଲେ । ସେ ଅନେକ ଥର [[ଓଡିଶା]] ପ୍ରଦେଶ କଙ୍ଗ୍ରେଶ କମିଟିର ସଭାପତି ଥିଲେ । ପରେ ୧୯୭୧-୧୯୭୨ ରେ ସେ [[ଓଡିଶା]]ର ମୁଖ୍ୟମନ୍ତ୍ରି ହୋଇଥିଲେ । |
|||
==ଶେଷ ଜିବନ== |
|||
ପ୍ରାୟ ଅର୍ଦ୍ଦ ସତାଦ୍ଦି ଧରି ସାମଜିକ ଓ ରାଜନୀତିକ ଜୀବନ ଅତିବାହିତ କଲାପରେ ସେ ୨ ଜୁନ ୧୯୮୪ ରେ ଇହଲିଳା ସମ୍ବରଣ କରିଥିଲେ । |
|||
⚫ | |||
==ଆଧାର== |
==ଆଧାର== |
୧୫:୩୯, ୨୪ ମଇ ୨୦୧୨ ଅନୁସାରେ କରାଯାଇଥିବା ବଦଳ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ବିଶ୍ଵନାଥ ଦାସ | |
---|---|
ଫାଇଲ:BiswanathDas.jpg | |
ଓଡ଼ିଶାର ପ୍ରଧାନମନ୍ତ୍ରୀ | |
କାର୍ଯ୍ୟକାଳ ୧୯ ଜୁଲାଇ ୧୯୩୭ – ୪ ନଭେମ୍ବର ୧୯୩୯ | |
ପୂର୍ବ ଅଧିକାରୀ | କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ |
ପର ଅଧିକାରୀ | ରାଜ୍ୟପାଳ ଶାସନ |
ଉତ୍ତର ପ୍ରଦେଶର ରାଜ୍ୟପାଳ | |
କାର୍ଯ୍ୟକାଳ ୧୬ ଅପ୍ରେଲ ୧୯୬୨ – ୩୦ ଅପ୍ରେଲ ୧୯୬୭ | |
ପୂର୍ବ ଅଧିକାରୀ | ବୁରଗୁଲା ରାମକୃଷ୍ଣ ରାଓ |
ପର ଅଧିକାରୀ | ବେଜଉଆଡା ଗୋପାଳ ରେଡ୍ଡୀ |
ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୩ ଅପ୍ରେଲ ୧୯୭୧ – ୧୪ ଜୁନ ୧୯୭୨ | |
ପୂର୍ବ ଅଧିକାରୀ | ରାଷ୍ଟ୍ରପତି ଶାସନ |
ପର ଅଧିକାରୀ | ନନ୍ଦିନୀ ଶତପଥୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ମାର୍ଚ ୮, ୧୮୮୯ ବେଲଗାଁ ଗଞ୍ଜାମ ଜିଲ୍ଲା |
ମୃତ୍ୟୁ | ଜୁନ ୨ , ୧୯୮୪ କଟକ |
ରାଜନୀତିକ ଦଳ | ସଂଯୁକ୍ତ ସାମ୍ମୁକ୍ଷ |
ଘର | କାଜି ବଜାର ,କଟକ |
ଶିକ୍ଷାନୁଷ୍ଠାନ | ରେଭେନ୍ସା କଲେଜ କଲିକତା ବିଶ୍ୱବିଦ୍ୟାଳୟ |
ବିଶ୍ଵନାଥ ଦାସ ( ୮, ମଈ, ୧୮୮୯ - ୨, ଜୁନ, ୧୯୮୪) ଏକା ଧାରାରେ ଜଣେ ଭାରତୀୟ ରାଜନେତା, ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ବିଲାତ ଶାସନ (୧୯୩୭ - ୧୯୩୯) କାଳରେ ଓଡିଶା ପ୍ରୋଭିନ୍ସର ପ୍ରଧାନ ମନ୍ତ୍ରି ଥିଲେ । ସେ ମଧ୍ୟ ଉତରପ୍ରଦେଶର ରାଜ୍ୟପାଳ (୧୯୬୨-୧୯୬୭) ଥିଲେ ଏବଂ ସେଷରେ ଓଡିଶା ପ୍ରଦେଶର ମୁଖ୍ୟମନ୍ତ୍ରି (୧୯୭୧-୧୯୭୨) ଥିଲେ ।