"ଭଗବତ ଗୀତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ r2.7.1) (Robot: Adding gl:Bhagavad-ghitá
୩୩ କ ଧାଡ଼ି: ୩୩ କ ଧାଡ଼ି:
[[ar:البهاغافاد غيتا]]
[[ar:البهاغافاد غيتا]]
[[as:শ্ৰীমদ্ভগৱতগীতা]]
[[as:শ্ৰীমদ্ভগৱতগীতা]]
[[bg:Бхагавад гита]]
[[bn:ভগবদ্গীতা]]
[[bn:ভগবদ্গীতা]]
[[bg:Бхагавад гита]]
[[ca:Bhagavad Gita]]
[[ca:Bhagavad Gita]]
[[cs:Bhagavadgíta]]
[[cs:Bhagavadgíta]]
[[da:Bhagavad Gita]]
[[da:Bhagavad Gita]]
[[de:Bhagavad Gita]]
[[de:Bhagavad Gita]]
[[en:Bhagavad Gita]]
[[et:Bhagavadgītā]]
[[el:Μπαγκαβάτ Γκίτα]]
[[el:Μπαγκαβάτ Γκίτα]]
[[es:Bhagavad-guitá]]
[[en:Bhagavad Gita]]
[[eo:Bagavadgito]]
[[eo:Bagavadgito]]
[[es:Bhagavad-guitá]]
[[et:Bhagavadgītā]]
[[fa:بهگود گیتا]]
[[fa:بهگود گیتا]]
[[fi:Bhagavad Gita]]
[[fr:Bhagavad-Gītā]]
[[fr:Bhagavad-Gītā]]
[[fy:Bagavad Gita]]
[[fy:Bagavad Gita]]
[[gl:Bhagavad-ghitá]]
[[gu:ગીતા]]
[[gu:ગીતા]]
[[he:בהגאוואד גיטה]]
[[ko:바가바드 기타]]
[[hi:श्रीमद्भगवद्गीता]]
[[hi:श्रीमद्भगवद्गीता]]
[[hr:Bhagavad Gita]]
[[hr:Bhagavad Gita]]
[[hu:Bhagavad-gíta]]
[[id:Bhagawadgita]]
[[id:Bhagawadgita]]
[[is:Bhagavad Gita]]
[[is:Bhagavad Gita]]
[[it:Bhagavadgītā]]
[[it:Bhagavadgītā]]
[[ja:バガヴァッド・ギーター]]
[[he:בהגאוואד גיטה]]
[[jv:Bhagawad Gita]]
[[jv:Bhagawad Gita]]
[[kn:ಭಗವದ್ಗೀತೆ]]
[[ka:ბჰაგავადგიტა]]
[[ka:ბჰაგავადგიტა]]
[[kn:ಭಗವದ್ಗೀತೆ]]
[[ko:바가바드 기타]]
[[la:Bhagavadgita]]
[[la:Bhagavadgita]]
