"ବରଗଡ଼ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ r2.7.1) (Robot: Adding es:Distrito de Bargarh
ଟିକେNo edit summary
୫୩ କ ଧାଡ଼ି: ୫୩ କ ଧାଡ଼ି:
| registration_plate = OR-17
| registration_plate = OR-17
|blank_name_sec1 = ଜିଲ୍ଲାପାଳ
|blank_name_sec1 = ଜିଲ୍ଲାପାଳ
|blank_info_sec1= ଭାଗିରଥୀ ମିଶ୍ର
|blank_info_sec1= ଭାବଗ୍ରାହୀ ମିଶ୍ର <ref>[http://bargarh.nic.in/DM.htm Incumbency Chart of Collectors]</ref>
| website = {{official|bargarh.nic.in}}
| website = {{official|bargarh.nic.in}}
}}
}}
୮୧ କ ଧାଡ଼ି: ୮୧ କ ଧାଡ଼ି:
** ଗ୍ରାମାଞ୍ଚଳ: ୧,୪୦,୬୪୮
** ଗ୍ରାମାଞ୍ଚଳ: ୧,୪୦,୬୪୮
** ସହରାଞ୍ଚଳ: ୧୫,୫୩୭
** ସହରାଞ୍ଚଳ: ୧୫,୫୩୭
* ପଢୁଆ ହାର: ୭୫.୧୬%
* ସାକ୍ଷରତା ହାର: ୭୫.୧୬%
** ପୁରୁଷ: ୮୪.୨୮%
** ପୁରୁଷ: ୮୪.୨୮%
** ମହିଳା: ୬୫.୮୪%
** ମହିଳା: ୬୫.୮୪%


ଏହି ଜିଲାଟି ଅବିଭକ୍ତ [[ସମ୍ବଲପୁର ଜିଲା|ସମ୍ବଲପୁର]]ରୁ ବିଭକ୍ତ ହୋଇ ତିଆରି ହୋଇଅଛି । [[ମହାନଦୀ]] ଉପରେ ତିଆରି [[ହୀରାକୁଦ]] ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲାର ଉତ୍ତର ଅଧା [[ଧାନ]] ଓ ଅନ୍ୟାନ୍ୟ ଶସ୍ୟ ଚାଷରେ କୃଷିବହୁଳ ।<ref>http://www.navratnanews.com/ ନବରତ୍ନ ଟେଲିଭିଜନ୍</ref>
ଏହି ଜିଲ୍ଲାଟି ଅବିଭକ୍ତ [[ସମ୍ବଲପୁର ଜିଲା|ସମ୍ବଲପୁର]]ରୁ ବିଭକ୍ତ ହୋଇ ତିଆରି ହୋଇଅଛି । [[ମହାନଦୀ]] ଉପରେ ତିଆରି [[ହୀରାକୁଦ]] ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲ୍ଲାର ଉତ୍ତର ଅଧା [[ଧାନ]] ଓ ଅନ୍ୟାନ୍ୟ ଶସ୍ୟ ଚାଷରେ କୃଷିବହୁଳ ।<ref>http://www.navratnanews.com/ ନବରତ୍ନ ଟେଲିଭିଜନ୍</ref>


ବରଗଡ଼ ଜିଲାର ଦୁଇଟି ସଦର-ମହକୁମା, [[ବରଗଡ଼]] ଓ ପଦମପୁର ଓ ୧୨ ଟି ପଞ୍ଚାୟତ ସମିତି (ବ୍ଲକ) ଅଛି । ସେଗୁଡିକ ହେଲା [[ବରଗଡ଼]], ବରପାଲି, ଅତାବିରା, ଭେଡେନ, ସୋହେଲା, ବିଜେପୁର, ପଦମପୁର୍, ଗାଇସିଲେଟ, ପାଈକମାଲ, ଝାରବନ୍ଧ, ଆମ୍ବାଭୋନା ଏବଂ ଭଟଲି ।
ବରଗଡ଼ ଜିଲାର ଦୁଇଟି ସଦର-ମହକୁମା, [[ବରଗଡ଼]] ଓ ପଦମପୁର ଓ ୧୨ ଟି ପଞ୍ଚାୟତ ସମିତି (ବ୍ଲକ) ଅଛି । ସେଗୁଡିକ ହେଲା [[ବରଗଡ଼]], ବରପାଲି, ଅତାବିରା, ଭେଡେନ, ସୋହେଲା, ବିଜେପୁର, ପଦମପୁର୍, ଗାଇସିଲେଟ, ପାଈକମାଲ, ଝାରବନ୍ଧ, ଆମ୍ବାଭୋନା ଏବଂ ଭଟଲି ।


