"ଗୋଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Robot: Removing as:গোৱা (deleted)
No edit summary
୬୮ କ ଧାଡ଼ି: ୬୮ କ ଧାଡ଼ି:
}}
}}
'ଗୋଆ' [[ଭାରତ]]ର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏକ ରାଜ୍ୟ |କ୍ଷେତ୍ରଫଳ ହିସାବରେ ଏହା ଭାରତର କ୍ଷୁଦ୍ରତମ ତଥା ଜନସଂଖ୍ୟା ହିସାବରେ ଏହା ଭାରତର ଚତୁର୍ଥ କ୍ଷୁଦ୍ର ରାଜ୍ୟ। ଆରବ ସାଗର କୁଳରେ ଥିବା ଏହି ରାଜ୍ୟକୁ ଉତ୍ତରଦିଗରେ ମହାରାଷ୍ଟ୍ର, ପୂର୍ବ ଓ ଦକ୍ଷିଣ ଦିଗରେ କର୍ଣାଟକ ଘେରି ରହିଛି। ଗୋଆ ଭାରତର ସବୁଠାରୁ ଧନୀ ରାଜ୍ୟ। ଏହାର ମୋଟ ଘରୋଇ ଉତ୍ପାଦ (ଜି. ଡ଼ି. ପି.) ଦେଶର ଜି. ଡ଼ି. ପି.ର ଅଢେଇଗୁଣ ଅଧିକ।। ୧୧ମ ବିତ୍ତ କମିଶନ ଗୋଆକୁ ଭିତ୍ତିଭୂମି ପାଇଁ ସବୁଠୁ ଭଲ ରାଜ୍ୟ ଭାବେ ଗଣନା କରିଛନ୍ତି।
'ଗୋଆ' [[ଭାରତ]]ର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏକ ରାଜ୍ୟ |


==ଆଧାର==
==ଆଧାର==

୧୭:୩୫, ୪ ମଇ ୨୦୧୨ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଗୋଆ
गोंय
ଭାରତରେ ଗୋଆର ଅବସ୍ଥାନ
ଭାରତରେ ଗୋଆର ଅବସ୍ଥାନ
ଗୋଆର ମାନଚିତ୍ର
ଗୋଆର ମାନଚିତ୍ର
ଦେଶ ଭାରତ
ସ୍ଥାପନ୩୦ ମଇ ୧୯୮୭
ରାଜଧାନୀପାଣାଜୀ
ବୃହତ୍ତମ ନଗରଭାସ୍କୋ ଡା ଗାମା
ଜିଲ୍ଲା ସଂଖ୍ୟା
Government
 • ରାଜ୍ୟପାଳକେ. ଶଙ୍କରନାରାୟଣନ
 • ମୁଖ୍ୟମନ୍ତ୍ରୀଦିଗମ୍ବର କାମାତ
 • ନ୍ୟାୟପାଳିକାଏକ ନ୍ୟାୟପାଳିକା (୪୦ ଆସନ)
Area
 • ସମୁଦାୟ3,702 km2 (1,429 sq mi)
 • Rank୨୮ଶ
Population
 (୨୦୧୧)
 • Total୧୪୫୭୭୨୩
 • Rank୨୫
 • Density390/km2 (1,000/sq mi)
Time zoneUTC+୦୫:୩୦ (IST)
ISO 3166 codeIN-GA
HDIIncrease ୦.୭୭୯ (ମଧ୍ୟମ)
HDI କ୍ରମାଙ୍କ୩ୟ (୨୦୦୫)
ସାକ୍ଷରତା୮୭%
ସରକାରୀ ଭାଷା କୋଙ୍କଣୀ
Websiteassam.gov.in

'ଗୋଆ' ଭାରତର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏକ ରାଜ୍ୟ |କ୍ଷେତ୍ରଫଳ ହିସାବରେ ଏହା ଭାରତର କ୍ଷୁଦ୍ରତମ ତଥା ଜନସଂଖ୍ୟା ହିସାବରେ ଏହା ଭାରତର ଚତୁର୍ଥ କ୍ଷୁଦ୍ର ରାଜ୍ୟ। ଆରବ ସାଗର କୁଳରେ ଥିବା ଏହି ରାଜ୍ୟକୁ ଉତ୍ତରଦିଗରେ ମହାରାଷ୍ଟ୍ର, ପୂର୍ବ ଓ ଦକ୍ଷିଣ ଦିଗରେ କର୍ଣାଟକ ଘେରି ରହିଛି। ଗୋଆ ଭାରତର ସବୁଠାରୁ ଧନୀ ରାଜ୍ୟ। ଏହାର ମୋଟ ଘରୋଇ ଉତ୍ପାଦ (ଜି. ଡ଼ି. ପି.) ଦେଶର ଜି. ଡ଼ି. ପି.ର ଅଢେଇଗୁଣ ଅଧିକ।। ୧୧ମ ବିତ୍ତ କମିଶନ ଗୋଆକୁ ଭିତ୍ତିଭୂମି ପାଇଁ ସବୁଠୁ ଭଲ ରାଜ୍ୟ ଭାବେ ଗଣନା କରିଛନ୍ତି।

ଆଧାର