"ଜଗନ୍ନାଥଙ୍କ ବେଶ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଆଧାର |
ଟିକେNo edit summary |
||
୨ କ ଧାଡ଼ି: | ୨ କ ଧାଡ଼ି: | ||
* ନବଯୌବନ ବେଶ |
* ନବଯୌବନ ବେଶ |
||
* ବାଚେରୀ ବେଶ |
* ବାଚେରୀ ବେଶ |
||
* ରାଧାଦାମୋଦର ବେଶ |
* [[ରାଧାଦାମୋଦର ବେଶ]] |
||
:ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ପ୍ରତ୍ୟେକ ବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ [[କାର୍ତ୍ତିକ]] ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ |
|||
* ବଳିବାମନ ବେଶ |
* ବଳିବାମନ ବେଶ |
||
* ଗିରି ଗୋବର୍ଦ୍ଧନ ବେଶ |
* ଗିରି ଗୋବର୍ଦ୍ଧନ ବେଶ |
||
* କୃଷ୍ଣ ବଳରାମ ବେଶ |
* କୃଷ୍ଣ ବଳରାମ ବେଶ |
||
* ପ୍ରଳମ୍ବାସୁରବଧ ବେଶ |
* ପ୍ରଳମ୍ବାସୁରବଧ ବେଶ |
||
: [[ଭାଦ୍ରବ]] [[ମାସ]] [[କୃଷ୍ଣପକ୍ଷ]] [[ଦ୍ଵାଦଶୀ]] ତିଥିରେ [[ଜଗନ୍ନାଥ ମନ୍ଦିର|ଶ୍ରୀମନ୍ଦିର]]ରେ ଶ୍ରୀବିଗ୍ରହମାନଙ୍କୁ ପ୍ରଳମ୍ବାସୁର ବଧ ବେଶରେ ସଜ୍ଜିତ କରାଯାଏ |
: [[ଭାଦ୍ରବ]] [[ମାସ]] [[କୃଷ୍ଣପକ୍ଷ]] [[ଦ୍ଵାଦଶୀ]] ତିଥିରେ [[ଜଗନ୍ନାଥ ମନ୍ଦିର|ଶ୍ରୀମନ୍ଦିର]]ରେ ଶ୍ରୀବିଗ୍ରହମାନଙ୍କୁ ପ୍ରଳମ୍ବାସୁର ବଧ ବେଶରେ ସଜ୍ଜିତ କରାଯାଏ ଠାକୁରମାନଙ୍କ ମଧ୍ୟାହ୍ନଧୂପ ନୀତି ଶେଷ ହେବାପରେ ଏହି ବେଶ କରାଯାଇଥାଏ |
||
* କାଳୀୟଦଳନ ବେଶ |
* କାଳୀୟଦଳନ ବେଶ |
||
* ପଦ୍ମମୁଖ ବେଶ |
* ପଦ୍ମମୁଖ ବେଶ |
୨୨:୪୬, ୭ ନଭେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ
ଜଗନ୍ନାଥ ସଂସ୍କୃତିରେ ଉଲ୍ଲେଖ ଥିବା ଜଗନ୍ନାଥ ମହାପ୍ରଭୁଙ୍କର ୩୨ ପ୍ରକାର ବେଶ ହେଲା:
- ନବଯୌବନ ବେଶ
- ବାଚେରୀ ବେଶ
- ରାଧାଦାମୋଦର ବେଶ
- ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ପ୍ରତ୍ୟେକ ବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ
- ବଳିବାମନ ବେଶ
- ଗିରି ଗୋବର୍ଦ୍ଧନ ବେଶ
- କୃଷ୍ଣ ବଳରାମ ବେଶ
- ପ୍ରଳମ୍ବାସୁରବଧ ବେଶ
- ଭାଦ୍ରବ ମାସ କୃଷ୍ଣପକ୍ଷ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ପ୍ରଳମ୍ବାସୁର ବଧ ବେଶରେ ସଜ୍ଜିତ କରାଯାଏ ଠାକୁରମାନଙ୍କ ମଧ୍ୟାହ୍ନଧୂପ ନୀତି ଶେଷ ହେବାପରେ ଏହି ବେଶ କରାଯାଇଥାଏ
- କାଳୀୟଦଳନ ବେଶ
- ପଦ୍ମମୁଖ ବେଶ
- ଆଡ଼କିଆ ବେଶ
- ଝୁଲଣ ବେଶ
- ଗଜ ଉଦ୍ଧାରଣ ବେଶ
- ନିତ୍ୟ ଧୂପ ବେଶ
- ନିତ୍ୟ ତଡ଼ପ ଉତ୍ତରା ବେଶ
- ଘୋଡ଼ାଲାଗି ବେଶ
- ବାଙ୍କଚୂଡ଼ା ବେଶ
- ପୁଷ୍ୟାଭିଷେକ ବେଶ
- ମକରଚୌରାସୀ ବେଶ
- ବଡ଼ଶୃଙ୍ଗାର ବେଶ
- ଶ୍ରାଦ୍ଧ ବେଶ
- ନାଗାର୍ଜୁନ ବେଶ
- ଶ୍ରୀରଘୁନାଥ ବେଶ
- ଦୋଳପୂର୍ଣ୍ଣିମା ବେଶ
- ନବାଙ୍କ ବେଶ
- ବଣଭୋଜି ବେଶ
- ସୁନାବେଶ ବା ବଡ଼ତଢ଼ାଉ ବେଶ: ଆଷାଢ଼ ଶୁକ୍ଲ ଏକାଦଶୀ
- ଟାହ୍ୟାଲାଗି ବେଶ
- ଗଣପତି ବେଶ
- ସେନାପଟାଲାଗି ବେଶ
- ଚନ୍ଦନଲାଗି ବେଶ
- ଡାଳିକିଆ ବେଶ
- ଠିଆକିଆ ବେଶ
ଆହୁରି ଦେଖନ୍ତୁ
ଆଧାର
- ସମାଜ ସାପ୍ତାହିକ, ୨-୮ ଜୁଲାଇ ୨୦୧୧,ପୃଷ୍ଠା-୦୪