ଏହି ଜିଲ୍ଲାର ଦର୍ଶନୀୟ ସ୍ଥାନ ମାନଙ୍କ ମଧ୍ୟରେ ନୃସିଂହନାଥ ଅନ୍ୟତମ । ଏଠାରେ ତୟୋଦଶ ଶତାବ୍ଦୀ ରେ ନିର୍ମିତ ଏକ ବୈଷ୍ନବ ମନ୍ଦିର ରହିଛି ଯେଉଁଠାରେ ଭଗବାନ ନୃସିଂହ ବିରାଡି ବା ମାର୍ଜାର ରୂପେ ପୁଜା ପାଇଥାନ୍ତି ।
ଏହି ଜିଲ୍ଲାର ଦର୍ଶନୀୟ ସ୍ଥାନ ମାନଙ୍କ ମଧ୍ୟରେ ନୃସିଂହନାଥ ଅନ୍ୟତମ । ଏଠାରେ ତୟୋଦଶ ଶତାବ୍ଦୀ ରେ ନିର୍ମିତ ଏକ ବୈଷ୍ଣବ ମନ୍ଦିର ରହିଛି ଯେଉଁଠାରେ ଭଗବାନ ନୃସିଂହ ବିରାଡ଼ି ବା ମାର୍ଜାର ରୂପେ ପୁଜା ପାଇଥାନ୍ତି ।
<ref>http://www.eodisha.com/nrusinghnath-temple-bargarh-in-orissa/ ଇ-ଓଡିଶା ଵେବ୍ ସାଇଟ୍</ref>
<ref>http://www.eodisha.com/nrusinghnath-temple-bargarh-in-orissa/ ଇ-ଓଡିଶା ଵେବ୍ ସାଇଟ୍</ref>


୯୫ କ ଧାଡ଼ି: ୯୫ କ ଧାଡ଼ି:
{{ଆଧାର}}
{{ଆଧାର}}


== ବାହାର ଲିଙ୍କ ==
== ବାହାର ଆଧାର ==
* [http://bargarh.nic.in/ ସରକାରୀ ଗୃହ ପୃଷ୍ଠା ]
* [http://bargarh.nic.in/ ସରକାରୀ ଗୃହ ପୃଷ୍ଠା ]
* [http://www.navratnanews.com/ ନବରତ୍ନନିଉଜ୍ ଡଟ୍ କମ୍ ]
* [http://www.navratnanews.com/ ନବରତ୍ନନିଉଜ୍ ଡଟ୍ କମ୍ ]

<!--{{coord|21.3425|N|83.6239|E|source:kolossus-dewiki|display=title}}-->



{{Districts of Odisha}}
{{Districts of Odisha}}
{{ଓଡ଼ିଶା}}
{{Odisha}}
{{DEFAULTSORT:Bargarh District}}
{{DEFAULTSORT:Bargarh District}}


[[ବିଭାଗ:ଓଡ଼ିଶାର ଜିଲା]]
[[ଶ୍ରେଣୀ:ଓଡ଼ିଶାର ଜିଲା]]
[[ବିଭାଗ:ଜିଲା]]
[[ଶ୍ରେଣୀ:ଜିଲା]]
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->

[[de:Bargarh (Distrikt)]]
[[de:Bargarh (Distrikt)]]
[[en:Bargarh district]]
[[en:Bargarh district]]

୦୯:୪୭, ୮ ଜାନୁଆରୀ ୨୦୧୨ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବରଗଡ଼
ଜିଲ୍ଲା
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକସଭା ବରଗଡ଼
ଭାଷାଓଡ଼ିଆ, ଇଂରାଜୀ
ବିଧାନସଭା୫ଟି ଆସନ
 
  • ୧. ପଦ୍ମପୁର (୦୦୧)
    ୨. ବିଜେପୁର (୦୦୨)
    ୩. ବରଗଡ଼ (୦୦୩)
    ୪. ଅତାବିରା (୦୦୪)
    ୫. ଭଟ୍‌ଲି (୦୦୫)
Area
 • ଜିଲ୍ଲା5837 km2 (2,254 sq mi)
Population
 (୨୦୧୧)
 • ଜିଲ୍ଲା୧୪୭୮୮୩୩
 • Density253/km2 (660/sq mi)
 • Urban
୧୪୯୭୦୮
 • Rural
୧୩୨୯୧୨୫
 • ୬ ବର୍ଷରୁ କମ ଶିଶୁ
୧୫୬୧୮୫
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୪ xxx
ତାର (ଏସ୍.ଟି.ଡ଼ି)୦୬
ଯାନବାହାନ ପଞ୍ଚୀକରଣOR-17
ଜିଲ୍ଲାପାଳଭାବଗ୍ରାହୀ ମିଶ୍ର [୧]
WebsiteOfficial website