[[lt:Bhagavadgita]]
[[lt:Bhagavadgita]]
[[hu:Bhagavad-gíta]]
[[mk:Бхагавад-гита]]
[[mk:Бхагавад-гита]]
[[ml:ഭഗവദ്ഗീത]]
[[ml:ഭഗവദ്ഗീത]]
[[mr:भगवद्‌गीता]]
[[mr:भगवद्‌गीता]]
[[ms:Bhagavad Gita]]
[[ms:Bhagavad Gita]]
[[nl:Bhagavad gita]]
[[ne:श्रीमद्भगवद्गीता]]
[[ne:श्रीमद्भगवद्गीता]]
[[new:श्रीमदभागवत गीता]]
[[new:श्रीमदभागवत गीता]]
[[nl:Bhagavad gita]]
[[ja:バガヴァッド・ギーター]]
[[no:Bhagavadgita]]
[[nn:Bhagavad-gita]]
[[nn:Bhagavad-gita]]
[[pnb:گیتا]]
[[no:Bhagavadgita]]
[[pl:Bhagawadgita]]
[[pl:Bhagawadgita]]
[[pnb:گیتا]]
[[pt:Bagavadguitá]]
[[pt:Bagavadguitá]]
[[ro:Bhagavad Gita]]
[[ro:Bhagavad Gita]]
୮୧ କ ଧାଡ଼ି: ୮୩ କ ଧାଡ଼ି:
[[sk:Bhagavadgíta]]
[[sk:Bhagavadgíta]]
[[sl:Bhagavad-gita]]
[[sl:Bhagavad-gita]]
[[fi:Bhagavad Gita]]
[[sv:Bhagavad-Gita]]
[[sv:Bhagavad-Gita]]
[[tl:Bhagavad Gita]]
[[ta:பகவத் கீதை]]
[[ta:பகவத் கீதை]]
[[te:భగవద్గీత]]
[[te:భగవద్గీత]]
[[th:ภควัทคีตา]]
[[th:ภควัทคีตา]]
[[tl:Bhagavad Gita]]
[[tr:Bhagavadgita]]
[[tr:Bhagavadgita]]
[[uk:Бгаґавад-Ґіта]]
[[uk:Бгаґавад-Ґіта]]

୧୬:୨୭, ୨୦ ମାର୍ଚ୍ଚ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଶ୍ରୀମଦଭଗବତଗୀତା ବା ଗୀତା ହେଉଛି ମହାଭାରତର ଅଂଶ । ଶ୍ରୀ ବ୍ୟାସଦେବ ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା ୤ ଶ୍ରୀକୃଷ୍ଣ ନିଜ ଉପଦେଶର ଅଧିକାଂଶ ଶ୍ଲୋକରେ ହିଁ କହିଥିଲେ ବ୍ୟାସଦେବ ତାହା ଅବିକଳ ଲିପିବଦ୍ଧ କରିଛନ୍ତି ୤ ଯେଉଁ ଅଂଶ ସେ ଗଦ୍ୟରେ କହିଥିଲେ, ତାହା ବ୍ୟାସଦେବ ନିଜେ ଶ୍ଳୋକବଦ୍ଧ କରିଦେଇଛନ୍ତି; ତା ସଙ୍ଗେ ସଙ୍ଗେ ସେ ଅର୍ଜୁନ, ସଞ୍ଜୟ ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ ଭାଷାରେ ଶ୍ଳୋକବଦ୍ଧ କରିଛନ୍ତି ୤ ଗୀତାରେ ପ୍ରକୃତ ଶ୍ରୀକୃଷ୍ଣ କଥିତ ଶ୍ଳୋକସଂଖ୍ୟା ୬୨୦, ଅର୍ଜୁନ କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକ ସଂଖ୍ୟା ୬୭ ଏବଂ ଧୃତରାଷ୍ଟ୍ରଙ୍କ ଦ୍ଵାରା ଗୋଟିଏ ଶ୍ଳୋକ କଥିତ । ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର ଅଧ୍ୟାୟରେ ବିଭକ୍ତ କରି ମହାଭାରତର ଅଂଶଭାବେ ଯୋଗ କରିଛନ୍ତି ୤

ଭଗବତ ଗୀତା, ୧୯ଶତକର ତାଳପୋଥି

ଗୀତାର ୧୮ଟି ଅଧ୍ୟାୟ ହେଉଛି ୧୮ଟି ଯୋଗ୤ ପ୍ରଥମ ୬ଅଧ୍ୟାୟରେ ନିଷ୍କାମ କର୍ମଯୋଗ, ଦ୍ବିତୀୟ ୬ଅଧ୍ୟାୟରେ ଭକ୍ତିଯୋଗ ଏବଂ ଶେଷ ୬ଅଧ୍ୟାୟରେ ଜ୍ଞାନଯୋଗ ବର୍ଣ୍ଣନା କରାଯାଇଛି ୤

  • ପ୍ରଥମ ଅଧ୍ୟାୟ: ଅର୍ଜୁନଙ୍କ ବିଷାଦ ଯୋଗ ୤ କଠୋର କର୍ତ୍ତବ୍ୟ ନିକଟରେ ବନ୍ଧୁବାନ୍ଧବ, କୁଟୁମ୍ବ, ଭାଇ ଓ ପିତାମାତା ଆଦିଙ୍କର ସ୍ଥାନ ନାହିଁ ୤ ଏମାନଙ୍କ ଅନୀତିକୁ ପ୍ରଶ୍ରୟ ଦେଲେ କର୍ତ୍ତବ୍ୟରେ ଅବହେଳା ହୁଏ ବୋଲି ଶ୍ରୀକୃଷ୍ଣ କହୁଛନ୍ତି ୤
  • ଦ୍ବିତୀୟ ଅଧ୍ୟାୟ: ସାଂଖ୍ୟଯୋଗ: ଏଥିରେ ମୁଖ୍ୟତଃ ଆତ୍ମତତ୍ତ୍ବ ଆଲୋଚିତ ହୋଇଛି ୤ ମନୁଷ୍ୟ ସ୍ଥିତପ୍ରଜ୍ଞ ହେଲେ ଆତ୍ମବଶୀଭୂତ ଇନ୍ଦ୍ରିୟ ମାଧ୍ୟମରେ କର୍ମକରି ମଧ୍ୟ କର୍ମରେ ଆବଦ୍ଧ ହୁଅନ୍ତି ନାହିଁ ବୋଲି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ୤
  • ତୃତୀୟ ଅଧ୍ୟାୟ: କର୍ମଯୋଗ: ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମର ମାହତ୍ମ୍ୟ ଏବଂ ନିଷ୍କାମ କର୍ମର ପ୍ରେରଣା ଦେଇଛନ୍ତି ୤
  • ଚତୁର୍ଥ ଅଧ୍ୟାୟ: ଜ୍ଞାନ ଯୋଗ: ଏଥିରେ ଶ୍ରୀକୃଷ୍ଣ ଜ୍ଞାନର ସ୍ବରୂପ, ଆତ୍ମଜ୍ଞାନର ପ୍ରୟୋଜନୀୟତା ଓ ମାହତ୍ମ୍ୟ ବୁଝାଇଛନ୍ତି ୤
  • ପଞ୍ଚମ ଅଧ୍ୟାୟ: ସନ୍ନ୍ୟାସ ଯୋଗ: ଏଥିରେ ଶ୍ରୀକୃଷ୍ଣ
