"ଧଉଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟିକେ ଏକଦା ଧଉଳି ପାହାଡ ସୁରଭିଗିରି ନାମରେ ଐତିହାସିକ ସ୍ଵାକ୍ଷର ବହନ କରିଥିଲ।
୮ କ ଧାଡ଼ି: ୮ କ ଧାଡ଼ି:
<ref>[http://www.dhauli.net/ ଧଉଳି, ଓଡ଼ିଶା]</ref>
<ref>[http://www.dhauli.net/ ଧଉଳି, ଓଡ଼ିଶା]</ref>
। ସାଧାରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ୧୯୭୦ରେ ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ଼ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଥିଲା, ଯାହା ଗବେଷକ ମାନଙ୍କ ପାଇଁ ଏକ ବିଶେଷ ଜାଗା ।
। ସାଧାରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ୧୯୭୦ରେ ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ଼ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଥିଲା, ଯାହା ଗବେଷକ ମାନଙ୍କ ପାଇଁ ଏକ ବିଶେଷ ଜାଗା ।
ଏକଦା ଧଉଳି ପାହାଡ ସୁରଭିଗିରି ନାମରେ ଐତିହାସିକ ସ୍ଵାକ୍ଷର ବହନ କରିଥିଲ। ଏହା ର ଶିଖର ଦେଶରେ ଏକ ଭେଷଜ ଉପବନ ଓ ପ୍ରମୋଦ ଉଦ୍ୟାନ ମଧ୍ୟ ଥିଲା। ଅଶୋକଙ୍କ ଧର୍ମାନୁଶାସନ ବହନ କରିଥିବା ଦକ୍ଷିଣ ସୀମାନ୍ତବର୍ତ୍ତୀ ପାହାଡରେ ପ୍ରିୟଦର୍ଶୀ ରାଜତ୍ଵର ମୂକସାକ୍ଷୀ ରୂପେ ବିଦ୍ୟମାନ ଶିଳାହସ୍ତୀକୁ ମହାଭାରତ ସମୟ ର ଅଶ୍ଵଥାମା ହସ୍ତୀ ନାମରେ ଓ ପାହାଡଟି କୁ ଅଶ୍ଵଥାମା ପାହାଡ ନାମରେ ନାମିତ କରାଯାଇଛି।ଜତୁଗ୍ରୁହ ରୁ ଆତ୍ମରକ୍ଷ୍ୟା ପାଇଁ ମାତା କୁନ୍ତି ଙ୍କ ସହ ପଞ୍ଚୁ ପାଣ୍ଡବ ଏଠାରେ ରହିଥିବାରୁ ଏହାର ଗୁମ୍ଫା ସମୁହ କୁ ପଞ୍ଛୁପାଣ୍ଡବ ଗୁମ୍ଫା ନାମରେ ନାମିତ କରାଯାଇଛି।


==ଓଡ଼ିଶାରେ ଥିବା ଅନ୍ୟ ବୌଦ୍ଧ କୀର୍ତ୍ତି==
==ଓଡ଼ିଶାରେ ଥିବା ଅନ୍ୟ ବୌଦ୍ଧ କୀର୍ତ୍ତି==

୦୦:୩୬, ୨୦ ନଭେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ

ଧଉଳି ଶାନ୍ତି ସ୍ତୁପ

ଧଉଳି ପାହାଡ଼ ଦୟା ନଇ କୂଳରେ ଅଛି । ଏହା ରାଜଧାନୀ ଭୁବନେଶ୍ୱର ଠାରୁ ୮ କିମି ଦୁରରେ ଅଛି । ଏହି ପାହାଡର ପଥର ଉପରେ ଓଡ଼ିଆ ଭାଷାରେ ଅଶୋକଙ୍କ ଶିଳାଲେଖ ଅଛି । ଏହା ହେଉଛି ସେହି ଜାଗା ଯେଉଁଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ।

