"ଅମାବାସ୍ୟା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
→ଅମାବାସ୍ୟା
(ନୂତନ: ଅମାବାସ୍ୟା) |
Nayansatya (ଆଲୋଚନା | ଅବଦାନ) |
||
କୃଷ୍ଣପକ୍ଷର ଶେଷ ଦିନ (ପଞ୍ଚଦଶୀ ତିଥି) କୁ ଅମାବାସ୍ୟା କୁହାଯାଏ ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ |
*ବୈଶାଖ ଅମବାସ୍ୟା:ରୁକ୍ମିଣୀ ଅମାବାସ୍ୟା
* ଜ୍ୟେଷ୍ଠ ଅମାବାସ୍ୟା: ସାବିତ୍ରୀ ଅମାବାସ୍ୟା
* ଆଷାଢ଼ ଅମାବାସ୍ୟା: ବିଜାୟା ଅମାବାସ୍ୟା
* ଶ୍ରାବଣ ଅମାବାସ୍ୟା: ଚିତାଲାଗି (ଚିତଉ) ଅମାବାସ୍ୟା
* ଭାଦ୍ରବ ଅମାବାସ୍ୟା: ସପ୍ତପୁରୀ (ସାତପୁରି) ଅମାବାସ୍ୟା
* ଆଶ୍ବିନ ଅମାବାସ୍ୟା: ମହାଳୟା (ଫୁଲ୍ଲୋରି, ଫୁଲୁରି,ସର୍ବପିତୃ ) ଅମାବାସ୍ୟା
* କାର୍ତ୍ତିକ ଅମାବାସ୍ୟା: ପ୍ରଦୀପ (ପୟା) ଅମାବାସ୍ୟା
* ମାର୍ଗଶିର ଅମାବାସ୍ୟା: ମହୋଦଧି ଅମାବାସ୍ୟା
* ପୌଷ ଅମାବାସ୍ୟା: ବଉଳ (ବକୁଳ) ଅମାବାସ୍ୟା : ବରାହ ଜନ୍ମ
* ମାଘ ଅମାବାସ୍ୟା: ତ୍ରିବେଣୀ ଅମାବାସ୍ୟା
|