  • ଷଷ୍ଠ ଅଧ୍ୟାୟ: ଧ୍ୟାନଯୋଗ: ଏଥିରେ ଶ୍ରୀକୃଷ୍ଣ ଚଞ୍ଚଳ ମନ ଅର୍ଥାତ ଚିତ୍ତବୃତ୍ତିକୁ ନିରୋଧ କରିବା ପାଇଁ ଧ୍ୟାନ ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି ୤
  • ସପ୍ତମ ଅଧ୍ୟାୟ: ବିଜ୍ଞାନଯୋଗ: ଏଥିରେ ଭଗବାନଙ୍କର ସ୍ବରୂପ ବିଷୟରେ ଆଲୋଚନା କରାଯାଇଛି ୤
  • ଅଷ୍ଟମ ଅଧ୍ୟାୟ: ଅକ୍ଷୟ ବ୍ରହ୍ମ ଯୋଗ:
  • ନବମ ଅଧ୍ୟାୟ: ରାଜଯୋଗ:
  • ଦଶମ ଅଧ୍ୟାୟ: ବିଭୂତି ଯୋଗ:
  • ଏକାଦଶ ଅଧ୍ୟାୟ: ବିଶ୍ବରୂପ ଦର୍ଶନ ଯୋଗ:
  • ଦ୍ବାଦଶ ଅଧ୍ୟାୟ: ଭକ୍ତି ଯୋଗ:
  • ତ୍ରୟୋଦଶ ଅଧ୍ୟାୟ: ଏଥିରେ ପ୍ରକୃତି ଓ ପୁରୁଷ, ଦେହ ଓ ଆତ୍ମା, ଜ୍ଞାନ ଓ ଜ୍ଞେୟ ଇତ୍ୟାଦି ତତ୍ତ୍ବ ବିଷୟରେ ଶ୍ରୀକୃଷ୍ଣ କହିଛନ୍ତି ୤
  • ଚତୁର୍ଦ୍ଦଶ ଅଧ୍ୟାୟ: ତ୍ରିଗୁଣ ବିଭାଗ ଯୋଗ: ଏଥିରେ ଶ୍ରୀକୃଷ୍ଣ ସୃଷ୍ଟି ରହସ୍ୟ, ପୁରୁଷର ସଂସାର ବନ୍ଧନ, ସାତ୍ତ୍ବିକ ଆଦି ତ୍ରିବିଧ ଗୁଣର ଲକ୍ଷଣ ବର୍ଣ୍ଣନା କରିଛନ୍ତି ୤
  • ପଞ୍ଚଦଶ ଅଧ୍ୟାୟ: ପୁରୁଷୋତ୍ତମ ଯୋଗ: ଏଥିରେ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ଅନନ୍ୟ ଚିତ୍ତରେ ଭଗବାନଙ୍କୁ ଭଜନ କରନ୍ତି, ସେ ତ୍ରିଗୁଣାତୀତ ହୋଇ ବ୍ରହ୍ମଭାବରେ ନିମଜ୍ଜିତ ହୁଅନ୍ତି ୤
  • ଷୋଡ଼ଷ ଅଧ୍ୟାୟ: ଦୈବାସୁର ସମ୍ପଦ ବିଭାଗ ଯୋଗ୤
  • ସପ୍ତଦଶ ଅଧ୍ୟାୟ: ଶ୍ରଦ୍ଧାତ୍ରୟ ବିଭାଗ ଯୋଗ: ଏଥିରେ ଶ୍ରୀକୃଷ୍ଣ ତ୍ରିବିଧ ଶ୍ରଦ୍ଧା, ତ୍ରିବିଧ ଆହାର ଓ କର୍ମରେ ବ୍ରହ୍ମ ନିର୍ଦ୍ଦେଶ ସମ୍ବନ୍ଧରେ ବିଶଦ୍‌ ଆଲୋଚନା କରିଛନ୍ତି ୤
  • ଅଷ୍ଟାଦଶ ଅଧ୍ୟାୟ: ମୋକ୍ଷଯୋଗ ୤ ଏଥିରେ କର୍ମତତ୍ତ୍ବର ବିଶ୍ଲେଷଣ, କର୍ମଯୋଗରେ ମୋକ୍ଷଲାଭର ଉପାୟ, ସର୍ବଧର୍ମ ତ୍ୟାଗ ଅଭୟବାଣୀ ଓ ଶରଣାଗତ ସମ୍ବନ୍ଧରେ ବିସ୍ତୃତ ବର୍ଣ୍ଣନା କରାଯାଇ ଉପସଂହାରରେ କୁହାଯାଇଛି:

“ସର୍ବଧର୍ମାନ ପରିତ୍ୟଜ ମାକେକଂ ଶରଣଂ ବ୍ରଜ ଅହଂ ତ୍ବାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ ଯତ୍ର ଯୋଗେଶ୍ବରଃ କୃଷ୍ଣୋ ଯତ୍ର ପାର୍ଥୋ ଧନୁର୍ଧରଃ ତତ୍ର ଶୀର୍ବିଜୟୋ ଭୂତିର୍ଧୃବା ନୀତିର୍ମତିର୍ମମ ୤’’