ଇତିହାସ

ଏଠାରେ ଥିବା ୬କ ଶିଳାଲେଖରେ ଅଶୋକ ପୁରା ପୃଥିବୀର ମଙ୍ଗଳ ପାଇଁ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି । ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା ଓଡ଼ିଶାର ବୌଦ୍ଧ କୀର୍ତ୍ତି । ଏହାର ବିଶେଷତା ହେଉଛି, ଏହି ହାତୀ ବୁଦ୍ଧଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ ବୁଦ୍ଧଙ୍କୁ ହିଁ ସୂଚାଏ । ଅଶୋକ ଏହି ଜାଗାରେ କଳିଙ୍ଗ ଯୁଦ୍ଧ ଲଢ଼ିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡ଼କୁ ବାଟଦେଖାଇଥିଲା ବୋଲି ବିଶ୍ଵାସ କରାଯାଏ । ତେବେ ଏହା ଏବେ ବି ସବୁ ଗବେଷକ ମାନଙ୍କ ଦେଇ ଗ୍ରହଣ କରାଯାଇନାହିଁ, କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢ଼ନ୍ତି । [୧] । ସେ ବୌଦ୍ଧ ଧର୍ମରେ ନିଜକୁ ବଦଳାଇବା ପରେ ଅନେକ ବୌଦ୍ଧ ସ୍ତୁପ, ସ୍ତମ୍ଭ ଗଢ଼ାଇଥିଲେ [୨] । ସାଧାରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ୧୯୭୦ରେ ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ଼ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଥିଲା, ଯାହା ଗବେଷକ ମାନଙ୍କ ପାଇଁ ଏକ ବିଶେଷ ଜାଗା । ଏକଦା ଧଉଳି ପାହାଡ ସୁରଭିଗିରି ନାମରେ ଐତିହାସିକ ସ୍ଵାକ୍ଷର ବହନ କରିଥିଲ। ଏହା ର ଶିଖର ଦେଶରେ ଏକ ଭେଷଜ ଉପବନ ଓ ପ୍ରମୋଦ ଉଦ୍ୟାନ ମଧ୍ୟ ଥିଲା। ଅଶୋକଙ୍କ ଧର୍ମାନୁଶାସନ ବହନ କରିଥିବା ଦକ୍ଷିଣ ସୀମାନ୍ତବର୍ତ୍ତୀ ପାହାଡରେ ପ୍ରିୟଦର୍ଶୀ ରାଜତ୍ଵର ମୂକସାକ୍ଷୀ ରୂପେ ବିଦ୍ୟମାନ ଶିଳାହସ୍ତୀକୁ ମହାଭାରତ ସମୟ ର ଅଶ୍ଵଥାମା ହସ୍ତୀ ନାମରେ ଓ ପାହାଡଟି କୁ ଅଶ୍ଵଥାମା ପାହାଡ ନାମରେ ନାମିତ କରାଯାଇଛି।ଜତୁଗ୍ରୁହ ରୁ ଆତ୍ମରକ୍ଷ୍ୟା ପାଇଁ ମାତା କୁନ୍ତି ଙ୍କ ସହ ପଞ୍ଚୁ ପାଣ୍ଡବ ଏଠାରେ ରହିଥିବାରୁ ଏହାର ଗୁମ୍ଫା ସମୁହ କୁ ପଞ୍ଛୁପାଣ୍ଡବ ଗୁମ୍ଫା ନାମରେ ନାମିତ କରାଯାଇଛି।

ଓଡ଼ିଶାରେ ଥିବା ଅନ୍ୟ ବୌଦ୍ଧ କୀର୍ତ୍ତି

  1. ବୌଦ୍ଧ ଜିଲ୍ଲାରେ ଅନେକ ଜାଗାରେ ବୌଦ୍ଧ କୀର୍ତ୍ତିମାନ ଅଛି, ବିଶ୍ଵାସ କରାଯାଏ ଯେ ବୁଦ୍ଧଙ୍କ ନାଆଁରୁ ବୌଦ୍ଧ/ବଉଦ ଏହି ଜିଲ୍ଲା ର ନାଆଁ ଦିଆଯାଇଛି ।
  2. ଖଣ୍ଡଗିରି, ଭୁବନେଶ୍ୱର
  3. ଉଦୟଗିରି, ଭୁବନେଶ୍ୱର
  4. ରତ୍ନଗିରି, ଯାଜପୁର
  5. ଲଳିତଗିରି, ଯାଜପୁର
  6. ଜଉଗଡ଼, ଗଞ୍ଜାମରେ ଥିବା ଅଶୋକଙ୍କ ଶିଳାଲେଖ

ବୌଦ୍ଧ ଧର୍ମ ଶ୍ରେଣୀବିଭାଗ

  • ଥେରବାଦ
  • ମହାଯାନ
  • ବଜ୍ରଯାନ
  • ସହଜଯାନ

ଟୀକା

ବାହାର ଲିଙ୍କ