"ଜଗନ୍ନାଥଙ୍କ ବେଶ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେNo edit summary |
ଟିକେNo edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
[[ଜଗନ୍ନାଥ]] ସଂସ୍କୃତିରେ ଉଲ୍ଲେଖ ଥିବା [[ଜଗନ୍ନାଥ]] ମହାପ୍ରଭୁଙ୍କର ବିଭିନ୍ନ ପ୍ରକାର ବେଶ ହେଲା: |
[[ଜଗନ୍ନାଥ]] ସଂସ୍କୃତିରେ ଉଲ୍ଲେଖ ଥିବା [[ଜଗନ୍ନାଥ]] ମହାପ୍ରଭୁଙ୍କର ବିଭିନ୍ନ ପ୍ରକାର ବେଶ ହେଲା: |
||
# ନବଯୌବନ ବେଶ |
# ନବଯୌବନ ବେଶ |
||
# ବାଚେରୀ ବେଶ |
# [[ବାଚେରୀ ବେଶ]] |
||
# [[ରାଧାଦାମୋଦର ବେଶ]]: ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ପ୍ରତ୍ୟେକ ବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ [[କାର୍ତ୍ତିକ]] ଶୁକ୍ଳ [[ଦଶମୀ]] ପର୍ଯ୍ୟନ୍ତ ଦୀର୍ଘ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ |
# [[ରାଧାଦାମୋଦର ବେଶ]]: ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ପ୍ରତ୍ୟେକ ବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ [[କାର୍ତ୍ତିକ]] ଶୁକ୍ଳ [[ଦଶମୀ]] ପର୍ଯ୍ୟନ୍ତ ଦୀର୍ଘ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ |
||
# [[ଠିଆକିଆ ବେଶ]] ବା ଲକ୍ଷ୍ମୀନାରାୟଣ ବେଶ: [[କାର୍ତ୍ତିକ]] ଶୁକ୍ଳ [[ଏକାଦଶୀ]] |
# [[ଠିଆକିଆ ବେଶ]] ବା ଲକ୍ଷ୍ମୀନାରାୟଣ ବେଶ: [[କାର୍ତ୍ତିକ]] ଶୁକ୍ଳ [[ଏକାଦଶୀ]] |
୧୬:୪୨, ୧୧ ମାର୍ଚ୍ଚ ୨୦୧୨ ଅନୁସାରେ କରାଯାଇଥିବା ବଦଳ
ଜଗନ୍ନାଥ ସଂସ୍କୃତିରେ ଉଲ୍ଲେଖ ଥିବା ଜଗନ୍ନାଥ ମହାପ୍ରଭୁଙ୍କର ବିଭିନ୍ନ ପ୍ରକାର ବେଶ ହେଲା:
- ନବଯୌବନ ବେଶ
- ବାଚେରୀ ବେଶ
- ରାଧାଦାମୋଦର ବେଶ: ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ପ୍ରତ୍ୟେକ ବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ
- ଠିଆକିଆ ବେଶ ବା ଲକ୍ଷ୍ମୀନାରାୟଣ ବେଶ: କାର୍ତ୍ତିକ ଶୁକ୍ଳ ଏକାଦଶୀ
- ବାଙ୍କଚୂଡ଼ା ବେଶ ବା ବାମନ ବେଶ: କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ
- ଆଡ଼କିଆ ବେଶ ବା ତ୍ରିବିକ୍ରମ ବେଶ: କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ
- ଡାଳିକିଆ ବେଶ ବା ଲକ୍ଷ୍ମୀନୃସିଂହ ବେଶ: କାର୍ତ୍ତିକ ଶୁକ୍ଳଚତୁର୍ଦ୍ଦଶୀ
- ରାଜରାଜେଶ୍ଵର ବେଶ ବା ସୁନା ବେଶ: କାର୍ତ୍ତିକ ପୂର୍ଣ୍ଣିମା
- ନାଗାର୍ଜୁନ ବେଶ
- ବଳିବାମନ ବେଶ
- ଗିରି ଗୋବର୍ଦ୍ଧନ ବେଶ
- କୃଷ୍ଣ ବଳରାମ ବେଶ
- ପ୍ରଳମ୍ବାସୁରବଧ ବେଶ: ଭାଦ୍ରବ ମାସ କୃଷ୍ଣପକ୍ଷ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ପ୍ରଳମ୍ବାସୁର ବଧ ବେଶରେ ସଜ୍ଜିତ କରାଯାଏ ଠାକୁରମାନଙ୍କ ମଧ୍ୟାହ୍ନଧୂପ ନୀତି ଶେଷ ହେବାପରେ ଏହି ବେଶ କରାଯାଇଥାଏ
- କାଳୀୟଦଳନ ବେଶ
- ପଦ୍ମମୁଖ ବେଶ
- ଝୁଲଣ ବେଶ
- ଗଜ ଉଦ୍ଧାରଣ ବେଶ: ମାଘମାସ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ
- ନିତ୍ୟ ଧୂପ ବେଶ
- ନିତ୍ୟ ତଡ଼ପ ଉତ୍ତରା ବେଶ
- ଘୋଡ଼ାଲାଗି ବେଶ
- ପୁଷ୍ୟାଭିଷେକ ବେଶ
- ମକରଚୌରାସୀ ବେଶ
- ବଡ଼ଶୃଙ୍ଗାର ବେଶ
- ଶ୍ରାଦ୍ଧ ବେଶ
- ଶ୍ରୀରଘୁନାଥ ବେଶ
- ଦୋଳପୂର୍ଣ୍ଣିମା ବେଶ
- ନବାଙ୍କ ବେଶ
- ବଣଭୋଜି ବେଶ
- ସୁନାବେଶ ବା ବଡ଼ତଢ଼ାଉ ବେଶ: ଆଷାଢ଼ ଶୁକ୍ଳ ଏକାଦଶୀ
- ଟାହ୍ୟାଲାଗି ବେଶ
- ଗଣପତି ବେଶ
- ସେନାପଟାଲାଗି ବେଶ
- ଚନ୍ଦନଲାଗି ବେଶ
ଆହୁରି ଦେଖନ୍ତୁ
ଆଧାର
- ସମାଜ ସାପ୍ତାହିକ, ୨-୮ ଜୁଲାଇ ୨୦୧୧,ପୃଷ୍ଠା-୦୪