"ଶରତ ପୂଜାରୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେNo edit summary |
ଟିକେNo edit summary |
||
୧୬ କ ଧାଡ଼ି: | ୧୬ କ ଧାଡ଼ି: | ||
==ଶିକ୍ଷା ଓ ପ୍ରାରମ୍ଭିକ ଜୀବନ== |
==ଶିକ୍ଷା ଓ ପ୍ରାରମ୍ଭିକ ଜୀବନ== |
||
ତାଙ୍କର ବାଳଶିକ୍ଷା [[ଓଡ଼ିଶା]]ର ଅନେକ ସ୍କୁଲରେ ସରିଥିଲା । ତାହାପରେ ସେ [[ଅର୍ଥନୀତି]]ରେ ସ୍ନାତକ ଓ ୧୯୫୬ରେ [[ଚିତ୍ରାଙ୍କନ]]ରେ [[ |
ତାଙ୍କର ବାଳଶିକ୍ଷା [[ଓଡ଼ିଶା]]ର ଅନେକ ସ୍କୁଲରେ ସରିଥିଲା । ତାହାପରେ ସେ [[ଅର୍ଥନୀତି]]ରେ ସ୍ନାତକ ଓ ୧୯୫୬ରେ [[ଚିତ୍ରାଙ୍କନ]]ରେ [[ଆହ୍ଲାବାଦ ବିଶ୍ଵବିଦ୍ୟାଳୟ]]ରୁ ଡିପ୍ଲୋମା ସାରିଥିଲେ । ତାଙ୍କର ପ୍ରଥମ ଚାକିରି ବ୍ଲକ ଡିଜାଇନର ଓ ପବ୍ଲିସିଟି ଏଜେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ୧୯୫୯ରେ ସେ "ଅର୍ଥନୀତି"ର ଅଧ୍ୟାପକ ଭାବରେ [[ବରଗଡ଼]]ର ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ ।<ref>[http://Panchayat%20College,Bargarh Panchayat College,Bargarh]</ref> |
||
<!--.Left as Acting Principal from Panchayat College,Bargarh in 1966.Joined tapang Light Foundery,Nayagarh, as Works Manager.Left service and became a free-lance film actor from September 1966 to September 1968 to learn the technique of Film-making. After that he had became principal at the young age of 34 in [http://Larambha%20CollegeC [[Larambha College]]], [[Bargarh]].Nominated by the State Govt of Orissa as member of the [http://Orissa%20Sangeeta%20Natak%20Academy Orissa Sangeeta Natak Academy], Member of the Board of Director of Film Development Corporation of Orissa,Cuttack.He retired as a principal of Sangeet Nataka college,Bhubaneswar.--> |

୫୩ କ ଧାଡ଼ି: | ୫୩ କ ଧାଡ଼ି: | ||
|- |
|- |
||
|} |
|} |
||
== ପୁରସ୍କାର ଓ ସମ୍ମାନ == |
|||
* [[ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ]] (୨୦୦୭) |
|||
==ଆଧାର== |
==ଆଧାର== |
୦୯:୪୪, ୨୭ ଜାନୁଆରୀ ୨୦୧୨ ଅନୁସାରେ କରାଯାଇଥିବା ବଦଳ
ଶରତ ପୂଜାରୀ | |
---|---|
ଜନ୍ମ | ଶରତ ପୂଜାରୀ ୮ ଅଗଷ୍ଟ ୧୯୩୪
(୭୭ ବର୍ଷ) |
ବୃତ୍ତି | ଅଭିନେତା (ଓଡ଼ିଆ) |
ସକ୍ରିୟ ବର୍ଷ | ୬୦ ଦଶକ-ଏବେଯାଏଁ |
ଶରତ ପୂଜାରୀ ଜଣେ ଖ୍ୟାତନାମା ଓଡ଼ିଆ ସିନେ ଅଭିନେତା । ତାଙ୍କର ଜନ୍ମ ୮ ଅଗଷ୍ଟ ୧୯୩୪ରେ ଓଡ଼ିଶାର ନୟାଗଡ଼ ଜିଲାରେ ହୋଇଥିଲା ।
ସେ ୬୦ ଦଶକର ଆରମ୍ଭରୁ ଏବେ ଯାଏଁ ଓଡ଼ିଆ ସିନେମା ଜଗତରେ ଜଣେ ସକ୍ରିୟ ଅଭିନେତା ଭାବରେ ଅନେକ ସଫଳ ଚଳଚ୍ଚିତ୍ରର ଅଭିନୟ କରିସାରିଛନ୍ତି ।
ଶିକ୍ଷା ଓ ପ୍ରାରମ୍ଭିକ ଜୀବନ
ତାଙ୍କର ବାଳଶିକ୍ଷା ଓଡ଼ିଶାର ଅନେକ ସ୍କୁଲରେ ସରିଥିଲା । ତାହାପରେ ସେ ଅର୍ଥନୀତିରେ ସ୍ନାତକ ଓ ୧୯୫୬ରେ ଚିତ୍ରାଙ୍କନରେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରୁ ଡିପ୍ଲୋମା ସାରିଥିଲେ । ତାଙ୍କର ପ୍ରଥମ ଚାକିରି ବ୍ଲକ ଡିଜାଇନର ଓ ପବ୍ଲିସିଟି ଏଜେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ୧୯୫୯ରେ ସେ "ଅର୍ଥନୀତି"ର ଅଧ୍ୟାପକ ଭାବରେ ବରଗଡ଼ର ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ ।[୧]
ଅଭିନୀତ ଓଡ଼ିଆ କଥାଚିତ୍ର
ସିନେମା ନାଆଁ | ଚରିତ୍ର | ଭୂମିକା | ବର୍ଷ |
---|---|---|---|
ମାଟିର ମଣିଷ | ବରଜୁ | ଅଭିନେତା | ୧୯୬୬ |
କା | ଅଭିନେତା | ୧୯୬୬ | |
ଅରୁନ୍ଧତୀ | ମନୋଜ | ଅଭିନେତା | ୧୯୬୭ |
ତଅପୋଇ | ନିର୍ଦ୍ଦେଶକ | ୧୯୭୮ | |
ଅଶାନ୍ତ ଗ୍ରହ | ଶରତ | ଅଭିନେତା-ନିର୍ଦ୍ଦେଶକ | ୧୯୮୨ |
ଅସ୍ତରଙ୍ଗ | ନିର୍ଦ୍ଦେଶକ | ୧୯୮୨ | |
ଅନ୍ଧ ଦିଗନ୍ତ | ଅଭିନେତା | ୧୯୮୮ | |
ଭୂଖା | ଅଭିନେତା | ୧୯୮୯ | |
ଦୃଷ୍ଟି | ଅଭିନେତା | ୧୯୯୦ | |
ଅରଣ୍ୟ ରୋଦନ | ଅଭିନେତା | ୧୯୯୨ | |
ଆରଣ୍ୟକ | ରାଜା ସାହେବ | ଅଭିନେତା | ୧୯୯୪ |
ଶେଷ ଦୃଷ୍ଟି | କେଦାର ବାବୁ | ଅଭିନେତା | ୧୯୯୭ |
ଶୂନ୍ୟସ୍ୱରୂପ | ଅଭିନେତା | ୧୯୯୭ | |
ନୂଆ ବୋଉ | ପ୍ରଯୋଜକ, ଅଭିନେତା | ୧୯୬୨ |
ପୁରସ୍କାର ଓ ସମ୍ମାନ
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ (୨୦୦୭)
ଆଧାର
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ଶରତ ପୂଜାରୀ