ବରଗଡ଼ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ବରଗଡ଼ ଏହାର ପ୍ରଶାସନିକ ମୁଖ୍ୟ ସହର

ଅବସ୍ଥାନ

ବିଶେଷତା

  • ଆୟତନ: ୫୮୩୨ ବର୍ଗ ମି.
  • ଲୋକସଂଖ୍ୟା: ୧,୩୪୫,୬୦୧
  • ଲୋକସଂଖ୍ୟା ଘନତା: କି.ମି. ପ୍ରତି ୨୩୧

ଜନସଂଖ୍ୟା

୨୦୧୧ ଜନଗଣନା [୨]ଅନୁସାରେ, ବରଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୪,୭୮,୮୩୩ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୨୯,୧୨୫ ଓ ସହରାଞ୍ଚଳରେ ୧,୪୯,୭୦୮ ଲୋକ ବାସ କରନ୍ତି [୩] |

  • ପୁରୁଷ: ୭,୪୮,୩୩୨
    • ଗ୍ରାମାଞ୍ଚଳ: ୬,୭୨,୦୦୪
    • ସହରାଞ୍ଚଳ: ୭୬,୩୨୮
  • ମହିଳା: ୭,୩୦,୫୦୧
    • ଗ୍ରାମାଞ୍ଚଳ: ୬,୫୭,୧୨୧
    • ସହରାଞ୍ଚଳ: ୭୩,୩୮୦
  • ଛ ବର୍ଷରୁ କମ: ୧,୫୬,୧୮୫
    • ଗ୍ରାମାଞ୍ଚଳ: ୧,୪୦,୬୪୮
    • ସହରାଞ୍ଚଳ: ୧୫,୫୩୭
  • ସାକ୍ଷରତା ହାର: ୭୫.୧୬%
    • ପୁରୁଷ: ୮୪.୨୮%
    • ମହିଳା: ୬୫.୮୪%

ଏହି ଜିଲ୍ଲାଟି ଅବିଭକ୍ତ ସମ୍ବଲପୁରରୁ ବିଭକ୍ତ ହୋଇ ତିଆରି ହୋଇଅଛି । ମହାନଦୀ ଉପରେ ତିଆରି ହୀରାକୁଦ ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲ୍ଲାର ଉତ୍ତର ଅଧା ଧାନ ଓ ଅନ୍ୟାନ୍ୟ ଶସ୍ୟ ଚାଷରେ କୃଷିବହୁଳ ।[୪]

ବରଗଡ଼ ଜିଲାର ଦୁଇଟି ସଦର-ମହକୁମା, ବରଗଡ଼ ଓ ପଦମପୁର ଓ ୧୨ ଟି ପଞ୍ଚାୟତ ସମିତି (ବ୍ଲକ) ଅଛି । ସେଗୁଡିକ ହେଲା ବରଗଡ଼, ବରପାଲି, ଅତାବିରା, ଭେଡେନ, ସୋହେଲା, ବିଜେପୁର, ପଦମପୁର୍, ଗାଇସିଲେଟ, ପାଈକମାଲ, ଝାରବନ୍ଧ, ଆମ୍ବାଭୋନା ଏବଂ ଭଟଲି ।

ଏହି ଜିଲ୍ଲାର ଦର୍ଶନୀୟ ସ୍ଥାନ ମାନଙ୍କ ମଧ୍ୟରେ ନୃସିଂହନାଥ ଅନ୍ୟତମ । ଏଠାରେ ତୟୋଦଶ ଶତାବ୍ଦୀ ରେ ନିର୍ମିତ ଏକ ବୈଷ୍ଣବ ମନ୍ଦିର ରହିଛି ଯେଉଁଠାରେ ଭଗବାନ ନୃସିଂହ ବିରାଡ଼ି ବା ମାର୍ଜାର ରୂପେ ପୁଜା ପାଇଥାନ୍ତି । [୫]

ଆଧାର

ବାହାର ଆଧାର