[୧] ସେ ଇଂରେଜ ଅଧିନସ୍ଥ ଭାରତ ରେ ସ୍ଵତନ୍ତ୍ର ଓଡିଶା ର ପ୍ରଥମ ପ୍ରଧାନମନ୍ତ୍ରୀ(୧୯୩୭-୩୯) ,୧୯୬୨ ରୁ ୧୯୬୭ ଯାଏଁ ଉତ୍ତର ପ୍ରଦେଶର ରାଜ୍ୟପାଳ ଏବଂ ଶେଷ ରେ ଓଡିଶା ର ମୁଖ୍ୟମନ୍ତ୍ରୀ ୧୯୭୧ ରୁ ୧୯୭୨ ଯାଏଁ ହେଇଥିଲେ ।
ପ୍ରାରମ୍ଭିକ ଜୀବନ
ବିଶ୍ବନାଥ ଦାସ ୮ ମଈ ୧୮୮୯ ମସିହାରେ, ମଧୁସୁଦନ ଦାସଙ୍କ ଔରସରୁ ଓଡିଶାର ଗଞ୍ଜାମ ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକରେ ଉତିର୍ନ ହେଲାପରେ କଲିକତା ବିଶ୍ବବିଦ୍ୟାଳୟରୁ ଆଇନ ରେ ସ୍ନାତକ ହେଲେ । ମାଡ୍ରାସ ଠାରେ ଆଇନ ବେବସାୟ କରୁଥିବା ସମୟରେ ସେ ୧୯୨୧ ମସିହାରେ ଭାରତୀୟ ଜାତୀୟ କଙ୍ଗ୍ରେସ ରେ ଯୋଗଦେଲେ । ସେହିବର୍ଷ ସେ ମଧ୍ୟ ଗଞ୍ଜାମ ଜିଲ୍ଲାର ଛତ୍ରପୁର ତାଲୁକା ପରିଷଦକୁ ସଭାପତି ପଦକୁ ନିର୍ବାଚିତ ହୋଇଥିଲେ ।
ରାଜନୀତି
ବିଶ୍ବନାଥ ଦାସ ମାଡ୍ରାସ କାଉନ୍ସିଲକୁ ତିନିଥର (୧୯୨୦ -୧୯୨୯) ନିର୍ବାଚିତ ହୋଇଥିଲେ । ପରେ ସେ ସ୍ବାଧିନତା ସଙ୍ଗ୍ରାମରେ ଭାଗ ନେବାପାଇଁ କାଉନ୍ସିଲରୁ ଇସ୍ତଫା ଦେଇଥିଲେ ଓ ବାରମ୍ବାର ଜେଲ ଯାଇଥିଲେ । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ତାଙ୍କର ପ୍ରଚେଷ୍ଟା ପ୍ରଣିଧାନ ଯୋଗ୍ୟ । ୧୯୩୬ ମସିହାରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେଲାପରେ ସେ ୧୯୩୭ ମଶିହାରେ ଓଡିଶାର ପ୍ରଥମ ପ୍ରଧାନ ମନ୍ତ୍ରୀ ହୋଇଥିଲେ । ପରେ ସେ ଦ୍ବତୀୟ ବିସ୍ବଯୁଧ୍ୟ ହେବାରୁ ୧୯୪୨ ମସିହାରେ ଇସ୍ତଫା ଦେଇଥିଲେ । ସେ ୧୯୪୭ ରୁ ୧୯୫୨ ପର୍ଯ୍ୟନ୍ତ ଭାରତୀୟ ସମ୍ବିଧାନ ସଭାର ସଦସ୍ୟ ଥିଲେ । ସେ ଅନେକ ଥର ଓଡିଶା ପ୍ରଦେଶ କଙ୍ଗ୍ରେଶ କମିଟିର ସଭାପତି ଥିଲେ । ପରେ ୧୯୭୧-୧୯୭୨ ରେ ସେ ଓଡିଶାର ମୁଖ୍ୟମନ୍ତ୍ରି ହୋଇଥିଲେ ।
ଶେଷ ଜିବନ
ପ୍ରାୟ ଅର୍ଦ୍ଦ ସତାଦ୍ଦି ଧରି ସାମଜିକ ଓ ରାଜନୀତିକ ଜୀବନ ଅତିବାହିତ କଲାପରେ ସେ ୨ ଜୁନ ୧୯୮୪ ରେ ଇହଲିଳା ସମ୍ବରଣ କରିଥିଲେ ।